ହାଇଟ୍ ବଢାଇବାର ପ୍ରଭାବଶାଳୀ ଉପାୟ ! କିଛି ସପ୍ତାହରେ ଉଚ୍ଚତାରେ ପରିବର୍ତ୍ତନ ଦେଖିବାକୁ ମିଳିବ…

ବନ୍ଧୁଗଣ ଅନେକ ଲୋକ ନିଜର ଛୋଟ ହାଇଟକୁ ନେଇ ଚିନ୍ତା କରିଥାନ୍ତି । ସେଥିପାଇଁ ସେମାନେ ନିଜର ହାଇଟ ବଢାଇବା ପାଇଁ ମଧ୍ୟ ବହୁତ ଉପାୟ ଚେଷ୍ଟା କରିଥାନ୍ତି । ହେଲେ ଯଦି ପରିବାରରେ ସମସ୍ତଙ୍କର ହାଇଟ ଛୋଟ ଥାଏ । ତେବେ ସେହି ଘରର ସଦସ୍ୟଙ୍କ ହାଇଟ ମଧ୍ୟ ଛୋଟ ଆସିବା ସ୍ଵାଭାବିକ କଥା ଅଟେ । କାରଣ ବ୍ୟକ୍ତିର ଜିନ୍ ଅନୁସାରେ ସେ ଡେଙ୍ଗା କି ଗେଡା ହେବ ଜଣାପଡିଥାଏ ।

ହେଲେ ଯଦି ପରିବାରର ଅନ୍ୟ ସବୁ ସଦସ୍ୟ ଅଧିକ ହାଇଟ ଥାଇ ବି ସେହି ଘରର କୌଣସି ଏକ ସଦସ୍ୟଙ୍କ ହାଇଟ କମ ରହିଥାଏ । ତେବେ ସେହି ପିଲାର ଖାଦ୍ୟରେ କିଛି ପୋଷକ ତତ୍ଵ କମ ରହିଥିବା କାରଣରୁ ତା’ ର ଉଚ୍ଚତା ବଢିବାରେ ବାଧା ସୃଷ୍ଟି ହେଉଛି । ତେବେ ହାଇଟ କମ ହେବାର ଅନେକ ଗୁଡିଏ କାରଣ ମଧ୍ୟ ରହିଛି । ହେଲେ ଆଜି ଆମେ ଆପଣଙ୍କୁ ହାଇଟକୁ ବଢାଇବାର କିଛି ଟିପ୍ସ ବିଷୟରେ କହିବାକୁ ଏଠାରେ ଯାଉଛୁ ।

ତେବେ ହାଇଟକୁ ବଢାଇବା ପାଇଁ ପିଟ୍ଯୁଟାରୀ ଗ୍ରନ୍ଥରେ ହ୍ୟୁମାନ ଗ୍ରୋ ହରମୋନର ସିକ୍ରେସନ ହୋଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିର ହାଇଟ କେତେ ବଢିବ ତାହା ଉପରେ ହିଁ ନିର୍ଭର କରିଥାଏ । ତେବେ ଏହି ହ୍ୟୁମାନ ଗ୍ରୋଥ ହରମୋନକୁ ବଢାଇବା ପାଇଁ ଯୋଗ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ତେବେ ଏପରି 3 ଟି ଯୋଗାସାନ ଅଛି ।

 

ଯାହାକୁ ପ୍ରତ୍ଯେକ ଦିନ 10 ମିନିଟ ଲେଖାଏଁ କରି ଆପଣ ବି ଚାହିଁଲେ ନିଜର ହାଇଟକୁ ବଢାଇପାରିବେ । 1- ତେବେ ପ୍ରଥମ ଯୋଗାସନଟି ହେଉଛି ତାଡାସନ । ଦିତୀୟରେ ହାଳାସନ ଓ ତୃତୀୟରେ ହେଉଛି ଭୁଜଙ୍ଗାସନ । ତେବେ ଏହି 3 ଟି ଯୋଗାସନ ମଧ୍ୟରୁ କୌଣସି ମଧ୍ୟ ଯୋଗାସନକୁ ପ୍ରତିଦିନ 10 ମିନିଟ ପର୍ଯ୍ୟନ୍ତ କରନ୍ତୁ । ତାପରେ ନିଜ ହାଇଟରେ ପରିବର୍ତ୍ତନ ଆସୁଛି ବୋଲି ନିଜେ ଆପଣ ଜାଣିପାରିବେ ।

ଏଥିସହ ଆପଣ ନିଜ ଖାଦ୍ୟରେ ଭରପୁର ପୋଷଣ ଥିବା ସୁଷମ ତଥା ସନ୍ତୁଳିତ ଖାଦ୍ୟର ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଶରୀରକୁ ଆବଶ୍ୟକ ହେଉଥିବା ସଠିକ ପୁଷ୍ଟି ମଧ୍ୟ ମିଳିପାରିବ । ଏଥିସହ ପ୍ରତ୍ଯେକ ଦିନ 2 ରୁ 3 ଲିଟର ପାଣି ମଧ୍ୟ ନିହାତି ଭାବେ ପିଅନ୍ତୁ । ତେବେ ଏହି ସବୁ ଉପାୟକୁ କିଛି ଦିନ ପର୍ଯ୍ୟନ୍ତ ଲଗାତର ଭାବେ କରି ଦେଖନ୍ତୁ । ଆପଣଙ୍କ ଉଚ୍ଚତାରେ ନିଶ୍ଚୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ।

ତେବେ ଉଚ୍ଚତାକୁ ବଢାଇବା ପାଇଁ ଯୋଗାସନ ନିହାତି ଭାବେ କରିବା ଦରକାର ପଡିଥାଏ । ତେବେ ପୋଷ୍ଟଟି କିପରି ଲାଗିଲା ? ଆମକୁ କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *