ସ୍ଵାମୀ ଆଗରେ ଯେତେବେଳେ ଧରା ପଡିଗଲା ସ୍ତ୍ରୀ ର କଳା କରନାମା, Hospital ମଝିରେ ଚାଲିଲା ହାଇଡ୍ରାମା, ଭିଡିଓ ଭାଇରାଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାମୀ ଜଣକ ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ଏବଂ ପ୍ରେମିକକୁ ଛେଚିଲା ସ୍ଵାମୀ । ତେବେ ଏହିଭଳି ଏକ ଡ୍ରାମା ନୟାଗଡ ମୁଖ୍ୟ ଚିକିତ୍ସ୍ୟାଳୟ ପରିସର ମଧ୍ୟରେ ବର୍ତ୍ତମାନ ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ଆପଣ ମଧ୍ୟ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ । ତେବେ ନୂଆ ଗାଁ ଥାନା ସଙ୍କଡା ଗ୍ରାମର ପ୍ରଦୀପ ପରିଡା ବାହାରେ ରହି କାମ କରନ୍ତି, ସେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କ ସମ୍ପର୍କୀୟ ଭାଇ ସହିତ ସମ୍ପର୍କ ରଖିଛନ୍ତି ।

ଏହା ପରେ ପ୍ରଦୀପ ଦୁଇଦିନ ତଳେ ଘରକୁ ଆସି ନିଜ ସ୍ତ୍ରୀ କୁ ମାଆଡ ମଧ୍ୟ ମାଆରିଥିଲେ । ସୂଚନା ଅନୁସାରେ ଗତକାଲି ପ୍ରଦୀପଙ୍କ ସ୍ତ୍ରୀ ଏବଂ ଶଶୁର ମିଶି ନୟାଗଡ ମୁଖ୍ୟ ଚିକିତ୍ସ୍ୟାଳୟ ଆସିଥିଲେ । ତାଙ୍କ ସାଙ୍ଗରେ ତାଙ୍କର ସମ୍ପର୍କୀୟ ଭାଇ ଆସିଥିଲେ । ଏହାପରେ ପ୍ରଦୀପ ମେଡିକାଲ ପରିସର ମଧ୍ୟରେ ଦୁଇଜଣଙ୍କୁ ଏକା ସହିତ ଦେଖି ସମ୍ପର୍କୀୟ ଭାଇକୁ ମାଆଡ ମାଆରିଥିଲା ।

ଏହା ସହିତ ନିଜ ଶଶୁରଙ୍କୁ ଅସଭ୍ୟ ଭାଷାରେ ଗାଆଳି ଗୋଲଚ ମଧ୍ୟ କରିଥିଲା । ଖବର ପାଇ ନୟାଗଡ ଟାଉନ ପୋଲିସ ଆସି ଆପସ ବୁଝାମଣା ନିମନ୍ତେ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଥିଲା । ସ୍ଵାମୀ ଜଣକ ପ୍ରେମିକକୁ ରାଗି ଇଆଡୁ ସିଆଡୁ କହିବା ସହିତ ମେଡିକାଲ ପରିସରରେ କିଛି ଲୋକଙ୍କ ସାନମାରେ ଖୁବ ପିଟିବାକୁ ଲାଗିଲେ । ଏହାଦେଖି ସ୍ତ୍ରୀ ଏବଂ ଶଶୁର ଅଟକାଇବାକୁ ଚେଷ୍ଟା କରିଲା ବେଳକୁ ଉଭୟଙ୍କୁ ଭାଷା ଅଭାଷାରେ ଗାଆଳି କରିବାକୁ ପଛାଇଲେ ନାହିଁ ।

ତେବେ ଏହିଭଳି ଘଟଣା ଆଜିର ଆଧୁନିକ ଯୁଗରେ ସାମାନ୍ୟ ପ୍ରାୟ ହୋଇଗଲାଣି । କେଉଁଟି ସ୍ତ୍ରୀ ସ୍ଵାମୀକୁ ଧୋକା ଦେଇ ପର ପୁରୁଷ ସମ୍ବନ୍ଧରେ ଚିନ୍ତା କଲାଣି ତ ଆଉ କେଉଁଠି ସ୍ଵାମୀ ସ୍ତ୍ରୀ ପିଲାଛୁଆକୁ ଛାଡି ଅନ୍ୟ ମହିଳାଙ୍କ ସହିତ ରାସଲୀଳା କରିବାକୁ ମଧ୍ୟ ପଛାଊ ନାହାଁନ୍ତି । ତେବେ ଦିନକୁ ଦିନ ଏହିଭଳି ଘଟଣା ଦିନକୁ ଦିନ ବଢିବାକୁ ଲାଗିଲେ ସମାଜ ଆଉପରେ ତାହାର କି ପ୍ରଭାବ ପଡିବ ଆପଣ ମାନେ ଚିନ୍ତା କରି ପାରୁଛନ୍ତି ?

ଯାହା ମଧ୍ୟ ସମସ୍ୟା ରହୁଛି ତାକୁ ଶାନ୍ତିପୂର୍ଣ୍ଣ ଭାବରେ ଘରେ ବସି ସମାଧାନ କରିଲେ ହୁଏତ ଏତେ ଲୋକହସା ହେବାକୁ ପଡନ୍ତା ନାହିଁ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *