ହିମାଳୟର ପାଦଦେଶରେ ଲେଖା ଯାଉଛି ଏହି ସବୁ ସରକାରୀ ବାବୁଙ୍କ ପ୍ରେମ କାହାଣୀ ! ଦେଖନ୍ତୁ ଏହି ଲିଷ୍ଟରେ କେଉଁ କେଉଁ ସରକାରୀ ବାବୁ ସାମିଲ ଅଛନ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିମାଳୟରୁ ଆରମ୍ଭ ବାବୁଙ୍କ ପ୍ରେମ କାହାଣୀ । ତେବେ ବର୍ତ୍ତମାନ ସମୟରେ ଅଫିସରଙ୍କ ସହିତ ଅଫିସରଙ୍କ ବାହାଘରକୁ ନେଇ ସବୁଆଡେ ଚର୍ଚା ହେବାରେ ଲାଗୁଛି । ତେବେ ନିକଟ ଅତୀତରେ ଜିଲ୍ଲାପାଳଙ୍କ ସହିତ ଜିଲାପାଳଙ୍କ ବାହାଘର ବହୁ ଚର୍ଚାକୁଆସିଥିଲା । ତେବେ ଚାଲନ୍ତୁ ଏହିଭଳି କିଛି ରୋଚକପୂର୍ଣ କଥା ଉପରେ ଆଲୋଚନା କରିବା । ତେବେ ମଶୁରୀରେ ଦେଖା ସାକ୍ଷାତ କରିବା ପରେ ଆରମ୍ଭ ହୋଇଛି ପ୍ରେମ କାହାଣୀ ।

ହିମାଳୟର ପାଦ ଦେଶରୁ କେତେ ପ୍ରେମ କାହାଣୀ ଲେଖା ହୋଇଯାଇଛି । ତେବେ ଜିଲାପାଳଙ୍କର ଦିତୀୟ ବାହାଘର ପରେ ଏବେ ଅନେକ ଅଫିସରଙ୍କ ବାହାଘରକୁ ନେଇ ଚର୍ଚା ଜୋରସେ ଧରିଛି । ତେବେ ପ୍ରେମ ହେଉଛି ସତ୍ୟ, ଶାଶ୍ଵତ ଓ ଚିରନ୍ତନ । ତେବେ ଏଭଳି ଅନେକ ପ୍ରେମ କାହାଣୀ ଅଛି । ଯାହା ବାହାଘରର ରୂପ ନନେଇ ଅଧୁରା ପ୍ରେମ କାହାଣୀ ହୋଇଯାଇଥାଏ । ତେବେ ଏହାର ଅପର ପକ୍ଷରେ ଏଭଳି ମଧ୍ୟ ଅନେକ ପ୍ରେମ କାହାଣୀ ରହିଛି ।

ଯାହାକି ପ୍ରଥମେ ପ୍ରେମ ଓ ତାପରେ ବାହାଘରର ରୂପ ନେଇଛି । ତେବେ 5 ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କର ଅତି ନିକଟତର ସଚିବ ପାଣ୍ଡିଆନ ଜଣେ ପ୍ରଶାସନିକ ଅଧିକାରୀ ସୁଜାତା ପାଣ୍ଡିଆନଙ୍କୁ ବିବାହ କରିଛନ୍ତି । ୧୯୯୬ ମସିହା ବ୍ୟାଚର IAS  ଅଫିସର ଅରବିନ୍ଦ ପାଢୀ ତେବେ ବର୍ତ୍ତମାନ ଓଡିଶା ସରକାରରେ କୃଷିର ମୁଖ୍ୟ ସଚିବ ରୂପେ ରହିଛନ୍ତି । ତେବେ ସେ ଓଡିଶା ସରକାରରେ ପରିବହନ ସଚିବ ଉଷା ପାଢୀଙ୍କୁ ବିବାହ କରିଛନ୍ତି ।

ତେବେ ଭୁବନେଶ୍ବରର ବର୍ତ୍ତମାନର ସାଂସଦ ତଥା ଆଗରୁ ମଧ୍ୟ ବହୁ ପଦ ପଦବୀରେ ରହିଆସିଥିବା ଅପରାଜିତା ଷଡଙ୍ଗୀ ଜଣେ IAS ସନ୍ତୋଷ ଷଡଙ୍ଗୀ ଅଫିସରଙ୍କୁ ବିବାହ କରିଛନ୍ତି । ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀ ଥିବା IAS ସୁଶୀଲ ନୁହାନି IPS ଅଫିସର ରେଖା ନୁହାନିଙ୍କୁ ବିବାହ କରିଛନ୍ତି । ତେବେ କେବଳ ଏତିକି କାହିଁକି ଏହିପରି ଅନେକ IAS, IPS ଭଳି ବଡ ବଡ ପ୍ରଶାଶନିକ ଅଧିକାରୀ ଜଣେ ଅନ୍ୟ ଜଣଙ୍କୁ ବିବାହ କରିବାର ନଜର ଆସିଛି ।

ତେବେ ଏହି ଅଫିସର ମାନଙ୍କ ବାହାଘର ବର୍ତ୍ତମାନ ସମୟରେ ବହୁ ଚର୍ଚାକୁ ଚାଲି ଆସିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ। ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଭାବରେ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *