କ୍ୟାମେରାରେ କଏଦ ହେଲା ହୃଦୟ ବିଦାରକ ଘଟଣା, ଯାହା ଆପଣଙ୍କ ନିଦ ହଜେଇ ଦେବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଘଟଣା ଗୁଡିକ ବିଷୟରେ ।

୧. ଜୁଲାଇ ୨୦୧୬ରେ ବ୍ରାଇନ କାସିଆ ନାମକ ଏକ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ । ଏହି ଭିଡିଓରେ ବ୍ରାଇନ ଓ ତାଙ୍କ ଦୁଇ ସାଙ୍ଗ ଏକ ସୁରଙ୍ଗ ଭିତରକୁ ଯାଇଥିଲେ । ସେହି ସୁରଙ୍ଗରେ ଟ୍ରେନ ଯିବା ଆସିବା କରେ । ବନ୍ଧୁଗଣ କିଛି ସମୟ ସୁରଙ୍ଗ ଭିତରେ ରହିବା ପରେ ହଠାତ ସେହି ସୁରଙ୍ଗ ଭିତରକୁ ଟ୍ରେନ ଆସିଯାଏ ଯାହାଦ୍ୱାରା ବ୍ରାଇନ ଓ ତାଙ୍କ ଦୁଇ ସାଙ୍ଗ ଦ୍ରୁତ ଗତିରେ ଦଉଡି ନିଜ ଜୀବନ ବଞ୍ଚେଇବାକୁ ସୁରଙ୍ଗରୁ ବାହାରିଥିଲେ ।

ବନ୍ଧୁଗଣ ସେମାନେ ସୁରଙ୍ଗରୁ ବାହାରିବା ମାତ୍ରେ ଟ୍ରେନ ବାହାରିଥିଲା । ବ୍ରାଇନ ଓ ତାଙ୍କ ସାଙ୍ଗ ମାନଙ୍କ ଭାଗ୍ୟ ବହୁତ ଭଲ ଥିବାରୁ ସେମାନେ ବଞ୍ଚି ଯାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହୋଇଛି ।

୨. ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ମାଇକେଲ ଫୁଜିବାରା ନାମକ ଏକ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଅପଲୋଡ କରିଥିଲେ । ଏହି ଭିଡିଓରେ ଏକ ପରିବାର ପାଣି ମଧ୍ୟରେ ବୋଟରେ ବୁଲୁଥିଲେ ସେହି ସମୟରେ ତାଙ୍କୁ ଏକ ଲାଇୟନ ସିଲ ନଜର ଆସିଥିଲା ।

ପ୍ରଥମେ ସିଲଟି ସେହି ବୋଟରେ ଥିବା ଏକ ଛୁଆକୁ କାମୁଡିବା ପାଇଁ ଚେଷ୍ଟା କରିଥିଲା ହେଲେ ଧରି ପାରିନଥିଲା । ଦ୍ଵିତୀୟ ଥର ସିଲଟି ଛୁଆଟିକୁ କାମୁଡି ପାଣି ଭିତରକୁ ନେଇ ଯାଇଥିଲା । ସେହି ସମୟରେ ଛୁଆର ବାପା ପାଣି ଭିତରକୁ ଡେଇଁ ଛୁଆକୁ ବଞ୍ଚେଇ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ସମସ୍ତ ଲୋକଙ୍କ ହୋସ ଉଡିଯାଉଛି ।

୩. ବନ୍ଧୁଗଣ ଅଧିକାଂଶ ଲୋକଙ୍କୁ ସ୍କାଏ ଡାଇଭିଙ୍ଗ କରିବା ପାଇଁ ବହୁତ ଭଲ ଲାଗେ । ଆମେ ଆପଣ ମାନଙ୍କୁ ଫେବୃୟାରି ୭ ୨୦୧୫ର ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓରେ ଏକ ସ୍କାଏ ଡାଇଭର ଓ ଏକ ଝିଅ ପ୍ଳେନରୁ ଡେଇଁ ଥିଲେ ହେଲେ ସେହି ସମୟରେ ତାଙ୍କ ଆଡକୁ ଏକ ଅନ୍ୟ ପ୍ଳେନ ଆସି ଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ପ୍ଳେନଟି ଏହି ଦୁଇଜଣଙ୍କର ବହୁତ ପାଖକୁ ଆସିଯାଇଥିଲା । ଯଦି ସେହି ସମୟରେ ସ୍କାଏ ଡାଇଭର କିଛି ଭୁଲ କରିଥାନ୍ତେ ତା ହେଲେ ସେମାନଙ୍କ ଜୀବନ ବିପଦରେ ଆସିଯାଇଥାନ୍ତା ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *