ହାତରେ ଗୁଳିଧରି ଜନ୍ମ ହେଇଥିଲା ଏହି ଶିଶୁଟି, ଡାକ୍ତରମାନେ ବି ଦେଖି ହେଇଗଲେ ଆଶ୍ଚର୍ଯ୍ୟ

ଆଜିକାଲି ଦୁନିଆରେ ଏମିତି ବହୁତ ଘଟଣା ଘଟୁଛି ଯାହାକୁ ଆମେ କେବେ ବି ସ୍ଵପ୍ନରେ ସୁଧା ଭାବି ନଥାଉ । ଏହି ଘଟଣା ଗୁଡିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଥାଏ । ଏହା ବିଷୟରେ ସବୁଆଡେ ଚର୍ଚ୍ଚା ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ଏକ ଶିଶୁ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । କାରଣ ସେହି ଶିଶୁଟି ବନ୍ଧୁ କର ଗୁଳିହାତରେ ଧରି ଜନ୍ମ ହୋଇଥିଲା । ଏହାକୁ ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ୍ୟ ଅଟେ । ଏହି ଘଟଣାଟି ବିହାରର ମୁଜାଫରପୁରରେ ଘଟିଥିଲା । କିଛିଦିନ ପୂର୍ବରୁ ବିହାରର ମୁଜାଫରପୁରର ଏକ ହସ୍ପିଟାଲରେ ଏକ ଗର୍ଭବତୀ ମହିଳା ଏହି ଶିଶୁକୁ ଜନ୍ମ ଦେଥିଲେ ।

ଡେଲିବରୀ ନର୍ମାଲ ହୋଇପାରିଲା ନାହିଁ ତେଣୁ ଡାକ୍ତର ମାନେ ଅପରେସନ କରି ଶିଶୁଟିକୁ ବାହାର କଲେ । ପରେ ତା ହାତ ଉପରେ ଡାକ୍ତରଙ୍କ ନଜର ପଡିଲା, ହାତକୁ ଦେଖିଲା ପରେ ସେମାନେ ଦେଖିଲେ କି ତାର ମୁଠିରେ ଗୋଟିଏ ଗୁଳି ଅଛି । ଏହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣା ଟି ସମସ୍ତେ ଜାଣିଲେ ଓ ସେହି ସମୟରେ ପୋଲିସ ଆସି ମହିଳାଙ୍କୁ ପଚାରିଲେ, ମହିଳା କହିଲେ କି ସେ କୌଣସି ମଧ୍ୟ କ୍ରୀମିନାଲ ବା ଅନ୍ୟ ବ୍ୟକ୍ତିଙ୍କ ସହିତ କିଛି ସମ୍ବନ୍ଧ ରଖି ନାହିଁ ।

ଏହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଗୁଳି କେଉଁଠାରୁ ଆସିଲା, କେମିତି ଆସିଲା ଏହି କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେହି ଡାକ୍ତରମାନେ କହିଲେ କି ଏହି ହସ୍ପିଟାଲରେ ଏମିତି ଘଟଣା କେବେ ମଧ୍ୟ ହୋଇ ନଥିଲା । ଏହା ଆମ ଜୀବନରେ ପ୍ରଥମ କେସ ଥିଲା । ଏମିତି ଦେଶରେ ଘଟୁଥିବା ସବୁ ଖବର ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *