ପାଖରେ 2 ହଜାର ଟଙ୍କିଆ ନୋଟ୍ ଥିଲେ କ’ଣ କରିବେ ? କେଉଁଠି ଓ କିପରି ବଦଳାଇବେ ନୋଟ୍ ? ଜାଣନ୍ତୁ RBI ନିୟମ

ନମସ୍କାର ବନ୍ଧୁଗଣ । ୨ ହାଜର ଟଙ୍କିଆ ନୋଟ୍ ଅଚଳ ହେବା ସୂଚନା ଲୋକମାନଙ୍କ ମଧ୍ୟରେ ସଞ୍ଚଳ ସୃଷ୍ଟି କରିଛି । RBI ର ନିଷ୍ପତି ଅନୁଯାୟୀ ସ୍ଥାନୀୟ ବ୍ୟାଙ୍କ ୨ ହାଜର ନୋଟ୍ ଦେବାକୁ ସିଧା ମନା କରିଛି RBI। ୨ ହାଜର ନୋଟ ୨୦୧୬ ରେ ଆରମ୍ଭ ହୋଇଥିବା ବେଳେ ୨୦୨୩ ରେ ଏହାକୁ ବନ୍ଦ କରିବା ନିର୍ଦେଶ ଜାରି କରିଛି । ହଠାତ ଏପରି ସମାଚାର ଶୁଣିଥିବା ଲୋକେ ୨ ହାଜର ଟଙ୍କିଆ ନୋଟ୍ କୁ ବଦଳାଇନାକୁ ନେଇ ଚିନ୍ତା ପ୍ରକାଶ କରୁଛି ।

RBI ନିର୍ଦେଶ ଅନୁସାରେ ମଇ ୨୩ ଡିସେମ୍ବର  ୩୦ ସୁଦ୍ଧା ୨ ହାଜର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ନିର୍ଦେଶ ଦେଇଛି । ତେବେ ଏବେ ପ୍ରଶ୍ନ ଉଠୁଛି କି ଯେଉଁ ଲୋକମାନଙ୍କ  ବ୍ୟାଙ୍କରେ ଖାତା ନାହିଁ ? ସେମାନେ କିପରି ୨ ହଜାର ଟଙ୍କିଆ ନୋଟ୍ କୁ ପରିବର୍ତ୍ତନ କରିବେ । ଭାରତ ରେ ଥିବା ଜନସାଧାରଣ ପ୍ରାୟତ ସମସ୍ତଙ୍କର ବ୍ୟାଙ୍କରେ ଖାତା ଖୋଲି ନ ଥାନ୍ତି । ଏପରି ପରିସ୍ଥିତିରେ ଜଣସାଧାରଣ କ ‘ ଣ କରିବେ ।

ତେବେ ଏହା ପାଇଁ RBI ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାର ଲିମିଟ୍ ଘୋଷଣା କରିଛି । ଯେଉଁମାନଙ୍କ ପାଖରେ ୨ ହଜାର ଟଙ୍କିଆ ନୋତ୍ ଅଛି ସେମାନେ ମଇ ୨୩ ତାରିଖରୁ ନେଇ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଯେକୋଣସି ବ୍ୟାଙ୍କରେ ଥରକେ  ୨୦ ହାଜର ଟଙ୍କିଆ ପରିବର୍ତ୍ତନ କରିପାରିବେ । ଏପରିକି ଗ୍ରାହକକୁ ୨ ହଜାର ଟଙ୍କା ନୋଟ୍ ନ ଦେବାକୁ RBI କଢାକଢି ମନା କରିଦେଇଛି ।

୨୦୧୬ ରେ ପ୍ରଚଳନ ହେଇଥିବା ଏହି ନୋଟ୍ ୨୦୧୮ ରେ ଛପା କରିବା ବନ୍ଦ କରଦେଇଥିଲେ ଏବଂ ଏବେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ RBI ର ନିଷ୍ପତି କୁ ଛୋଟ ନୋଟ ବନ୍ଦୀ କୁହାଯାଉଛି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ବଜାର ୬ . ୭୩ ଲକ୍ଷ କୋଟି ଟଙ୍କା ର ୨ ହାଜର ଟଙ୍କା ଉପଲବଧି ଥିବା ବେଳେ ୨୦୨୩ ସୁଦ୍ଧା ତାହାର ହ୍ରାସ ହୋଇଥିଲା । ଏଣୁ RBI ବ୍ୟାଙ୍କକୁ ୨ ହାଜର ଟଙ୍କା ଗ୍ରହଣ କରିବା ଓ ନ ଦେବାର ନିର୍ଦେଶ ଜାରି କରିଛି ।

ସାଧାରଣ ଲୋକମାଙ୍କୁ ୨ ହାଜର ଟଙ୍କିଆ ନୋଟ୍ ପରିବର୍ତ୍ତନ କରିବାରେ ଆସିଥିବା ହେବ ନାହିଁ ବୋଲି କହିଛି । ଏହି ଖବର ବିଷୟରେ ଅଧିକ ଜାଣିବାକୁ ଆମ ପେଜ୍ କୁ ଲାଇକ , କମେଣ୍ଟ କରି ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *