‘ବାହାଘର ପରେ, ସବ୍ୟ କାହିଁକି ଦାଢି ରଖିଲେ … ?’ Papu PamPam ଙ୍କ ଏହି ପ୍ରଶ୍ନର କିଛି ଏମିତି ଉତ୍ତର ଦେଲେ Sabyasachi, ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଶୁଟିଙ୍ଗ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି ।

ତେବେ ଆପଣ ମାନେ ଅଭିନେତା ସବ୍ୟଶଚି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା । ତାହେଲେ ଆପଣ ମାନେ ସବ୍ୟସାଚୀ ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ଥିବାର । ତେବେ ଠିକ ସେହିଭଳି ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ।

ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଶା ର ଘର ଘରେ ପରିଚିତ । ତେବେ ଆପଣ ମାନେ ଅର୍ଚ୍ଚିତା ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ଅଭିନୟ କରିବାର । ତେବେ ବନ୍ଧୁଗଣ ସବ୍ୟଶଚି ଓ ଅର୍ଚ୍ଚିତା ଉଭୟ ଏକାଠି ହୋଇ ଅନେକ ଚଳଚିତ୍ର ରେ ନଜର ଆସିଛନ୍ତି ଓ ଏହି ଯୋଡି ଙ୍କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି।ଉଭୟ ରିଅଲ ଲାଇଫ ରେ ସମାଜ ସେବି।

ତେବେ ବର୍ତ୍ତମାନ ନନ୍ଦିଘୋଷ ଟିଭି ର ସକାଳ ପୋଗ୍ରାମ ରେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯୋଗଦାନ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିଲେ ଓଡ଼ିଆ ସିନେମା ର କମେଡି କିଙ୍ଗ ପପୁ ପମ ପମ ତେବେ ସେ ଏହି ଯୋଡିକୁ ଷ୍ଟେଜ ଉପରକୁ ନିମନ୍ତ୍ରଣ କରିଥିଲେ। ତେବେ ପପୁ ପମ ପମ ସବ୍ୟ ଙ୍କୁ ପ୍ରଶ୍ନ କରିଥିଲେ କି ବାହାଘର ପରେ ଦାଢ଼ି କାହିଁ ରଖିଛ ଏବଂ ତୁମ ସୁଖୀ ଦାମ୍ପତ୍ୟ ଜୀଵନର ରାଜ କଣ ?


ତେବେ ଏହାର ଉତ୍ତର ରେ ସବ୍ୟ କହିଥିଲେ କି ସଂସାର ଗାଡି ଗଡିବ ଭଲ.. ସ୍ତ୍ରୀ କୁ ମାରୁଥା ତେଲ। ତେବେ ସ୍ତ୍ରୀ ର ସବୁକଥା ମାନିଲେ ସଂସାରରେ ଖୁସିରେ ରହି ପାରିବ।ତେବେ ଏହା ସହ ସେ କହିଥିଲେ କି ସେ ଦୁହେଁ ମିଶି ଏକ ଟି ସାର୍ଟ ର ବ୍ରାଣ୍ଡ ଖୋଳୁଛନ୍ତି ଯାହା ଦ୍ୱାରା ସେ ଆହୁରି ସମାଜ ସେବା କରି ପାରିବେ। ବ୍ରାଣ୍ଡ ର ନାମ ହେଉଛି ସ୍ମାଇଲ ପ୍ଲିଜ।

ତେବେ ଶେଷରେ ଦୁହେଁ ରଙ୍ଗବତୀ ଗୀତର ତାଳ ତାଳରେ ନାଚି ଥିଲେ। ଏବଂ କାର୍ଯ୍ୟକ୍ରମ କୁ ଆହୁରି ସୁନ୍ଦର ବନେଇ ପାରିଥିଲେ। ଏବଂ ପପୁ ପମ ପମ ମଧ୍ୟ ନିଜ କମେଡି ଜରିଆରେ ଲୋକଙ୍କ ମନୋରଞ୍ଜନ କରିଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *