ହୃଦୟ ଜିତିଲେ ମାହି: ଚଣା ଖାଇ ଦେଇନଥିଲେ ଟଙ୍କା, ପରେ ଲୁଚିକି ଆସି ଚଣା ବିକାଳିଙ୍କୁ ଏମିତି ସୁଝିଲେ ଋଣ, ଶୁଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ ବିଶ୍ୱ କ୍ରିକେଟ ରେ କ୍ୟାପଟେନ ଭାବରେ ପରିଚିତ । ମାହି କ୍ରିକେଟ ମଇଦାନରେ ଦମଦାର ପ୍ରଦର୍ଶନ କରି ଲୋକଙ୍କ ମନ କିଣୁଥିଲେ ।

ବର୍ତ୍ତମାନ ଏଭଳି ଏକ ନିଆରା କାର୍ଯ୍ୟ କରିଛନ୍ତି ଧୋନୀ । ଯାହାଦ୍ୱାରା ସେ ସମସ୍ତ ଲୋକ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ନିକଟରେ ଧୋନୀ ଏଭଳି ଏକ କାର୍ଯ୍ୟ କରିଛନ୍ତି ଯେଉଁ କାରଣରୁ ସେ ଚର୍ଚ୍ଚା ରେ ଆସିଛନ୍ତି । ତେବେ ସେ ଏଭଳି କେଉଁ କାର୍ଯ୍ୟ କରି ଲୋକ ମାନଙ୍କ ଆଦର୍ଶ ସାଜିଛନ୍ତି ଆସନ୍ତୁ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଖବର ଅନୁସାରେ, ଧୋନୀ ଏକ ଠେଲା ରୁ ଚଣା ଖାଇଥିଲେ । କିନ୍ତୁ ଅଜାଣତରେ ଟଙ୍କା ନଦେଇ ଚାଲି ଯାଇଥିଲେ । ପରେ ଏଭଳି କିଛି କଲେ ଯାହା ସମସ୍ତଙ୍କ ମନ କିଣି ନେଇଛି । ଧୋନୀ ସମସ୍ତଙ୍କ ଅଜାଣତରେ ଠେଲା ରେ ୩୫ ହଜାର ଟଙ୍କା ଦେଇ ଚାଲିଗଲେ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ସେହି ଠେଲା ରେ ଯେଉଁ ବ୍ୟକ୍ତି ଜଣକ ଚଣା ବିକୁଥିଲେ ତାଙ୍କ ନାମ ହେଉଛି ମହେନ୍ଦ୍ର ।

ଠେଲା ରେ ଚଣା ବିକୁଥିବା ବ୍ୟକ୍ତି ଜଣକ ଗଣମାଧ୍ୟମ କୁ କହିଛନ୍ତି ଯେ, ଧୋନୀ କେବେବି ବାକି ରେ ଚଣା ଖାଆନ୍ତି ନାହିଁ । ସେ ସର୍ବଦା ଟଙ୍କା ଦେଇ ଚଣା ଖାଆନ୍ତି । ସେ ଯେବେବି ଚଣା ଖାଆନ୍ତି ମତେ ମନେ ପକାନ୍ତି । ମୁଁ ତାଙ୍କୁ ଭେଟିବାକୁ ଚାହୁଁଥିଲି । କିନ୍ତୁ ସେ ସ୍ୱୟଂ ଚାଲି ଆସିଲେ ।

ମୋତେ ବହୁତ ଖୁସି ଲାଗୁଛି ବୋଲି ଠେଲା ରେ ଚଣା ବିକୁଥିବା ବ୍ୟକ୍ତି ଜଣକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧୋନୀ ତାଙ୍କ ଖୁସି ରେ ଏତେ ଟଙ୍କା ଦେଇ ଯାଇଛନ୍ତି । ତେବେ କ୍ରିକେଟ ର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଏଭଳି କାର୍ଯ୍ୟ କରି ସମସ୍ତଙ୍କ ହୃଦୟ ରେ ନିଜ ପାଇଁ ସମ୍ମାନ ଆହୁରି ଦୁଇ ଗୁଣ କରି ଦେଇଛନ୍ତି ଏବଂ ସମସ୍ତଙ୍କ ପାଇଁ ଆଦର୍ଶ ର ପ୍ରତିମୂର୍ତ୍ତି ସାଜିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *