ବାପା ସହ ଦୁଇ ଝିଅଙ୍କୁ ଅଧ କିଲୋମିଟର ଯାଏଁ ଘୋଷାଡ଼ି ନେଲା ବସ୍, ଆଖି ବୁଜି ଦେଲେ ଅଧା ପରିବାର, ପୁରା ଘଟଣା ଛାତି ଦୋହଲାଇ ଦେବ !

ଦ୍ରୁତ ଗତି ମହା ବିପତି । ଦ୍ରୁତ ବେଗରେ ଗାଡି ଚଲାକୁ ରୋକିବାକୁ ପଡିବ ନଚେତ୍ ଏଭଳି ସାଂଘାତିକ ଘଟଣା ଘଟିଚାଲିବ । ସକାଳ ପ୍ରାୟ ଆଠତ ବାଜିଛି ବଲାଙ୍ଗୀର ପୁଇପାଳା ଦେଇ ଅତିକ୍ରମ କରିଥିଲେ ବ୍ରାହ୍ମଣପାଳି ଗାଁ ର ବୀଣାପାଣି ତାଙ୍କ ଦୁଇ ଝିଅ ଶିଖା ଏବଂ ରେଖାକୁ ଧରି ଆଧାର କାର୍ଡ ଅପଡେଟ ବ୍ଲକ ଅଫିସକୁ ବାହାରିପଡିଥିଲେ । ମାତ୍ର ଆଧାର କାର୍ଡ ଅପଡେଟ ରହିଯାଇଥିଲା ମଝିରେ ହେଇପାରିଲା ନାହିଁ କାମ ।

ବୀଣାପାଣି ବ୍ରାହ୍ମଣପାଲି ଗ୍ରାମରେ ଚାରିଜଣ ଝିଅକୁ ନେଇ ରହୁଥିଲେ । ଦିନେ ସକାଳ ସମୟରେ 17 ବର୍ଷୀୟ ଶିଖା ଓ 14 ବର୍ଷୀୟ ରେଖା ଦୁଇ ମଝିଆ ଝିଅଙ୍କୁ ସାଙ୍ଗ ନେଇ ବୋଲାଙ୍ଗୀର ପୁଇପାଳା ରାସ୍ତା ଦେଇ ଯାଉଥିବା ବେଳେ ହଠାତ ପଛରୁ ଦ୍ରୁତ ବେଗରେ ଆସୁଥିବା ବସ୍ ଟି ଗାଡିକୁ ଧକା ଦେଇଥିବା ଯୋଗୁ ବାପା ଓ ଶିଖା ଗାଡିରୁ ଛିଟିକି ପଡିଲେ ସମସ୍ତେ  ।

ବାପା ଓ ଶିଖା ଘଟଣା ସ୍ଥଳ ପଡିଥିବା ବେଳେ ସାନ ଝିଅ ରେଖାକୁ ଘୋଷାଡ଼ି ନେଇଥିଲା ବସ୍ ପାଖାପାଖି ଅଧ କିଲୋମିଟର ଘୋଷାଡ଼ି ନେଲା ବସ୍ ।  ଏତେ ଦୂର ଘୋଷାଡ଼ିବା ପରେ ରେଖା ଘଟଣା ସ୍ଥାନରେ ଆଖି ବୁଜିଥିଲା । ଗୁରୁତ  ଆହତ ହୋଇଥିବା ବାପା ବୀଣାପାଣି ଓ ଝିଅ ଶିଖାକୁ ନିକଟରେ ଥିବା ଡାକ୍ତର ଖାନାଲ୍କୁ ଚିକିତ୍ସା ଲାଗି ନିଆଯାଇଥିବା ବେଳେ ଡାକ୍ତର ଖାନା ପହଞ୍ଚିଲା ପରେ ସେଠାରେ ଆଖି ବନ୍ଦ କରିଥିଲେ ବାପା ଓ ଝିଅ ।

ବାପା ବୀଣାପାଣି ହିଁ ପରିବାରକୁ ଚଲାଉ ଥିଲେ କିନ୍ତୁ ଆଜି ସେ ପରିବାର ହୋଇଯାଇଥିଲା ଅନାଥ । ଆଧାର କାର୍ଡ ରହିଗଲା ଅଧା ଖବରକୁ ଶୁଣିଥିବା ସମ୍ପକୀୟଙ୍କ ଆଖିର ଲୁହ ହଉନା ହିଁ ବନ୍ଦ । ଦୁର୍ଘଟଣା ଘଟାଇଥିବା ବସ୍ କୁ ଅଟକାଇ ରଖିଥିଲେ ସ୍ଥାନୀୟ  ଲୋକମାନେ ଜଳାପୋଡା କରିବା ସହ କ୍ଷତି ପୂରଣର ଦାବି କରିଥିଲେ ଉତ୍ତପ୍ତ ଲୋକମାନେ ପୋଲିସ ଘଟଣା ସ୍ଥଳକୁ ଆସି ଡ୍ରାଇଭରଜୁ ଗିରଫ କରି ଘଟଣା ତଦାରଖ କରିଥିଲା ।

ପରିବାରର ଅଭାବକୁ ପୂରଣ କରିବେ ବୋଲି କହୁଛନ୍ତି ବଲାଙ୍ଗୀର ପୋଲିସ । ବାପା ଏବଂ ଝିଅ ଭାବିନଥିଲେ କି ଏମିତି କିଛି ଘଟିବ । ଡ୍ରାଇଭରମାନେ ଆଖି ବୁଜି ଗାଡି ଚଳାଇବା ଲୋକମାନଙ୍କ ଆଖିକୁ ସବୁ ଦିନ ପାଇଁ ବନ୍ଦ କରିଦେଉଛି । ଡ୍ରାଇଭରଙ୍କ ଗାଡି ଚଳନ ଉପରେ କଢା ଧ୍ୟାନ ଦେବା ଦରକାର । ଖବରକୁ ନେଇ ଆପଣଙ୍କ ମତକୁ ଆମକୁ କମେଣ୍ଟ କରି ଜଣାନ୍ତି ।ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *