ବରକୁ ଚୂନ ଲଗେଇ କନ୍ୟା ମାରିଲା ଚମ୍ପଟ, ବିବାହ ପୂର୍ବରୁ କରିଥିଲା ଏମିତି ପ୍ଲାନିଂ କି ଶୁଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବେଳେବେଳେ ସୋ-ସି-ଆ-ଲ ମି-ଡି-ଆରେ କିଛି ଏପରି ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତ କିଛି ସମୟ ହେବ ଏକ ଘ-ଟ-ଣା-ର ଚର୍ଚା ବହୁତ ହେଉଛି ବରକୁ ଚୂନା ଲଗାଇ କନ୍ୟା ଚ-ମ୍ପ-ଟ । ଗହଣା ଟଙ୍କା ନେଇ ନବ ବିବାହିତା ଫେ-ରା-ର ଯାହା ଫଳରେ ଥାନାରେ ଏ-ତା-ଲା ଦେଲା ବର । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଉତ୍ତର ପ୍ରଦେଶ ମେନପୁରରେ ଘଟିଛି । ବି

ବାହ ଶେଷ ହେବା ପରେ ନବ ବିବାହିତା ପତ୍ନୀ ଗାଡିରେ ଶଶୁର ଘରକୁ ଯାଉଥିଲେ । ହେଲେ ରାସ୍ତାରେ ଶୋଷ ଲାଗୁଛି ବୋଲି କହି ସ୍ଵାମୀଙ୍କୁ ପାଣି ଆଣିବା ପାଇଁ ପଠାଇ ଥିଲେ । ସ୍ଵାମୀ ପାଣି ଆଣିବାକୁ ଯାଇଥିବା ବେଳେ କୌଶଳ କ୍ରମେ ସୁନା ଗହଣା ଓ ଟଙ୍କା ଧରି ଚ-ମ୍ପ-ଟ ମା-ରି-ଥି-ଲେ ନବ ବିବାହିତା ପତ୍ନୀ ।

ରାଜୁ ନାମକ ଏକ ଯୁବକଙ୍କୁ ବିବାହ କରିବା ପାଇଁ ଝିଅ ମିଳୁ ନଥିଲେ । ଏହା ବିଷୟରେ ଜାଣିବା ପରେ ଠ-କେ-ଇ ଯୋଜନା କରିଥିଲେ ସମ୍ପୃକ୍ତ ଯୁବତୀ । ଏମିତିକି ବିବାହ ପରେ ଝିଅକୁ ୮୦ ହଜାର ଟଙ୍କା ଦେବା ପାଇଁ ପୁଅ ବାଲା ଘର ରାଜି ହୋଇଥିଲେ । ସ୍ଥାନୀୟ ଏକ ମନ୍ଦିରରେ ଯୁବତୀଙ୍କୁ ଗତ ମାସ ୧୭ ତାରିଖରେ ବିବାହ କରିଥିଲେ ଯୁବକ ।

ବିବାହ ପରେ ଘରକୁ ଫେରିବା ସମୟରେ ନିଜ ଯୋଜନାରେ ସଫଳ ହୋଇଥିଲେ ଯୁବତୀ । ଟଙ୍କା ଓ ସୁନା ନେଇ ଚ-ମ୍ପ-ଟ ହୋଇଯାଇଥିଲେ ଯୁବତୀ ଏହା ପରେ ଯୁବକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *