Sura କହିଲେ ‘ତୁମ ବାପା ଚାଲିଗଲେ, ଦୀପାଳି ତୁମେ ଏବେ ଦୁଃଖରେ ରହିବା କଥା, ତୁମେ ଏଗୁଡାକ କେମିତି କହୁଛ, ତୁମେ କି ଝିଅ ହୋ, ତୁମର କଣ…’

ଫ୍ରେଣ୍ଡ୍ସ ବର୍ତ୍ତମାନ ରାଜ୍ୟରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି ନବ ଦାସ ଙ୍କ ମୃତ୍ୟୁ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ ଅଛି । ଏବେ କ୍ର-ଆ-ଇ-ମ ବ୍ରାଞ୍ଚ ଏହାର ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଏହି ମାମଲାରେ ଚୌଦ୍ବାର ଜେ-ଲ ରେ ଅଛି । କିନ୍ତୁ ଏହା ମଧ୍ୟ ନବ ଙ୍କ ଝିଅ ଦୀପାଳି ମିଡିଆ ଆଗରେ କିଛି ବୟାନ ଦେଇଛନ୍ତି । ସେ ନିଜ ବାପାଙ୍କ ମୃତ୍ୟୁ କୁ ନେଇ ରାଜନୀତି ନ କରାଯାଉ ବୋଲି କହିଛନ୍ତି ।

କିନ୍ତୁ ବିରୋଧୀ ଦଳର ନେତା ସୁର ରାଉତରାୟ ଏ ନେଇ ମୁହଁ ଖୋଲିଛନ୍ତି ଓ ସେ ଏହାକୁ ବିରୋଧ କରିଛନ୍ତି ଓ ସେ କଣ କହୁଛନ୍ତି ଚାଲନ୍ତୁ ଶୁଣିବା । ତେବେ ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାର ପରିସର ଭିତରେ ରହୁଥିବା ବିରୋଧୀ ଦଳର ନେତା ତଥା ବିଧାୟକ ସୁର ରାଉତଙ୍କ ମୁହଁ ରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ପାଇଁ କିଛି ଏପରି ଶୁଣିବାକୁ ମିଳିଛି । ତେବେ ଦୀପାଳି ଦାସଙ୍କ ପାଇଁ ସୁର ରାଉତ ନିଜସ୍ଵ କିଛି ଏପରି ମନ୍ତବ୍ୟ ଗଣ ମାଧ୍ୟମ ନିକଟରେ ଦେଇଛନ୍ତି । ଯେଉଁଠାରେ କି ବିଧାୟକ ସୁର ରାଉତ କହିଛନ୍ତି ଦୀପାଳି ଦାସ ତମେ କି ଝିଅ ।

ତମ ବାପାଙ୍କୁ ନିକଟ ଅତୀତରେ ବିଚ ରାସ୍ତା ଉପରେ ମା-ରି-ଦେଲେ । ତାହା ଉପରେ ଖୋଳତାଡ କରି ସଠିକ ତଦନ୍ତ କରାଗଲେ ସବୁ କିଛି ତଥ୍ୟ ସାମ୍ନାକୁ ଆସିପାରିବ । ପ୍ରକୃତ ଦୋଷୀ ଧରା ପଡିବ । ହେଲେ ତମେ ଦୀପାଳି କହୁଛ ଚୁପ ହୋଇ ରୁହ । ହେଲେ ତମେ ଇଆଡୁ ସିଆଡୁ କଣ ଗପୁଛ। ତମ ବାପାଙ୍କ ହଟାତ ଏପରି ଭାବରେ ପରଲୋକ ହେଇଗଲା। ତେଣୁ ତୁମେ ଦୁଃଖରେ ରୁହ କିନ୍ତୁ ଯାହା ପାରୁଛ କଣ କହିଦେଉଛ ।

ତେବେ ଏହି ପ୍ରସଙ୍ଗରେ ସୁର ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆକ୍ଷେପ କରି କହିବାକୁ ଜମାରୁ ଭୁଲି ନାହାନ୍ତି । ତେବେ ସୁର ରାଉତଙ୍କ କହିବା ଆଧାରରେ ନବ ଦାସଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ଉପରେ ବହୁତ ଭରଷା ଓ ବିଶ୍ବାସ ରହିଛି ବୋଲି କହୁଛି । ତେଣୁ ସବୁ ପ୍ରକାର ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କ ଉପରେ ଛାଡି ଦେଇ ବସିଯାଉଛି ।

ହେଲେ ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେତିକି ଭରଷା ନାହିଁ ବୋଲି ବିରୋଧୀ ଦଳର ନେତା ସୁର ରାଉତ କହିଛନ୍ତି । ତେବେ ପୂର୍ବତନ କ୍ଯାବିନେଟ ପାହ୍ୟା ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ଉପରେ କଡାକଡି ତଦନ୍ତ କରାଯାଉ ବୋଲି ବିରୋଧୀ ଦଳର ନେତା ସୁର ରାଉତ କହିଛନ୍ତି ।

Leave a Reply

Your email address will not be published. Required fields are marked *