ସାବାସ୍ ଭଉଣୀ…ତୁମେ ହିଁ ସାହସୀ ! ହଠାତ ପେଟ୍ରୋଲ ପମ୍ପରେ ଲାଗିଗଲା ନିଆଁ, ଭଉଣୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକତା ଦେଖିଲେ ଆପଣ ବି କରିବେ ସଲାମ ! ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ଦ୍ଵାରା ଫେମସ ହୋଇପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଏହି ଭିଡିଓଟି ଏକ ପେଟ୍ରୋଲ ପମ୍ପରେ ହୋଇଛି । ଭିଡିଓରେ ତିନି ଜଣ ବ୍ୟକ୍ତି ଗାଡି ଆଣି ପେଟ୍ରୋଲ ପକାଉ ଛନ୍ତି ଆଉ ସେଠାରେ ଲରି ନେଇ ଆସିଥିବା ଜଣେ ବ୍ୟକ୍ତି ନିଜ ଲରିରେ ପେଟ୍ରୋଲ ପକାଇ ସାରିଥିଲେ ।

ହେଲେ ଗାଡି ଷ୍ଟାର୍ଟ କରୁ କରୁ ଅଚାନକ ଲାଗିଲା ନିଆଁ । କାଳେ ପେଟ୍ରୋଲ ପମ୍ପରେ ବିସ୍ପରଣ ହେଇଯିବ ଏହି ଆଶଙ୍କାରେ ସମସ୍ତେ ସେଠାରୁ ଚମ୍ପଟ ମାରିଲେ । ହେଲେ ଅତି ସାହସିକତା ଆଉ ଚତୁରତାର ସହ ମୁକବାଲା କରିଥିଲେ ସେଠାରେ ଥିବା ଜଣେ ଯୁବତୀ । ଯୁବତୀ ଜଣକ ସେହି ପେଟ୍ରୋଲ ପମ୍ପରେ କାମ କରୁଥିଲେ ଆଉ ଲୋକଙ୍କୁ ପେଟ୍ରୋଲ ଦେଉଥିଲେ । ଲରିରେ ନିଆଁ ଲାଗିବା ମାତ୍ରେ ଯୁବତୀ ଜଣକ ସଙ୍ଗେ ସଙ୍ଗେ ନିଆଁ ଲିଭା ସିଲିଣ୍ଡର ଆଣି ନିଆଁକୁ ଲିଭାଇଥିଲେ ।

କିଛି ସମୟ ପରେ ଲରିରେ ଲାଗିଥିବା ନିଆଁ ଆୟତ ହୋଇଥିଲା । ସମସ୍ତଙ୍କ ଜୀବନ ବଞ୍ଚାଇବା ସହ ଅନେକ କ୍ଷୟ କ୍ଷତିକୁ ଅଟକାଇ ପାରିଥିଲେ ଏହି ସାହାସୀ ମହିଳା ଜଣକ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏହି ମହିଳାଙ୍କ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହିଳାଙ୍କ ସାହାସିକତା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *