ଗଙ୍ଗା ନଦୀରେ ହଠାତ ବଢିବାକୁ ଲାଗିଲା ଜଳସ୍ତର, ଫସିଗଲେ ହାତୀ ଓ ତା’ର ମାହୁନ୍ତ, ଦେଖନ୍ତୁ କିପରି ହେଲେ ଉଦ୍ଧାର, ଦେଖନ୍ତୁ ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଆପଣ ଜାଣିଥିବେ କି ବିହାର, ଆସାମ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ।

ବନ୍ୟା ଜଳରେ ବୁଡିଗଲାଣି ଅଧା ଭାରତ । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଓ କିଛି ସ୍ଥାନରେ ମୌସୁମୀର ମାତ୍ରାଧିକ ସକ୍ରିୟତା ଯୋଗୁଁ ଉପୁଜିଛି ଏଭଳି ସ୍ଥିତି । ତେବେ ଏହି ସମୟରେ ଗଙ୍ଗା ନଦୀରେ ହାତୀ ଓ ମାହୁତ ଥିଲେ କିନ୍ତୁ ପାଣିର ସ୍ରୋତ ବଢିବା ଯୋଗୁଁ ଦୁହେଁ ପଶି ଯାଇଥିଲେ ତେବେ ସେମାନେ ନଦୀ ପାର ହେବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ ।

କିନ୍ତୁ ଯେତେ ଯେତେ ସମୟ ବଢୁଥିଲା ସେତେ ସେତେ ପାଣିର ସ୍ରୋତ ବଢ଼ିବାରେ ଲାଗୁଥିଲା କେତେବେଳେ ହାତୀ ବୁଡି ଯାଉଥିଲା ତ କେତେବେଳେ ଦୁହେଁ ପାଣିରେ ଉବୁଟୁବୁ ହେଉଥିଲେ । କିନ୍ତୁ ସର୍ବ ଶେଷରେ ଦୁହେଁ ନଦୀ ପାର କରି କୁଳ କୁ ଆସିଥିଲେ ଏବଂ ଜୀଵନ ର ଏହି ସଙ୍ଘର୍ଷ ରେ ବିଜୟୀ ହୋଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *