ଭାଉଜ ମାଗିଲେ ଦିପାଳୀଙ୍କ ପାଇଁ ଟିକେଟ୍ ! ଦେଖନ୍ତୁ ସେ କଣ କହିଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାଳି ଦାସ ଆରମ୍ଭ କରିଲେ ଅଘୋଷିତ କାମ୍ପେନ ! ମହିଳା ଦିବସ ଉପଲକ୍ଷେ କରିଥିଲେ ବହୁତ ବଡ ମହିଳା ସଭାର ଆୟୋଜନ ! ତେବେ ହଁ ବନ୍ଧୁଗଣ ସଜ ସଜ ମହିଳା ଦିବସ ଯାଇଛି । ତେବେ ଏହି ମହିଳା ଦିବସ ଅବସରରେ ଲାଇକେରା ମିନି ଷ୍ଟାଡିୟମରେ ଦୀପାଳି ଦାସ ମହିଳା ସଭା ଆୟୋଜନ କରିଥିଲେ । ଯେଉଁଠାରେ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ ।

ତେବେ ସଭାରେ ନବ ଦାସଙ୍କ ଝିଅ ଦୀପାଳିଙ୍କ ସମେତ ତାଙ୍କ ଘରର ବୋହୁ ମଧ୍ୟ ସଭାରେ ଉପସ୍ଥିତ ରହିଥିଲେ । ତେବେ ନବ ଦାସଙ୍କ ପରଲୋକ ପରେ ରାଜନୀତିରେ ସୃଷ୍ଟି ହୋଇଥିବା ଅପୂରଣୀୟକ୍ଷତିକୁ ପୂରଣ କରିବା ପାଇଁ ଆଗମୀ ସମୟରେ ଉପନିର୍ବାଚନ ଅନୁଷ୍ଟିତ ହେବା ପାଇଁ ଯାଉଛି । ତେବେ ନିଜର ରାଜନୀତିରେ କ୍ଯାରିଅର ଗଢିବା ସହ ନିଜ ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବା ପାଇଁ ଆଗେଇ ଆସିଛହନ୍ତି ଦୀପାଳି ଦାସ ।

ତେବେ ନିର୍ବାଚନ ପୂର୍ବରୁ ହିଁ ଅଘୋଷିତ ଇଲେକ୍ସନ କ୍ୟାମପେନ କରିଛନ୍ତି ଦୀପାଳି ଦାସ । ତେବେ ଦୀପାଳିଙ୍କର ଭାଉଜ ମଧ୍ୟ ନିଜ ନଣନ୍ଦଙ୍କ ରାଜନୀତି କ୍ଯାରିଅରରେ ସପୋର୍ଟ କରି ତାଙ୍କୁ ଟିକେଟ ମିଳୁ ବୋଲି ଚାହୁଁଛନ୍ତି । ତେବେ ଏପରିକି ଗଣ ମାଧ୍ୟମ ନିକଟରେ ଦୀପାଳିଙ୍କ ଭାଉଜ ତଥା ଚାରବି ଦାସ କିଛି ଏପରି କହିଛନ୍ତି । ଯେଉଁଠାରେ ସେ କହିଥିଲେ, ଯେ ବାପାଙ୍କ ଇଛା ଥିଲା । କି ଦୀପାଳି ଝାରସୁଗୁଡାରେ ବିଜୟ ହାସଲ କରନ୍ତୁ ।

ଝାରସୁଗୁଡାରେ ନିଜର ରାଜନୀତି କ୍ଯାରିଅର ଜାରୀ ରଖନ୍ତୁ । ଝାରସୁଗୁଡାବାସୀଙ୍କର ସେବା କରନ୍ତୁ । ତେଣୁ ବାପାଙ୍କର ସ୍ଵପ୍ନ ପୁରା ହେଉ ବୋଲି ଆମ ସମସ୍ତଙ୍କର ଉଚ୍ଛା ରହିଛି । ତେବେ ଅପର ପକ୍ଷରେ ଦୀପାଳି ଦାସ ମଧ୍ୟ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହାକୁ ମଧ୍ୟ ଯୋଗ୍ୟ ଭାବିକି ଟିକେଟ ଦେବେ । ଆମ ପରିବାରର କିଏ ହେଉ ବା ଅନ୍ୟ ଯିଏବି ହେଉ । ମୁଁ ତାଙ୍କୁ ସମର୍ଥନ କରିବି ।

ତେବେ ବିଧାନସଭାରେ ସ୍ଥାନ ପାଇବା ପାଇଁ ମଧ୍ୟ ନବ ଦାସଙ୍କ ଝିଅ ଦୀପାଳିଙ୍କର ଜୋରଦାର ପ୍ରସ୍ତୁତି ଜାରୀ ରହିଛି । ତେବେ ଦୀପାଳି ଦାସଙ୍କର ଏକ କେବଳ ଗୋଟିଏ ହିଁ ବହୁତ ବଡ ଇଚ୍ଛା ରହିଛି । ଯେ ବାପାଙ୍କ ସ୍ଵପ୍ନ ଅନୁଯାଇ ଝାରସୁଗୁଡାବାସୀଙ୍କୁ ନିଜ ପରିବାର ମନେ କରି ତାଙ୍କର ସେବା କରିବି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *