ଦେଖନ୍ତୁ Video: ବିବେକାନନ୍ଦ Hospital ବିରୁଦ୍ଧରେ ଆସିଲା ସଙ୍ଗିନ ଅଭିଯୋଗ, ଭୁଲ ଇଂଜେକସନ ଦେଇ ନେଇଗଲେ ମହିଳାଙ୍କ ଜୀବନ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ଆଜି କାଲି ଏହି ଦେଶ ବିଦେଶ ସବୁଆଡେ କେବଳ ଭୟ ଏବଂ ଆ-ତ-ଙ୍କ ର ବାତାବରଣ ରହିଛି । କରୋନା ସଂକ୍ରମଣ ର ଭୟ ମଧ୍ୟ ରହୁଛି ତା ସହ ନିତିଦିନ ନ୍ୟୁଜ ଏବଂ ଖବର କାଗଜ ରେ କୌଣସି ଦୁ-ର୍ଘ-ଟ-ଣା ରେ କିଛି ଲୋକଙ୍କ ମୃ-ତ୍ୟୁ କିମ୍ବା କେଉଁଠି ଅକାଳ ମୃ-ତ୍ୟୁ କିମ୍ବା ଆତ୍ମହତ୍ୟା ତଥା ଡାକ୍ତର ଙ୍କ ଅବହେଳା ଯୋଗୁଁ ମୃ-ତ୍ୟୁ ର ଖବର ମଧ୍ୟ ଆସୁଛି ।

ଯାହା ଲୋକ ମାନଂକୁ ଆହୁରି ଅଧିକ ଚିନ୍ତା,ଭୟ ଏବଂ ଆତଂକ ଖେଳାଇ ଦେଉଛି । ତେବେ ସେହି ଭଳି ଏକ ଖବର ସାମ୍ନାରେ ଆସିଛି ଡାକ୍ତର ଙ୍କ ଅବହେଳା ଯୋଗୁଁ ଜଣେ ମହିଳା ଙ୍କ ମୃ-ତ୍ୟୁ ହୋଇଯାଇଛି । ଏହା ଛଡା ତାଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଆ-କ୍ର-ମ-ଣ କରାଯାଇଛି । ତେବେ ଆସନ୍ତୁ ସେହି ଖବର ବିଷୟରେ ଵିସ୍ତାର ପୁର୍ବକ ଆଲୋଚନା କରିନେବା ।

ଜଣେ ମହିଳା ଙ୍କ ଦେହ କିଛି ଖରାପ ହେବା ଯୋଗୁଁ ସେ ଭୁବନେଶ୍ୱର ର ବିବେକାନନ୍ଦ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ଆଡ଼ମିଟ ହେବା ପରେ ମଧ୍ୟ ସେ ଠିକ ଠାକ କଥା ହେଉଥିଲେ ଏବଂ ଚଲାବୁଲା ମଧ୍ୟ କରୁଥିଲେ କିନ୍ତୁ ସକାଳୁ ସକାଳୁ ଡାକ୍ତର ଆସି ତାଙ୍କୁ ଏକ ଇଂଜେକସନ ଦେଇଥିଲେ ସେହି ଇଂଜେକସନ ର ଲଗାଇବାର ୫ ମିନିଟ ପରେ ସେ ମହିଳା ଜଣଙ୍କ ଙ୍କ ଦେହ ବହୁତ ଖରାପ ହୋଇ ଗଲା ଏବଂ ସେ ଛାଟି ପିଟି ହେଲେ ଏବଂ କିଛି ମୁହୂର୍ତ୍ତରେ ହିଁ ସେ ଆଖି ବୁଜି ଦେଇଥିଲେ ।

ସେହି ମହିଳା ଜଣଙ୍କ ଏହି ୮ ଦିନ ହେବ ବିବାହ କରିଥିଲେ ଏବଂ ସେ ରାତି ରେ ଭଲ କଥା ହେଉଥିଲେ ଚଲାବୁଲା ମଧ୍ୟ କରୁଥିଲେ ଏମିତି କି ସକାଳେ ମଧ୍ୟ ଭଲ ଥିଲେ ଏବଂ ତାଙ୍କ ଯାଆ ମଧ୍ୟ ପାଖରେ ଥିଲେ କିନ୍ତୁ ଡାକ୍ତର ତାଙ୍କୁ କେଉଁ ଇଂଜେକସନ ଦେଲେ ଯେ ସେ ୫ ମିନିଟ ରେ ହିଁ ଆଖି ବୁଜିଦେଲେ ।

ଏହା ଛଡା ସୂଚନା ଅନୁସାରେ ତାଙ୍କ ଯାଆ ଯେତେବେଳେ ଡାକ୍ତର ଙ୍କୁ ଖୋଜିଲେ ଏବଂ ଡାକିବାକୁ ଗଲେ ସେତେବେଳେ ଡାକ୍ତର ସବୁ ଲୁ-ଚି-ବା-କୁ ଲାଗିଲେ ଏବଂ ସିକ୍ୟୁରୀଟି ଗାର୍ଡ ଙ୍କୁ ପଚାରିବାରୁ ସେ କିଛି ଜାଣି ନାହାଁନ୍ତି ବୋଲି କହିଲେ ଏବଂ ପରିବାର ଲୋକଙ୍କ ଉପରକୁ ଆ-କ୍ର-ମ-ଣ ମଧ୍ୟ କରିଥିଲେ ।

ତେବେ ଏହି ସମୟରେ ଡାକ୍ତର ଯାହାକୁ ଲୋକମାନେ ଭଗବାନ ବୋଲି କୁହନ୍ତି ସେ ଯଦି ଏଭକି ଅବହେଳା କରିବେ ତେବେ ଲୋକମାନେ ଆଉ କାହାକୁ ବିଶ୍ୱାସ କରି ପାରିବେ ।
ତେବେ ଏହି ଘଟଣା କୁ ନେଇ ଆପଣ ମାନଙ୍କ ମତ କଣ ? ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *