Pintu ଙ୍କ ଭଉଣୀ କହିଲେ ‘ଭଉଣୀ ହିସାବରେ ବହୁତ କଷ୍ଟ ଲାଗୁଛି, ମୋ ଭାଇ ବଞ୍ଚିଛି ହେଲେ ଲୋକ ମାନେ କହୁଛନ୍ତି ସେ କୁଆଡେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ କଷ୍ଟ ଲାଗୁଛି ମୋ ଭାଇ ବଞ୍ଚିଛନ୍ତି ହେଲେ କିଛି ଲୋକ ଗୁଜବ ଉଠାଇ କହୁଛନ୍ତି ଭାଇ ମରିଗଲା । ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଭଲ ନଥିବା ସମୟରେ ତାଙ୍କର ବର୍ତ୍ତମାନ ହାଇଦ୍ରାବାଦ ଠାରେ ଚିକିତ୍ସା କାର୍ଯ୍ୟ ଜାରୀ ରଖାଯାଇଛି । ତେବେ ଏହାରି ଭିତରେ ପିନ୍ଟୁ ନନ୍ଦଙ୍କ ଭଉଣୀ ଗଣ ମାଧ୍ୟମ ନିକଟରେ ନିଜର ମନର ଦୁଃଖ କଥା ସବୁ ଖୋଲି କହିଛନ୍ତି । ତେବେ ପିନ୍ଟୁ ନନ୍ଦଙ୍କ ଭଉଣୀଙ୍କ କହିବା ଅନୁସାରେ ଭାଇ ବଞ୍ଚିଛନ୍ତି ।

ହେଲେ ଅନେକ ଲୋକ ପିନ୍ଟୁ ଭାଇ ମରିଗଲା ବୋଲି କହୁଛନ୍ତି । ଏହି ସବୁ କଥା ଶୁଣିକି ବହୁତ ଦୁଃଖ ଲାଗୁଛି । କିଛି ଲୋକଙ୍କର ଖରାପ ଇଆଡୁ ସିଆଡୁ କାମେଣ୍ଟ ଶୁଣିକି ମଧ୍ୟ ପିନ୍ଟୁ ଭାଇ ଅଧିକରୁ ଅଧିକ ଭାଙ୍ଗି ପଡ଼ୁଛନ୍ତି । ତେବେ ପିନ୍ଟୁଙ୍କ ଭଉଣୀଙ୍କ କହିବ ଆଧାରରେ ପିନ୍ଟୁ ଭାଇଙ୍କର ସ୍ଵାସ୍ଥବସ୍ତା ଠିକ ନାହିଁ । ତେଣୁ ଏହି ସମୟରେ ଭାଇଙ୍କ ପାଇଁ ତାଙ୍କର ସ୍ଵାସ୍ଥର ଆରୋଗ୍ଯ ନିମନ୍ତେ କାମନା କରନ୍ତୁ ।

ଯଦି ସମ୍ଭବ ଭାଇଙ୍କ ପାଇଁ କିଛି କିଛି ଆର୍ଥିକ ସାହାଜ୍ଯ ଓ ସହଯୋଗର ହାତ ମଧ୍ୟ ବଢାନ୍ତୁ । କାରଣ ଯୋଗାଡ ହୋଇଥିବା ଅର୍ଥ ଧୀରେ ଧୀରେ ସାରିବାକୁ ବସିଲାଣି । ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ପିନ୍ଟୁ ଭାଇଙ୍କର ସ୍ଵାସ୍ଥବସ୍ତା ଠିକ ହୋଇପାରୁ ନାହିଁ । ତେବେ ମୁଁ ଲୋକଙ୍କ ନିକଟରେ ଏତିକି ନିବେଦନ କରୁଛି । ଭାଇଙ୍କ ପାଇଁ ଠାକୁରଙ୍କର ନିକଟରେ ଜଣାନ୍ତୁ । ହେଲେ ତାଙ୍କୁ ଏହି ଦୁଃଖନୀୟ ସମୟରେ କିଛି ମଧ୍ୟ ଇଆଡୁ ସିଆଡୁ କମେଣ୍ଟ କରନ୍ତୁ ନାହିଁ ।

ଯାହା ଦ୍ଵାରା ଭାଇଙ୍କର ଦେହ ଖରାପ ଥିବା ସହିତ ଆହୁରି ମଧ୍ୟ ଦେହ ଏହି ସବୁ କଥା ଶୁଣି ବିଗିଡି ଯାଉଛି । ତେବେ ପିନ୍ଟୁ ନନ୍ଦଙ୍କ ଭଉଣୀଙ୍କ କହିବା ଅନୁଯାଇ ମୋର ଛୋଟ ପିଲାଟିଏ । ତେଣୁ ମୁଁ ଭାଇଙ୍କୁ ଦେଖା କରିବା ପାଇଁ ହାଇଦ୍ରାବାଦ ଯାଇପାରିନାହିଁ । ହେଲେ ଫୋନ ଦ୍ଵାରା ଭାଇଙ୍କ ଭଲ ମନ୍ଦ ପଚାରି ବୁଝୁଛି ।

ଠାକୁରଙ୍କୁ ଡାକୁଛି ମୋ ଭାଇ ବହୁତ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସୁ । ଆଗ ଭଳି ସମସ୍ତଙ୍କୁ ନିଜର ଅଭିନୟ ଦ୍ଵାରା ଲୋକଙ୍କ ମୁହଁରେ ଖୁସି ଭରି ଦେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *