Odia Jokes- ଚଉଠି ରାତି ପରଦିନ ସକାଳେ ଭାଉଜ…ଦିଅର- ଭାଉଜ ! ଢଳି ଢଳି ଚାଲୁଛ କାହିଁକି ? ଭାଉଜ- କାଲି ତୁମ ଭାଇ ରାତି ସାରା ମୋର…

ବନ୍ଧୁଗଣ ଜୀବନରେ ହସ ଖୁସିର ବହୁତ ଅବଶ୍ୟକତା ରହିଛି । ଯଦି ମଣିଷର ମନ ଖୁସି ଥାଏ, ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ଖୁସି ଖୁସିରେ କରିଥାଏ, ତାକୁ ନିଜ କାମରେ କୌଣସି ବାଧା ଅନୁଭବ ହୁଏ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ଖୁସି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ପତ୍ନୀ ନିଜ ପତିକୁ  କହଲା-

ପତ୍ନୀ – ରାତିରେ ତମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଓ ମୋ ମା ବାପାଙ୍କୁ ସୋଧୁ ଥିଲ ।

ପତି କହିଲା- ମିଛ କହୁଛ ତମେ, ମୁ ସେତେବେଳେ ସୋଇ ହିଁ ନଥିଲି ।

ଜୋକ୍ସ ୩

ପତ୍ନୀ ଭୟରେ ପତିକୁ ଫୋନ କରି କହିଲା…

ପତ୍ନୀ- କେଉଁଠି ଅଛ ତମେ ?

୨. ଗୋଟିଏ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା…

ଅଧିକାରୀ- ତୁମ ସ୍ଵାମୀ ମରିବା କେତେ ଦିନ ହେଲାଣି ?

ମହିଳା – ସେ ତ ଏବେ ଘରେ ଅଛନ୍ତି

ଅଧିକାରୀ – ତେବେ ଫର୍ମ କାହିଁକି ଭରୁଛ ତୁମେ ?

ମହିଳା – ସାହାବ, ସରକାରୀ କାମରେ ସମୟ ତ ଲାଗିଥାଏ ନା !

ଯେ ପର୍ଯ୍ୟନ୍ତ ଏହା ହେବ, ସେ ପର୍ଯ୍ୟନ୍ତ ମରି ଯାଇଥିବେ …!!

୩. ପତ୍ନୀ- ସୋମବାର ଦିନ ସପିଙ୍ଗ,

ମଙ୍ଗଳବାର ଦିନ ହୋଟେଲ,

ବୁଧବାର ଦିନ ବୁଲିବାକୁ,

ଶୁକ୍ରବାର ଦିନ ସିନେମା

ଓ ଶନିବାର ଦିନ ପିକ ନିକ, ଜାନୁ କେତେ ମଜା ଲାଗିବ ।

ପତି- ହଁ ଆଉ ବାକି ରହିଯାଇଥିବା ରବିବାର ଦିନ ମନ୍ଦିର ଯିବା ।

ପତ୍ନୀ- କାହିଁକି ?

ପତି- ଭିକ ମାଗିବା ପାଇଁ ।

୪. ବାପା ପୁଅ ଉପରେ ରାଗି କହିଲେ, ଗୋଟେ କାମ ଠିକ ସେ ହଉନାହିଁ ତୋ ଦ୍ଵାରା

ତତେ ପୋଦିନା ଆଣିବା ପାଇଁ କହିଥିଲି ତୁ ଧନିଆ ନେଇ ଆସିଲୁ ।

ତୋ ପରିକା ଗଧକୁ ଘରୁ ବାହାର କରିଦେବା ଉଚିତ ।

ପୁଅ- ବାପା ଚାଲ ଏକାଠି ଯିବା ।

ବାପା- କଣ ?

ପୁଅ- ମା କହୁଥିଲା, ଏଇଟା ମେଥି ବୋଲି ।

ବାପା – ଫୋନରେ କିଏ ଥିଲା ?

ସଞ୍ଜୁ- ସାଙ୍ଗ ଥିଲା ।

ବାପା- ସତରେ କହ କିଏ ଥିଲା ?

ସଞ୍ଜୁ- ସଞ୍ଜୟ ଦତ୍ତ । ସଞ୍ଜୁ କେବେ ସୁଧୁରିବ ନାହିଁ ସବୁବେଳେ ଏମତି ମାଡ ଖାଉଥିବ ।

୫. ପୁଅ- ବାପା ତମେ ଏତେ ଚିନ୍ତାରେ କାହିଁକି ଅଛ ?

ବାପା- ଯାହାର ଭାଗ୍ୟରେ ସୁଖ ନଥାଏ ପୁଅ,

ସେମାନଙ୍କ ସ୍ତ୍ରୀ ଛୁଟିରେ ମଧ୍ୟ ନିଜ ବାପଘରକୁ ବୁଲିବା ପାଇଁ ଯାଇନଥାଏ ।

୬. ଚଉଠି ରାତି ପରଦିନ ସକାଳେ ଭାଉଜ…

ଦିଅର- ଭାଉଜ ! କଣ ହେଇଛି ?

କାନ୍ଦୁଛ କାହିଁକି ?

ଭାଉଜ- କାଲି ରାତିରେ ତୁମ ଭାଇ ସହିତ ଝଗଡା ହେଇଗଲା,

ପୁଣି କଣ ଥିଲା, ଝାଡୁ ରେ ଆମେ ଦୁଇ ଜଣ

ପରସ୍ପରକୁ ବହୁତ ପିଟିଲୁ…

Leave a Reply

Your email address will not be published. Required fields are marked *