ଗୋପାଳର ଭାଗ୍ୟ ବଦଳିଗଲା ! ନବଙ୍କୁ ମାରି ଗୋପାଳର ହେଲା ପ୍ରମୋଶନ…ଜାଣନ୍ତୁ ପୁରା ମାମଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଦାସ ପରି ପୋଲିସ ଓଡିଶାକୁ ରହିଛି କି ଆବଶ୍ୟକତା ! ତେବେ ଗୋପାଳର ସାହସିକତାକୁ ନେଇ ସବୁଆଡେ ଚର୍ଚା ! ଜେଲ୍ ଭିତରେ ଗୋପାଳ ପୋଲିସ ବାବୁଙ୍କୁ ଦେଲା ଗୁରୁଜ୍ଞାନ । ସେଠାରେ ଉପସ୍ଥିତ ରହିଥିବା ପୋଲିସ କର୍ମଚାରୀଙ୍କୁ ଶିଖେଇଲା ବହୁତ କିଛି କଥା । ତେବେ ହଁ ବନ୍ଧୁଗଣ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ ମାରିବା ପାଇଁ ସବୁଆଡେ ଚର୍ଚା ହେଉଥିବା ବେଳେ ଜେଲ୍ ରେ ଥାଇ ଗୋପାଳ କରୁଥିବା କୀର୍ତ୍ତିକଳାପ ମଧ୍ୟ ଚର୍ଚାର ପରିସରକୁ ଆସିଆଯାଉଛି ।

ତେବେ ଗୋପାଳ ଜେଲ୍ ରେ ରହି ମଧ୍ୟ ପେପର ପଢି ଦେଶ ଦୁନିଆର ତଥ୍ୟ ଜାଣିପାରୁଛି । ଅନ୍ୟ କେତେବେଳେ ପୁରାଣ ଭଗବତ ପଢି ଆଧ୍ୟତ୍ମିକ ଜ୍ଞାନରେ ନିଜକୁ ଲୀନ କରୁଛି । ତେବେ ଏବେ ଜେଲ୍ ରେ ରହି ମଧ୍ୟ ତା; ନଜରରେ ପଡୁଥିବା ପୋଲିସ ମାନଙ୍କୁ ମଧ୍ୟ ପୋଲିସର ସାହସିକତା ବିଷୟରେ ଗୋପାଳ ବର୍ଣ୍ଣନା କରି କହୁଛି । ଯେଉଁ ମାନେ ପୋଲିସରେ ଯଏନ କରନ୍ତି । ସେମାନେ ଶପଥ ନିଅନ୍ତି । ଦରକାର ପଡିଲେ ଆମ ଜୀବନକୁ ବାଜି ପକାଇବୁ ।

ହେଲେ ଦେଶ ଜାତିର ସୁରକ୍ଷା କରିବୁ । ତେବେ ପୋଲିସ ଯଦି ଚାହିଁବ ଏହି ରାଜ୍ୟ ତଥା ଦେଶର ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଦେବ । ରାଜ୍ୟକୁ ଦୁର୍ନୀତି ମୁକ୍ତ କରିପାରିବ । ଦୋଷୀଙ୍କୁ ତାଙ୍କ ଉପଯୁକ୍ତ ଖରାପ କର୍ମର ଉପଯୁକ୍ତ ଦଣ୍ଡ ଦେଇ ରାଜ୍ୟକୁ ଦୋଷୀମୁକ୍ତ କରିବ । ହେଲେ କୁଆଡେ ଗଲା ପୋଲିସ ମାନଙ୍କର ସେ ଶପଥ ପାଠ ! ହେଲେ ଏହିସବୁ କରିବା ପାଇଁ ପୋଲିସ ମାନଙ୍କୁ ନିଜକୁ ସେପରି ଗଢିବା ଦରକାର ପଡୁଛି ।

ଯେପରି ପୋଲିସ ନିଜକୁ ନିର୍ଭୀକ ଭାବରେ ଗଢି ତୋଳିବା ଉଚିତ । ଯେପରି କୌଣସି ଲୋକ ମଧ୍ୟ ଅନ୍ୟାୟ କରିବା କଥା ଭାବିଲେ ତା’ ର ପ୍ରଥମେ ପୋଲିସ କଥା ମନେ ପଡିଯିବ । ଯେତେବଡ ପ୍ରଭାବସାଳୀ ନେତା ମନ୍ତ୍ରୀ ଭଳି ବ୍ୟକ୍ତିତ୍ବ ହେଇଥାନ୍ତୁ । ମାଫିଆ ହେଉ ଅବା ଡନ ନିଜକୁ କହିହେଇଥାଉ । ପୋଲିସଙ୍କ ଡର ଦୁର୍ନୀତି କରୁଥିବା ଲୋକଙ୍କ ମନରେ ଏମିତି ଭରି ଦେବା ଉଚିତ ।

ଯେପରି କୌଣସି ଲୋକ ଭୁଲ କାମ କରିବା ପୂର୍ବରୁ ଶହେ ଥର ଭାବିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *