ଚାଲିଥିଲା ଶେଷଯାତ୍ରା, ହଠାତ କୋକେଇରୁ ଉଠି ପଡିଲା ଶବ ! ଦୃଶ୍ୟ ଦେଖିଲେ ଆପଣ ବି ଛାନିଆ ହେଇଯିବେ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ ,  ସୂଚନା ଅନୁସାରେ   ଚାଲିଥିବା ଶେଷ ଯାତ୍ରା , କୋକେଇ ରୁ ଉଠିଛି ଶବ ।  ଆପଣମାନେ ଏହି ଦୃଶ୍ୟ କୁ ଦେଖି ହେଇଯିବେ କାବା କାରଣ ଜଣେ ମୃତ ବ୍ୟକ୍ତି ଉଠି ଛିଡା ହେବା ଦେଖିଥିବା ଲୋକମାନେ କୋକେଇ କୁ ଛାଡି ଦଉଡି ପଳେଇଲେ । ହଁ ବନ୍ଧୁଗଣ ଏହା ସତ୍ୟ ଘଟଣା ଏହା ଘଟିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳ । କୋକେଇ ରେ ବୋହି ବୋହି ଶ୍ମଶାଣି ପାଖ କି ନେଇଯାଇଥିବା ଶବ ଉଠି ବସିଛି । ସେଠାକାର ଲୋକମାନେ ଏହା କୁ ଦେଖି ଆଶ୍ଚର୍ଯ୍ୟ ।

ଶବ ଟି କଣ ସତରେ ମରିଯାଇଥିଲା । ଆପଣମାନଙ୍କ ଭିତରେ ରେ ବି ଉଠୁଥିବା ପ୍ରଶ୍ନ୍ । ମାତ୍ର  ଏହି ଘଟଣା ର ଆଉ ଗୋଟାଏ ଅଦେଖା ଓ ଅଶୁଣା ସତ୍ୟ ରହିଛି । ଯାହା ସମ୍ବନ୍ଧରେ ଆପଣମାନେ ଜାଣିନଥିବେ । ଶବ ଟି ମୃତ ଶରୀରର ପାଲଟି ଯାଇଥିଲା ଓ ଗା ‘ ସାରା ବୁଲେଇଲା ପରେ ସ୍ମସାନ ଘାଟି ରେ କେମିତି ଉଠିଲା । ପୁରୀ ଜିଲ୍ଲା ପିପିଲି ଗାଁ ମେଳଣର ନିଆରା ପରମ୍ପରା ହଳଦୀପାଣି ଯାତ୍ରା ରେ ଜୀବିତ ମଣିଷ ହୋଇଥାଏ ଶବ ।

ଅନେକ ବର୍ଷ ରୁ ଚାଲି ଆସୁଛି ଏହି ପରମ୍ପରା କେତେକ ଅଞ୍ଚଳ ରେ ଏହି ପରମ୍ପରା କୁ ଏବେ ବି ପାଳନ କରୁଛନ୍ତି । ଏହାକୁ ନିଆରା ପରମ୍ପରା କହିଥାଉ । ଏହାର ବିଧି ଅନୁସାରେ ଜୀବିତ ମଣିଷ କୁ ଶବ ଭାବରେ ଗାଁ ସାରା ପରିକ୍ରମଣ କରାଯାଏ । ଶବ ଟି ଯେବେ ଗାଁ ତୁଠ ରେ ପହଞ୍ଚିଥାଏ ତେବେ ନକଲି ଶବ କୁ ଦାହ କରାଯାଇଥାଏ ।

ଏହି ସ୍ଥାନ ରେ ବି ଘଟିଛି ଠିକ ସେହି ପ୍ରକାରର ଘଟଣା ପିପିଲି ଗାଁ ର ସଦସ୍ୟ  ପୁନଃ ଚନ୍ଦ୍ର ଦାସକୁ ଶବ ରୂପରେ ଛଅ ଫୁଟ କାଠ ରେ ରଖି ଗାଁ ମେଳଣରେ ବୁଲାଇ ଥିଲେ ଓ ଘାଟ କୁ ପହଞ୍ଚିବା ପରେ ଶବ ଟି ଉଠି ଛିଡା ହୋଇଥିଲା । ତା ପରେ ଶବ ଲୋକକୁ ପାଖ ରେ ଛିଡା କରି ନକଲି ଶବ କୁ କରିଥିଲେ ଦାହ ।

ଶବ ଲୋକ ଟି ନିଜ ବ୍ୟକ୍ତବ ରେ କହିଥିଲା ଯେ ଏହା ହେଉଛି ତାଙ୍କ ଗାଁ ର ପରମ୍ପରା ଯାହାକୁ ସେମାନେ ଅନେକ ବର୍ଷ ରୁ ପାଳନ  କରି ଆସୁଛନ୍ତି  । ମେଳଣ ର ଦୁଇ ପରେ ଏହି ବିଧି ଟା ଆୟୋଜିତ ହୋଇଥାଏ । ଏହା ହେଉଛି ଘଟଣା ପଛରେ ଥିବା ସତ୍ୟତା । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *