ହାର୍ଟ ଆଟାକ ଆସିବା ପରେ ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯିବ ରୋଗୀର ଜୀବନ

ବଦଳୁଥିବା ଲାଇଫଷ୍ଟାଇଲ ଓ ଖାଦ୍ୟ ପେୟରେ ନିରନ୍ତର ଚେଞ୍ଜେସ କାରଣରୁ ଆଜି ସବୁ ବ୍ୟକ୍ତି କୌଣସି ନା କୌଣସି ରୋଗରେ ଗ୍ରସ୍ତ ଅଛନ୍ତି । ଏଥିରେ ହାର୍ଟ ଆଟାକର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ହାର୍ଟଟାକ ଭଳି ଭୟଙ୍କର ରୋଗ ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ । ହାର୍ଟଟାକ ଆରମ୍ଭର ଲକ୍ଷଣ ଦେଖିବା ପରେ ତୁରନ୍ତ ଏହାର ଉପଚାର କରାଗଲେ ତେବେ ରୋଗୀର ଜୀବନ ବଞ୍ଚି ପାରିବ । ଡାଇବେଟିସ ରୋଗୀଙ୍କୁ ତ ହାର୍ଟଟାକର ଲକ୍ଷଣ ଦେଖା ଯାଇ ନ ଥାଏ, ସେମାନଙ୍କୁ ବିନା କଷ୍ଟରେ ହିଁ ସାଇଲେନ୍ଟ ହାର୍ଟଟାକ ଆସିଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଚିକିତ୍ସା କହିବୁ ଯେଉଁଥିରେ ହାର୍ଟଟାକ ଆସିବା ପରେ ରୋଗୀକୁ ବଞ୍ଚାଇ ହେବ । ତେବେ ଆସନ୍ତୁ ଜାଣିବା ହାର୍ଟଟାକ ଆସିବା ପରେ ତୁରନ୍ତ କେଉଁ ଉପାୟ କରିବା ଦ୍ଵାରା ରୋଗୀ ବଞ୍ଚି ପାରିବ ।

ହାର୍ଟଟାକର ଲକ୍ଷଣ –

  • ଛାତିରେ ଅଳ୍ପ କଷ୍ଟ
  • ନିଶ୍ଵାସ ନେବାରେ ଅସୁବିଧା
  • ଫ୍ଲୁ ର ସମସ୍ୟା
  • ଲୋ କିମ୍ବା ହାଇ ବ୍ଲଡ ପ୍ରେସର
  • ଅଧିକ ଝାଳ ବାହାରିବା
  • କମଜୋରି ଅନୁଭବ ହେବା
  • ଚିନ୍ତା ଓ ଡରିବା
  • ଆରମ୍ଭରୁ ବାନ୍ତି ଆସିବା
  • କାନ୍ଧ, ବେକ ଓ ପିଠି ବିନ୍ଧା
  • ମୁଣ୍ଡ ବୁଲାଇବା
  • ଅଶାନ୍ତ ମନ ଓ ବ୍ୟାକୁଳତା

ହାର୍ଟଟାକର କାରଣ –

  • ଡାଇବେଟିସ
  • ମୋଟାପା
  • ହାଈ କୋଲେଷ୍ଟ୍ରୋଲ
  • ହାଈ ବ୍ଲଡ ପ୍ରେସର
  • ଜେନେଟିକ ପ୍ରୋବ୍ଲେମ
  • ଅଧିକ ଚିନ୍ତାରେ ରହିବା
  • କୌଣସି ଜିନିଷର ଡର କିମ୍ବା ଆଘାତ ଲାଗିବା
  • ଅଚାନକ ହୃଦୟର ସ୍ପନ୍ଦନ ବଢିଯିବା
  • ଧମନୀରେ ରକ୍ତ ଜମିବା

ହାର୍ଟଟାକରୁ ବଞ୍ଚିବାର ଘରୋଇ ଉପାୟ, କରନ୍ତୁ ଏହି ଚିକିତ୍ସା

ନାଲି ଲଙ୍କାରେ ଥିବା କ୍ୟାଲସିୟମ, ଜିଙ୍କ, ସେଲେନିୟମ, ମ୍ୟାଗ୍ନେସିୟମ, ଭିଟାମିନ C ଓ A ହାର୍ଟଟାକ ଆସିବା ପରେ ଆପଣଙ୍କୁ ବଞ୍ଚାଇ ପାରିବ । ହାର୍ଟଟାକ ଆସିବା ପରେ ରୋଗୀକୁ ତୁରନ୍ତ ୧ କପ ପାଣିରେ ୧ ଚାମଚ ନାଲି ଲଙ୍କା ରସ ମିଶାଇ ସେବନ କରିବାକୁ ଦିଅନ୍ତୁ । ଯଦି ରୋଗୀ ବେହୋସ ହୋଇ ଯାଇଛି ତ କୌଣସି ପ୍ରକାରରେ ତାକୁ ନାଲି ଲଙ୍କା ଚାଟିବାକୁ ଦିଅନ୍ତୁ । ଏହା ଦ୍ଵାରା ସେ ହୋସରେ ଆସିଯିବ ଓ ଏହା ପରେ ତାକୁ ନାଲି ଲଙ୍କାର ଜୁସ ପିଇବାକୁ ଦିଅନ୍ତୁ । ଏହା ଦ୍ଵାରା ରୋଗୀର ଜୀବନ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *