‘ଅନୁଭବ ଅରିନ୍ଦମ ଆମେ ଏକା ସାଥେ ଆସିବୁ ଗୋଟିଏ ବଡ ଫିଲ୍ମ ହେବ ଆଉ ସମସ୍ତେ…’: ଅଭିନେତା ବୁଦ୍ଧାଦିତ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନୁଭବ, ଅରିନ୍ଦମ ଓ ମୁଁ ଏକା ସାଥେ ଥିବୁ ଗୋଟେ ବଡ ଫିଲ୍ମଟି ହେଉ । ହଁ ବନ୍ଧୁଗଣ ଏପରି କିଛି ରୋଚକପୂର୍ଣ୍ଣ କଥା ଅଭିନେତା ବୁଦ୍ଧାଦିତ୍ୟଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଅଭିନେତା ବୁଦ୍ଧାଦିତ୍ୟଙ୍କର କହିବା ଅନୁଯାଇ ଯେପରି ହଲିଉଡ କୁହନ୍ତୁ ବା ବଲିଉଡ ସେଠି ୨ କିମ୍ବା ୩ ବଡ ବଡ ଆକ୍ଟରକୁ ନେଇ ବଡ ବଡ ଫିଲ୍ମ କରାଯାଉଛି । ସେହିପରି ଓଡିଆ ସିନେମା ଜଗତରେ ମଧ୍ୟ ସେଭଳି ବଡ ବଡ ଫିଲ୍ମ ହେବା ନିହାତି ଦରକାର ।

କାରଣ ଗୋଟିଏ ଫିଲ୍ମରେ ୧ ରୁ ଅଧିକ ହିରୋ ରହିବେ । ତାହା ସହିତ ପୁଣି ସେହି ଅନୁସାରେ ହିରୋଙ୍କର ହିରୋଇନ ମଧ୍ୟ ରହିବେ । ତେବେ ସେହି ଆଧାରିତ ବହୁତ ଭଲ ଗୋଟିଏ କାହାଣୀ ମଧ୍ୟ ରହିବ । ତେବେ ଫିଲ୍ମ ଗୋଟିଏ ଆଖିଦୃଶିଆ ହୋଇଲେ । ଜନତା ଜନର୍ଦ୍ଧନଙ୍କର ନିହାତି ଭାବରେ ଆମକୁ ଭଲ ପାଇବା ମିଳିବ । ଓଡିଆ ସିନେମା ଜଗତ ସେତେ ଉନ୍ନତି କରିବ । ଏହା ଛଡା ଅଭିନେତା ବୁଦ୍ଧାଦିତ୍ୟ ନିଜର କିଛି ଫିଲ୍ମ ସମ୍ପର୍କିତ ସ୍ମୃତି ମଧ୍ୟ ଶେୟାର କରିଥିଲେ ।

ତେବେ ତାଙ୍କ କହିବା ଅନୁସାରେ ଜଗା ହାତରେ ପଘା ସିନେମା ସେ ଅନୁଭବଙ୍କ ସହିତ ମିଶିକି କରିବାର ସୁଯୋଗ ପାଇଥିଲେ । ତେବେ ସେହି ଫିଲ୍ମ ଶୁଟିଙ୍ଗ କରିବା ସମୟ ଅବଧି ମଧ୍ୟରେ ଯେଉଁ ସବୁ ମଜା ମସ୍ତି ହୋଇଥିଲା । ତାହା ବହୁତ ଭଲ ଏକ ଅଭୂଲା ସ୍ମୃତି ହୋଇ ରହିଯାଇଛି । ଏହା ସହିତ ସେହି ଫିଲ୍ମକୁ ମଧ୍ୟ ଲୋକଙ୍କର ପ୍ରଶଂସା ମିଳିପାରିଥିଲା । ତେବେ ବୁଦ୍ଧାଦିତ୍ୟ ଏପରି କିଛି ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କହିଥିଲେ ।

ତାଙ୍କ କହିବା ମୁତାବକ ଓଡିଆ ସିନେ ଜଗତ ସେତେ ସେତେ ପ୍ରସିଦ୍ଧି ଲାଭ କରିପାରିବ । ଯେତେ ପରିମାଣରେ ଓଡିଆ ଦର୍ଶକ ଫିଲ୍ମକୁ ଦେଖିବେ । ସେତେ ପରିମାଣରେ ଭଲ ପାଇବା ଦେବା ସହ ଓଡିଆ ଫିଲ୍ମକୁ ପ୍ରୋତ୍ସାହନ କରିବେ । ତେବେ ବୁଦ୍ଧାଦିତ୍ୟଙ୍କର ନିକଟ ଭବିଷ୍ୟତରେ ଏକ ଫିଲ୍ମ ମଧ୍ୟ ରିଲିଜ ହେବା ପାଇଁ ଯାଉଛି । ତେବେ ବୁଦ୍ଧାଦିତ୍ୟ, ଅନୁଭବ ଓ ଅରିନ୍ଦମ ମିଶିକି ଗୋଟିଏ ଫିଲ୍ମରେ କାମ କରିବାର ସୁଯୋଗ ମିଳୁ ବୋଲି ବୁଦ୍ଧାଦିତ୍ୟଙ୍କର ନିଜସ୍ୱ ମତ ରହୁଛି ।

ତେବେ ସେ ସବୁ ଅଭିନେତାଙ୍କ ସହିତ ଭାଇଚାରା ବନ୍ଧୁତ୍ଵ ରକ୍ଷା କରି ଆଗାମୀ ସମୟରେ କାର୍ଯ୍ୟ କରିବାକୁ ଲକ୍ଷ ରଖିଛନ୍ତି । ତେବେ ଆଶା ରହୁଛି ୩ ହିରୋଙ୍କୁ ବହୁତ ଶୀଘ୍ର ଭଲ କାହାଣୀ ବିଶିଷ୍ଠ ଆଧାରରେ ବଡ ପରଦାରେ ଦେଖିବାର ସୁଯୋଗ ମିଳିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *