ନମସ୍କାର ବନ୍ଧୁଗଣ , ସୂଚନା ଅନୁସାରେ ଚାଲିଥିବା ଶେଷ ଯାତ୍ରା , କୋକେଇ ରୁ ଉଠିଛି ଶବ । ଆପଣମାନେ ଏହି ଦୃଶ୍ୟ କୁ ଦେଖି ହେଇଯିବେ କାବା କାରଣ ଜଣେ ମୃତ ବ୍ୟକ୍ତି ଉଠି ଛିଡା ହେବା ଦେଖିଥିବା ଲୋକମାନେ କୋକେଇ କୁ ଛାଡି ଦଉଡି ପଳେଇଲେ । ହଁ ବନ୍ଧୁଗଣ ଏହା ସତ୍ୟ ଘଟଣା ଏହା ଘଟିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳ । କୋକେଇ ରେ ବୋହି ବୋହି ଶ୍ମଶାଣି ପାଖ କି ନେଇଯାଇଥିବା ଶବ ଉଠି ବସିଛି । ସେଠାକାର ଲୋକମାନେ ଏହା କୁ ଦେଖି ଆଶ୍ଚର୍ଯ୍ୟ ।
ଶବ ଟି କଣ ସତରେ ମରିଯାଇଥିଲା । ଆପଣମାନଙ୍କ ଭିତରେ ରେ ବି ଉଠୁଥିବା ପ୍ରଶ୍ନ୍ । ମାତ୍ର ଏହି ଘଟଣା ର ଆଉ ଗୋଟାଏ ଅଦେଖା ଓ ଅଶୁଣା ସତ୍ୟ ରହିଛି । ଯାହା ସମ୍ବନ୍ଧରେ ଆପଣମାନେ ଜାଣିନଥିବେ । ଶବ ଟି ମୃତ ଶରୀରର ପାଲଟି ଯାଇଥିଲା ଓ ଗା ‘ ସାରା ବୁଲେଇଲା ପରେ ସ୍ମସାନ ଘାଟି ରେ କେମିତି ଉଠିଲା । ପୁରୀ ଜିଲ୍ଲା ପିପିଲି ଗାଁ ମେଳଣର ନିଆରା ପରମ୍ପରା ହଳଦୀପାଣି ଯାତ୍ରା ରେ ଜୀବିତ ମଣିଷ ହୋଇଥାଏ ଶବ ।
ଅନେକ ବର୍ଷ ରୁ ଚାଲି ଆସୁଛି ଏହି ପରମ୍ପରା କେତେକ ଅଞ୍ଚଳ ରେ ଏହି ପରମ୍ପରା କୁ ଏବେ ବି ପାଳନ କରୁଛନ୍ତି । ଏହାକୁ ନିଆରା ପରମ୍ପରା କହିଥାଉ । ଏହାର ବିଧି ଅନୁସାରେ ଜୀବିତ ମଣିଷ କୁ ଶବ ଭାବରେ ଗାଁ ସାରା ପରିକ୍ରମଣ କରାଯାଏ । ଶବ ଟି ଯେବେ ଗାଁ ତୁଠ ରେ ପହଞ୍ଚିଥାଏ ତେବେ ନକଲି ଶବ କୁ ଦାହ କରାଯାଇଥାଏ ।
ଏହି ସ୍ଥାନ ରେ ବି ଘଟିଛି ଠିକ ସେହି ପ୍ରକାରର ଘଟଣା ପିପିଲି ଗାଁ ର ସଦସ୍ୟ ପୁନଃ ଚନ୍ଦ୍ର ଦାସକୁ ଶବ ରୂପରେ ଛଅ ଫୁଟ କାଠ ରେ ରଖି ଗାଁ ମେଳଣରେ ବୁଲାଇ ଥିଲେ ଓ ଘାଟ କୁ ପହଞ୍ଚିବା ପରେ ଶବ ଟି ଉଠି ଛିଡା ହୋଇଥିଲା । ତା ପରେ ଶବ ଲୋକକୁ ପାଖ ରେ ଛିଡା କରି ନକଲି ଶବ କୁ କରିଥିଲେ ଦାହ ।
ଶବ ଲୋକ ଟି ନିଜ ବ୍ୟକ୍ତବ ରେ କହିଥିଲା ଯେ ଏହା ହେଉଛି ତାଙ୍କ ଗାଁ ର ପରମ୍ପରା ଯାହାକୁ ସେମାନେ ଅନେକ ବର୍ଷ ରୁ ପାଳନ କରି ଆସୁଛନ୍ତି । ମେଳଣ ର ଦୁଇ ପରେ ଏହି ବିଧି ଟା ଆୟୋଜିତ ହୋଇଥାଏ । ଏହା ହେଉଛି ଘଟଣା ପଛରେ ଥିବା ସତ୍ୟତା । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।