ହାତ ଉପରେ ଯଦି ବନୁଥାଏ ଅଧା ଚନ୍ଦ୍ରର ଆକାର, ତେବେ ଏହି ରାଜ୍ ନିଶ୍ଚୟ ଜାଣି ନିଅନ୍ତୁ ଆପଣ

ଜ୍ୟୋତିଷ ବିଦ୍ୟା ଏକ ଏମିତି ବିଦ୍ୟା ଅଟେ । ଯେଉଁଥିରେ ବ୍ୟକ୍ତିର ହାତ ଦେଖି ତାହାର ବର୍ତ୍ତମାନ, ଭବିଷ୍ୟତ ଓ ଅତୀତ ବିଷୟରେ ବି ସୂଚନା ହାସଲ କରାଯାଇ ପାରିବ । କିନ୍ତୁ ସବୁବେଳେ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଥାଏ କି କେମିତି ହାତର ରେଖା ଗୁଡିକ ଦେଖି ଭବିଷ୍ୟତ ଜାଣି ହେବ । କେତେକ ଲୋକମାନେ ତ ହାତ ଦେଖି ଭବିଷ୍ୟତ କହୁଥିବା ବ୍ୟକ୍ତିଙ୍କ ଉପରେ ବହୁତ ବିଶ୍ଵାସ କରନ୍ତି ଓ ଅନ୍ୟ ପଟେ କିଛି ଏହାକୁ ମିଥ୍ୟା ବୋଲି ବି କୁହନ୍ତି । କିନ୍ତୁ କହିବାକୁ ଗଲେ ମନୁଷ୍ୟର ଭବିଷ୍ୟତ ହାତର ରେଖା ଉପରେ ହିଁ ନିର୍ଭର ଅଟେ ।

କେତେକ ଲୋକମାନଙ୍କୁ ଏହା ଚିନ୍ତା ଥାଏ କି ସେମାନଙ୍କ ଭବିଷ୍ୟତ କେମିତି ରହିବ । ଆପଣଙ୍କୁ କହିଦେଉଛୁ କି ହାତର ରେଖାରେ ଆପଣଙ୍କ ଭବିଷ୍ୟତ ସହ ଜଡିତ ବିଭିନ୍ନ ରହସ୍ୟ ଲୁଚି ଅଛି । ଆଜି ଆମେ ଆପଣଙ୍କୁ ହାତର ରେଖା ସହ ଜଡିତ ଏମିତି ହିଁ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାର ସମ୍ବନ୍ଧ ଆପଣଙ୍କ ଭାଗ୍ୟ ସହ ଅଛି । ଯଦି ଆପଣଙ୍କ ହାତରେ ବି ଅର୍ଦ୍ଧ ଚନ୍ଦ୍ରମାର ଆକାର ଅଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଭାଗ୍ୟ କେମିତି ରହିବ ।

ଆପଣଙ୍କ ହାତରେ ସବୁଠୁ ଛୋଟ ଆଙ୍ଗୁଠି ତଳେ ଯେଉଁ ରେଖା ଥାଏ ତାକୁ ହୃଦୟ ରେଖା କୁହାଯାଏ । ଏହି ରେଖା ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । ଯେତେବେଳେ ଆପଣ ଦୁଇଟି ହାତକୁ ପରସ୍ପର ସହ ମିଶାଇବେ ତେବେ ଆପଣଙ୍କୁ ଅର୍ଧ ଚନ୍ଦ୍ରମାର ଆକୃତି ହୋଇଥିବାର ଦେଖାଦେବ । କିନ୍ତୁ ଜରୁରୀ ନୁହେଁ କି ସମସ୍ତଙ୍କ ହାତରେ ଏହି ଆକୃତି ସମାନ ଥିବ । କିନ୍ତୁ ଯେଉଁମାନଙ୍କ ହାତରେ ଏହି ଆକୃତି ଅଛି, ଏମିତି କୁହାଯାଏ କି ସେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି ।

· ଏହିଭଳି ଲୋକମାନଙ୍କ ଜୀବନରେ ନିଜର ପିଲାଦିନର ବନ୍ଧୁ କିମ୍ବା ବିଦେଶରେ ରହୁଥିବା କୌଣସି ବ୍ୟକ୍ତି ସହିତ ସମ୍ବନ୍ଧ ରହିଥାଏ ।

· ଜୀବନରେ ଏହିଭଳି ଲୋକମାନଙ୍କୁ ପ୍ରେମର ବହୁତ ଆବଶ୍ୟକତା ହୋଇଥାଏ । କିନ୍ତୁ ଏମାନେ କେବେ ଦ୍ଵିତୀୟ ବ୍ୟକ୍ତିଙ୍କ ପାଖରେ ଏହାକୁ ଜାହିର ହେବାକୁ ଦିଅନ୍ତି ନାହିଁ କି ଏମାନଙ୍କୁ ପ୍ରେମର ଆବଶ୍ୟକତା ଅଛି ।

· ଏହିଭଳି ଲୋକମାନଙ୍କ ମସ୍ତିସ୍କ ବହୁତ ପ୍ରଖର ହୋଇଥାଏ ।

· ଏହି ଲୋକମାନେ ନିଜ ସାମ୍ନାରେ ଆସୁଥିବା ବଡ ରୁ ବଡ ନିଷ୍ପତିକୁ ବି ହସି ହସି ସାମ୍ନା କରି ନିଅନ୍ତି ଓ ବିଜୟ ହାସଲ କରିଥାନ୍ତି । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *