ହଠାତ ପହଞ୍ଚିଗଲା ପୋଲିସ ତ ଧାଇଁବାକୁ ଲାଗିଲେ ଯୁବତୀ, ରାତି ଅଧରେ ଚାଲିଲା ଗୋଡ ଗୋଡି ଆଉ ତାପରେ ଯାହା ହେଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଗେ ଆଗେ ଯୁବତୀ ପଛରେ ପୋଲିସ ଗାଡି ତାଙ୍କୁ ପିଛା କରି ଧାଉଞ୍ଛି । ରାତି ଅଧରେ ମହିଳା ଜଣଙ୍କୁ ଏକୁଟିଆ ଦେଖିକି ପୋଲିସ ବାବୁ ପଚାରିଲେ । ତୁମେ କିଏ ଓ କେଉଁଠାକୁ ଯାଉଛ । ତେବେ ଏହାର କିଛି ମଧ୍ୟ ଉତ୍ତର ନଦେଇ ଆଗକୁ ଆଗକୁ ଯୁବତୀ ଜଣଙ୍କ ଚାଲିବାକୁ ଆରମ୍ଭ କରିଲେ । ତେବେ କିଏ ସେ ଯୁବତୀ ଯାହାଙ୍କୁ ଦେଖି ପୋଲିସ ଗାଡି ତାଙ୍କ ପଛରେ ପଡିଯାଇଥିଲା ।

ବରଗଡ ଛକରୁ କଳ୍ପନା ସିନେମା ହଲ ରାସ୍ତାରେ ଜଣେ ଯୁବତୀ ଚାଲି ଚାଲି ଯାଉଥିଲେ । ଯୁବତୀ ଚାଲିବା ଢଙ୍ଗ ଦେଖି ସ୍ପଷ୍ଠ ଜଣାପଡିଯାଉଥିଲା । ଏହା କି ଯେ ଯୁବତୀ ଜଣଙ୍କ ନି-ଶଆରେ ଚୁର ହୋଇଯାଇଛନ୍ତି । ତେବେ ସୂଚନା ମୁତାବକ ଜଣେ ସାଙ୍ଗର ଜନ୍ମଦିନ ଥିବା ହେତୁ ପାର୍ଟି କରିବା ପାଇଁ ଯାଇଥିଲେ । ତାପରେ ପାର୍ଟିରେ ନାଚ ଗୀତ ସାଙ୍ଗକୁ ଖାଇବା, ପିଇବାର ମଧ୍ୟ ଆୟୋଜନ ହୋଇଥିଲା । ତାପରେ ସେଠାରେ ପାର୍ଟି ସାରି ଫେରୁ ଫେରୁ ରାତି ଟିକେ ବିଳମ୍ବ ହୋଇଯାଇଥିଲା ।

ତେବେ ସେହିପରି ନି-ଶଆମତ ହୋଇ ଯୁବତୀ ଜଣଙ୍କ ଏକେଲା ଏକେଲା ରାସ୍ତାରେ ଯାଉଥିଲେ । ତେବେ ସେହି ରାସ୍ତା ପୋଲିସ ଗାଡି ପେଟ୍ରୋଲିଂ କରୁଥିଲା । ତେବେ ସେହି ଗାଡିରେ ଥିବା ପୋଲିସଙ୍କର ନଜର ରାସ୍ତାରେ ଏକେଲା ଚାଲି ଯାଉଥିବା ଯୁବତୀ ଜଣଙ୍କ ଉପରେ ପଡିଥିଲା । ତାପରେ ପୋଲିସ ଗାଡି ଯୁବତୀ ପାଖରେ ଅଟକି ଯାଇ ଯୁବତୀ ଜଣଙ୍କୁ କିଛି ପଚରାଉଚରା କରିବା ପାଇଁ ଚେଷ୍ଟା କରିଥିଲେ ।

ତାପରେ ଯୁବତୀ ଜଣଙ୍କ ପୋଲିସଙ୍କର କୌଣସି ପ୍ରଶ୍ନର ମଧ୍ୟ ଉତ୍ତର ନଦେଇ ସିଧା ସିଧା ଆଗକୁ ବଢିବାରେ ଲାଗିଲା । ତାପରେ ଯେତେବେଳେ ପୋଲିସ ଭ୍ୟାନ ପାଖକୁ ଆସୁଥାଏ । ସେତେବେଳେ ଯୁବତୀ ଜଣଙ୍କ ଭୟଭୀତ ହୋଇ କିଛି ବାଟ ଦୌଡିବାକୁ ମଧ୍ୟ ଚେଷ୍ଟା କରୁଥିଲେ । ହେଲେ ରାତିରେ ଏକୁଟିଆ ଯୁବତୀଙ୍କର କିଛି ଅସୁବିଧା ହେବାର ଆଶଙ୍କା ନେଇ ତାଙ୍କର ସୁରକ୍ଷା ପାଇଁ ପୋଲିସ ଭ୍ୟାନ ଯୁବତୀଙ୍କୁ ପିଛା କରିବାକୁ ଲାଗିଲା ।

ତାପରେ ସେହି ଯୁବତୀ ଜଣଙ୍କୁ ପିଛା କରି କରି ଯୁବତୀଙ୍କୁ ଧରି ପୋଲିସ  ଥାନାରେ ପହଞ୍ଚିଥିଲା । ତାପରେ ସେଠାରେ ସବୁ କଥା ଠିକ ଭାବରେ ଯୁବତୀଙ୍କ ଠାରୁ ପଚରା ଉଚରା ପୋଲିସ କରିଥିଲା । ତାପରେ ଯୁବତୀଙ୍କୁ ନେଇ ତାଙ୍କ ଘରେ ଛାଡି ଦେଇଆସିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *