“ହ୍ୟୁମାନ ସାଗର ଏତେ ଛୋଟ ପ୍ରକୃତି ତୁମର…” Humane Sagar ଙ୍କ ଉପରେ ଗର୍ଜିଲେ କଂଗ୍ରେସ ବିଧାୟକ Sura Routray, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତ କାଲି ଥାନା ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିରୋଧରେ ଏକା ମାମଲା ରୁଜୁ ହୋଇଥିଲା । ମାମଲା ଟି ଥିଲା ଯେ ହ୍ୟୁମାନ ସାଗର ଆଲବମ ଗୀତ ଗାଇବା ବେଳକୁ ପଛାଉ ନାହାଁନ୍ତି କିନ୍ତୁ ତାଙ୍କୁ ଜଗନ୍ନାଥ ଙ୍କ ଗୀତ ଗାଇବାକୁ କହିଲା ବେଳକୁ ମନା କରିଦେଉଛନ୍ତି । କହୁଛନ୍ତି ଯେ ମୁଁ ଗାଇ ପାରିବିନି ତଥା ଆମ୍ଭ ଧର୍ମ ରେ ନାହିଁ ଭଜନ ଗାଇବା । ତେବେ ଏହାକୁ ନେଇ ବର୍ତ୍ତମାନ ସୁର ରାଉତରାୟ ନିଜର ମତାମତ ଦେଇଛନ୍ତି ।

ସାଂସଦ ସୁର ରାଉତରାୟ କହିଛନ୍ତି ଯେ ହ୍ୟୁମାନ ସାଗର ଜଣେ ଭଲ ନିମାପଡା ଅଞ୍ଚଳ ର ସଦସ୍ୟ ଅଟନ୍ତି । ସେ ଗୀତ ଗାଇ ଓଡିଶା ରେ ନାଁ କଲେଣି । ମାତ୍ର ଜଗନ୍ନାଥ ଙ୍କ ଭଜନ ଗାଇବା ପାଇଁ କାହିଁକି କୁଣ୍ଠାବୋଧ ? କ’ଣ ପାଇଁ ତୁମେ କୁଣ୍ଠାବୋଧ କରୁଛ ? ଏହି ଜଗନ୍ନାଥ ଙ୍କ ମାଟି ରେ ମହମ୍ମଦ ଅଜିଜ, ସିକନ୍ଦର ଆଲାମ, ସରୋଜନନ୍ଦ ଭଳି ଗାୟକ ମାନେ ବଢିଆ ଭଜନ ଗାଇ ଯାଇଛନ୍ତି ଜଗତର ନାଥ ଜଗନ୍ନାଥ ଙ୍କ ପାଇଁ ।

ମାତ୍ର ତୁମେ କାହିଁକି ଗାଇବନି ? ତୁମେ ଓଲଟା ଧମକ ଦେଉଛ ଯେ ଜାପାନୀ ଭାଇ ଙ୍କୁ ବାପୁ ନାୟକଙ୍କୁ । କ’ଣ ପାଇଁ ତୁମେ ଧମକ ଦଉଛ ? କଟକ ରେ ତୁମକୁ ଜିଅନ୍ତା ମାରିଦେବେ କଳାକାର ତୁମ୍ଭର କ’ଣ ଏ ଛୋଟ ପ୍ରକୃତି ? ତୁମର ପିଏ ଧମକ ଦେଉଛି, ମାତ୍ର ଏ କି କଥା ? କଳାକାର ନରମ ହେବା ଦରକାର ସାଧା ହେବା ଦରକାର, ସରଳ ହେବା ଦରକାର, ମଧୁର କଥା କହିବା ଦରକାର ।

ତୁରନ୍ତ ଏ ଧମକ ଧମକି ତଥା ଗଣ୍ଡୋଗଳ ଏଥିରୁ ଓହରୀ ଯାଅ । ଜଗନ୍ନାଥ ଙ୍କ ଭଜନ ଗାଅ । ତୁମର ଯେଉଁ ସୁନାମ ବଢିଛି ଆହୁରୀ ବଢିବ । ମୁଁ ନିବେଦନ କରୁଛି ତୁମ୍ଭ ଭଳି ଗାୟକ ଜଗନ୍ନାଥ ଙ୍କ ଭଜନ ଗାଇ ବିଶ୍ଵ ରେ ନାଁ କର ଭାରତରେ ତଥା ଓଡିଶା ରେ ନାଁ କର । ଏହି ଛୋଟ କାରବାର ତଥା ଝାମଲା ରେ ଆଦୌ ଫଶ ନାହିଁ , ଝମେଲା ରେ ଫଶନାହିଁ ।

ହ୍ୟୁମାନ ସାଗରକୁ ସାନ ଭାଇ ହିସାବରେ ମୋର ନିବେଦନ ତୁମ୍ଭ ପିଏ କୁ ୱାର୍ନିଙ୍ଗ ଦିଅ, ଝାମେଲା କରନି ତୁମ୍ଭେ ସୁନାମ କରି ଚାଲିଛ, ଜଗନ୍ନାଥ ମହାପ୍ରଭୁ ଙ୍କ ଭଜନ ଗାଇବା ଆରମ୍ଭ କର । ତେବେ ବନ୍ଧୁଗଣ ଏହିଭଳି ସୁର ରାଉତରାୟ ନିବେଦନ କରି ହ୍ୟୁମାନ ସାଗର ଙ୍କୁ କହିଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *