South ଆକ୍ଟର ମାଙ୍କର ଏକ୍ସଗର୍ଲଫ୍ରେଣ୍ଡ ରହି ସାରିଛନ୍ତି ଏହି Actress ମାନେ, 3 ନମ୍ବର ଯୋଡି ଥିଲା ଖୁବ ଲୋକପ୍ରିୟ କିନ୍ତୁ ନିଜ ପରିବାର କାରଣରୁ ହେଲେ ଅଲଗା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି କଳାକାର ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଉଥର କିଛି ଫେମସ ଅଭିନେତ୍ରୀ ମାନଙ୍କ ଏକ୍ସ ବୟଫ୍ରେଣ୍ଡ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ମାନଙ୍କ ଏକ୍ସ ବୟଫ୍ରେଣ୍ଡ ମାନେ ହେଉଛନ୍ତି ସାଉଥ ଅଭିନେତା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସିଦ୍ଧାର୍ଥ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତା ସିଦ୍ଧାର୍ଥ । ଆପଣ ମାନେ ସମସ୍ତେ ସିଦ୍ଧାର୍ଥଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସିଦ୍ଧାର୍ଥ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗୋଟେ ସମୟରେ ସାଉଥର ଫେମସ ଅଭିନେତ୍ରୀ ସାମନ୍ଥାଙ୍କ ସହ ସିଦ୍ଧାର୍ଥଙ୍କ ଲଭ ରିଲେସନ ଥିଲା । ଏହି ଦୁଇଜଣ ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ । ହେଲେ କିଛି ବିବାଦ ହେତୁ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ବିରାଟ କୋହିଲି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତର ଦିଗଜ ଖେଳାଳି ବିରାଟ କୋହିଲି । ବିରାଟ ମଧ୍ୟ କୌଣସି ସୁପର ଷ୍ଟାରଙ୍କ ଠାରୁ କମ ନୁହନ୍ତି । ସେ କଳାକାର ମାନଙ୍କ ପରି ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଗୋଟେ ସମୟରେ ବିରାଟ ସାଉଥ ଅଭିନେତ୍ରୀ ତମନା ଭାଟିଆଙ୍କ ସହ ଲଭ ରିଲେସନରେ ଥିଲେ ।

ଏହି ଦୁଇଜଣ ପ୍ରଥମେ ଏକ ବିଜ୍ଞାପନ ସୁଟିଙ୍ଗ ସେଟରେ ସାକ୍ଷାତ କରିଥିଲେ । କିଛି ବର୍ଷ ରିଲେସନରେ ରହିବା ପରେ ବିରାଟ ତମନାଙ୍କ ସହ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ହେଲେ ତମନା ମନା କରିଦେଇଥିଲେ ଯାହାଫଳରେ ଏହି ଦୁଇଜଣଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା ।

ରାମ ଚରନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ କଳାକାର ରାମ ଚରନ । ରାମ ସାଉଥ ଇଣ୍ଡଷ୍ଟ୍ରି ସହ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗୋଟେ ସମୟରେ ରାମ ସାଉଥ ଅଭିନେତ୍ରୀ କାଜୋଲ ଅଗ୍ରୱାଲଙ୍କ ସହ ଲଭ ରିଲେସନରେ ଥିଲେ ।

ଏହି ଦୁଇଜଣ ଏକା ସହ ଫିଲ୍ମ ‘ମାଗଧୀରା’ରେ ନଜର ଆସିଥିଲେ । ଏହି ଦୁଇଜଣ ପରସ୍ପର ସହ ବିବାହ ମଧ୍ୟ କରିବାକୁ ଚାହୁଁ ଥିଲେ ହେଲେ ଏମାନଙ୍କ ପରିବାର ଏହି ବିବାହ ପାଇଁ ରାଜି ନଥିଲେ ଯାହାଫଳରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ରାମ ପୋଥିନାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଲୋକପ୍ରିୟ ଅଭିନେତା ରାମ ପୋଥିନନୀ । ରାମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଗୋଟେ ସମୟରେ ରାମ ସାଉଥ ଓ ବଲିଉଡ ଅଭିନେତ୍ରୀ ଇଲିଆନା ଡିକୃଜଙ୍କ ସହ ଲଭ ରିଲେସନରେ ଥିଲେ । ଏହି ଦୁଇଜଣ ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ ହେଲେ କିଛି ମତଭେଦ ପାଇଁ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *