ଫାଟିଲା ହୀରାକୁଦ ବନ୍ଧ, ଘନେଇଲା ବିପଦ, ଚିନ୍ତାରେ ଦେଢ଼ କୋଟି ଲୋକ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫାଟିଲା ହୀରାକୁଦ ବନ୍ଧ ! ବିପଦରେ ଧନ ଜୀବନ ! ସତରେ କଣ ମାଳିକା ବଚନ ସତ୍ୟ ହେବ । ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ ହୀରାକୁଦ ଜଳବନ୍ଧରେ ଦ୍ରୁଷ୍ଟିଗୋଚର ହୋଇଛି ଏକ ବଡ ଫାଟ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚା । ତେବେ ଯଦି ଏହି ହୀରାକୁଦ ବନ୍ଧର ଫାଟକୁ ଠିକ ନକରାଯାଏ । ତେବେ ଧୀରେ ଧୀରେ କରି ଏହି ଫାଟ ବଡ ହୋଇ ହୋଇଜୀବ । ତାପରେ ଯଦି ଦୁର୍ଭାଗ୍ୟବଶତଃ ହୀରାକୁଦ ବନ୍ଧଟି ଭାଙ୍ଗିଯାଏ ।

ତେବେ କଣ ହେବ ଏହାର ଖରାପ ପରିଣାମ । ତେବେ ଏହାକୁ ନେଇ ବଢିଲାଣି ରାଜ୍ୟ ସରକାରଙ୍କର ଚିନ୍ତା । କାରଣ ମାଳିକାରେ ମଧ୍ୟ ଏହା ସୁସ୍ପଷ୍ଠ ଭାବରେ ଲିପିବଦ୍ଧ ହୋଇ ରହିଛି । ଯେ ଦିନେ ନା ଦିନେ ଏହି ବିଶାଳକାୟ ହୀରାକୁଦ ଡ୍ୟାମ ନିହାତି ଭାବରେ ଭଙ୍ଗିବ । ତେବେ ଏହା କଣ ସତରେ ନିକଟବର୍ତ୍ତୀ ସମୟ ହୋଇଗଲାଣି । ଯାହାକୁ ନେଇ ହୀରାକୁଦବାସୀ ଚିନ୍ତାରେ ଅଛନ୍ତି । ତେବେ ହୀରାକୁଦ ବନ୍ଧ ଉପରେ ବିପଦ ପଡିଲେ ।

କେବଳ ଓଡିଶାବାସୀ କାହିଁକି ସାରା ଓଡିଶା ବ୍ୟାପୀ ଏହା ଚିନ୍ତାର କାରଣ ପାଲଟିଯିବ । କାରଣ ହୀରାକୁଦ ଡ୍ୟାମର ମାତ୍ର କିଛିଟି ଗେଟ୍ ଖୋଲିଦେଲେ । ଯେଉଁଠାରେ କେତେ ଗୁଡିଏ ଗ୍ରାମ ଜଳମଗ୍ନ ଅବସ୍ଥାକୁ ଚାଲିଆସୁଛି । ତେବେ ସମଗ୍ର ହୀରାକୁଦ ବନ୍ଧ ଉପରେ ଯଦି ବିପଦ ମାଡିଆସେ । ତେବେ ସମଗ୍ର ଓଡିଶା ନିଜର ଥଳକୁଳ ହରାଇବାସିବ ।  ତେବେ ସାରା ଓଡିଶାବାସୀ ଅକାତ କାତ ପାଣିରେ ଜଳାଶାୟୀ ହୋଇଯିବେ ।

ତେବେ ହୀରାକୁଦ ବନ୍ଧରେ ଫାଟ ସୃଷ୍ଟି ହୋଇଛି ବୋଲି ସରକାର ସୂଚନା ପାଇଲା ପରେ ପରେ ଏହି ପ୍ରସଙ୍ଗକୁ ଗୁରୁତ୍ଵ ଭାବରେ ନିଆଯାଇଛି । ତେବେ ଏକ ଟିମ ଏହାର ମରାମତି କରିବା ପାଇଁ ଆସି ମଧ୍ୟ ଅଭିଜ୍ଞ ନଥିବାରୁ ଫେରିଯାଇଛନ୍ତି । ତେବେ ସରକାର ଏବେ ଏକ ଅଭିଜ୍ଞ ଟିମ ମେମ୍ବରଙ୍କ ସନ୍ଧାନରେ ଅଛନ୍ତି । ଯେଉଁ ମାନେ କି ସୁରକ୍ଷିତ ଭାବରେ ହୀରାକୁଦ ଡ୍ୟାମର ମରାମତି କାର୍ଯ୍ୟ କରିପାରିବେ ।

ତେବେ ବହୁତ ଶୀଘ୍ର ହୀରାକୁଦରେ ସୃଷ୍ଟି ହୋଇଥିବା ଫାଟର ମରାମତି କରି ବହୁ ଲୋକଙ୍କର ଧନ ଜୀବନର ସୁରକ୍ଷା କରାଯିବ ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *