ହସ୍ପିଟାଲରେ ନବ ବିବାହିତ ଡାକ୍ତରଙ୍କ ଆତ୍ମହତ୍ୟା, ଏମିତି କଣ ଘଟିଥିଲା ଡାକ୍ତରଙ୍କ ସହ ଦେଖନ୍ତୁ…

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ସୁଶିଲ ସାହୁ ନାମକ ଡାକ୍ତରଙ୍କ ମୃତଦେହ ।

ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେ ନେଇ ତଦନ୍ତ ଜାରି ରହିଛି । ବନ୍ଧୁଗଣ ସୁଶିଲ ଜଣେ ଅର୍ଥୋ ପିଡିକ୍ସ ଡାକ୍ତର ଥିଲେ ଆଉ ସେ ବିବାହିତ ମଧ୍ୟ ଥିଲେ । ତେବେ ଘଟଣା ସ୍ଥଳରେ ଥିବା କିଛି ଲୋକ ତଥା ଯେଉଁ ମାନେ ସୁଶିଲଙ୍କୁ ଜାଣିଛନ୍ତି ସେମାନଙ୍କ ମତରେ, ଏହା ଆତ୍ମହତ୍ୟା ହୋଇପାରେ ହେଲେ ଆତ୍ମହତ୍ୟାର କାରଣ କଣ ତାହା ବିଷୟରେ ଜଣା ପଡୁ ନାହିଁ ।

କିଛି ଲୋକଙ୍କ ମତରେ, ସେ କିଛି ମେଡ଼ିସିନ ସେବନ କରିଥିଲେ ଓଭର ଡୋଜ ତେଣୁ ତାଙ୍କର ମୃତ୍ୟୁ ଘଟିଲା । ବନ୍ଧୁଗଣ ସୁଶିଲଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ତାଙ୍କ ହସ୍ପିଟାଲ ନିକଟକୁ ଆସିଥିଲେ ଆଉ ଭୋ ଭୋ କରି କାନ୍ଦି ଥିଲେ । ଗତ କିଛି ସମୟ ହେବ ଏହି ଘଟଣାଟି ରାଜଧାନୀ ଭୁବନେଶ୍ଵରରେ ଘଟିଛି । ତେବେ ବନ୍ଧୁଗଣ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଯୋର ଧରିଛି । ତା ହେଲେ ବନ୍ଧୁଗଣ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *