ରାଶିଫଳ 4 ଏପ୍ରିଲ 2020, ଶନିଦେବ ଖୋଲିବେ ଏହି 4ଟି ରାଶିର ଭାଗ୍ୟ

ଆଜିର ଦିନ କିଛି ରାଶିମାନଙ୍କ ପାଇଁ ଶୁଭ ରହିବ ଯେତେବେଳେ କି କିଛି ରାଶିମାନଙ୍କୁ ଆଜି କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଶେଷରେ ଆଜିର ଦିନ ତାଙ୍କ ପାଇଁ କେମିତି ରହିବ ? ଆଜି ଆମର ଭାଗ୍ୟ କଣ କହୁଛି । ଏହି ଆଧାରରେ ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ଆଜିର ଏହି ରାଶିଫଳ ମାଧ୍ୟମରେ ଆପଣଙ୍କ ଜୀବନରେ ଆସୁଥିବା ଏକ ସମସ୍ତ ଘଟଣାକୁ ସଂକ୍ଷେପରେ କହିବାକୁ ଯାଉଛୁ, ତେବେ ଜାଣିବା ପାଇଁ ଆଜିର ଏହି ରାଶିଫଳ ୪ ଏପ୍ରିଲ ୨୦୨୦ ପଢନ୍ତୁ ।

ମେଷ

ମେଷ ରାଶିର ଲୋକମାନେ ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ପଢା ପ୍ରତି ରୁଚି ବଢିବ । ବୈବାହିକ ଦମ୍ପତିମାନଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ବିବାଦ ବଢିପାରେ । ପ୍ରେମୀ ନିଜର ପରିବାରର ଭାବନାକୁ ବୁଝିବେ । ମେଷ ରାଶିର ଛାତ୍ରମାନଙ୍କ ପାଇଁ ଭଲ ସମୟ ଅଛି । ସେମାନଙ୍କୁ ସଫଳତା ମିଳିବାର ପୁରା ସମ୍ଭାବନା ଅଛି । ବ୍ୟାପାର ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଧନ ମାମଲାରେ ସତର୍କତା ରୁହନ୍ତୁ । ଟଙ୍କା ନିବେଶ କରିବା ପାଇଁ ଆଜିର ଦିନ ବିଲକୁଲ ସଠିକ ନୁହେଁ ।

ବୃଷ

ବୃଷ ରାଶିରମାନଙ୍କ ପାଇଁ ଆଜିର ଦିନ କାର୍ଯ୍ୟକାଳର ପରିବେଶ ବହୁତ ସମସ୍ୟା ପୂର୍ଣ ରହିବ । ରୋମାନ୍ସର ଦୃଷ୍ଟିକୋଣରୁ ଆଜିର ଦିନ ଅଶୁଭ ଅଟେ । ଟଙ୍କା ସହ ଜଡିତ କୌଣସି ଏମିତି ଯୋଜନା କରନ୍ତୁ ନାହିଁ ଯାହା ଆଗକୁ ଯାଇ ପୁରା ନ ହୋଇ ପାରିବ । କୌଣସି ଧାର୍ମିକ ସ୍ଥାନ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଇ ପାରାନ୍ତି । ମତଭେଦ କାରଣରୁ ବ୍ୟକ୍ତିଗତ ସମ୍ବନ୍ଧରେ ବିବାଦ ଦେଖା ଯାଇ ପାରିବେ । ଆଜି ଆପଣ ନିଜ ମଧ୍ୟରେ ପରିବର୍ତ୍ତନ ଦେଖି ପାରିବେ । ଏହା ଆପଣଙ୍କ ପାଇଁ ଲାଭଦାୟକ ଅଟେ ।

ମିଥୁନ

ଆଜି ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆଜି ଆପଣଙ୍କ ଭାଗ୍ୟ ଖୋଲିବାର ଅଛି । ବହୁତ ବଡ ଧନଲାଭ ହେବ । କାରୋବାର ସମ୍ବନ୍ଧିତ ଯୋଜନା ଯଦି ଆପଣଙ୍କ ମନରେ ଚାଲୁଅଛି ତେବେ ଆଜି ପୁରା କରନ୍ତୁ । ପରିବାର ସହିତ ମନୋରଞ୍ଜ କରିବା ପାଇଁ ଏହା ସମୟ ବହୁତ ଉପଯୁକ୍ତ ଅଟେ । ଆପଣଙ୍କୁ ଆପଣଙ୍କ ଭାଇର ସହଯୋଗ ବି ପ୍ରାପ୍ତ ହେବ । ବିଭିନ୍ନ ସାମାଜିକ କାର୍ଯ୍ୟରେ ଆପଣଙ୍କ ସମୟ ବିତାଇବେ ।

କର୍କଟ

କର୍କଟ ରାଶି ଲୋକମାନଙ୍କୁ ଆଜି ନିଜର ଭାବନା ଉପରେ କାବୁ ରଖିବା ଜରୁରୀ ଅଟେ । ନଚେତ ଏହା ଆପଣଙ୍କ ପାଇଁ ଅତିରିକ୍ତ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କୌଣସି ନୂଆ ବିଚାର ଆପଣଙ୍କୁ ଆର୍ଥିକ ରୂପରେ ଲାଭ ଦେବ । ପାଖପାଖି ବନ୍ଧୁ ଓ ସମ୍ପର୍କୀୟଙ୍କ ଉପରେ କ୍ରୋଧିତ ହେଲେ ଆପଣଙ୍କ ଜୀବନ କଷ୍ଟ ଆସିପାରେ । ସଫଳତାର ନିଶାକୁ ମୁଣ୍ଡ ଉପରେ ଚଢିବାକୁ ଦିଅନ୍ତୁ ନାହିଁ ।

ସିଂହ

ସିଂହ ରାଶିର ଲୋକମାନେ ପୁରୁଣା ବନ୍ଧୁଙ୍କ ସହ ଆନନ୍ଦମୟ ସମୟ ବିତାଇବେ । ଲମ୍ବା ସମୟ ହେବ ଚାଲୁଥିବା ସମସ୍ୟା ଦୂର ହେବ । ଆର୍ଥିକ ରୂପରେ ଆପଣଙ୍କ ସମୟ ଅନୁକୂଳ ରହିବ । ପରିବାର ଓ ପାର୍ଟନରଙ୍କ ଠାରୁ ଇଚ୍ଛା ଅନୁସାରେ ସହଯୋଗ ମିଳିବ । ସନ୍ତାନମାନଙ୍କ ସ୍ୱାସ୍ଥ୍ୟରେ କିଛି ଚେଞ୍ଜେସ ଆସିପାରେ । ଆପଣଙ୍କୁ ଭାବୁକ ହେବାରୁ ବଞ୍ଚିବାର ଅଛି ।

କନ୍ୟା

କନ୍ୟା ରାଶିର ବିବାହିତ ଲୋକମାନେ ଆଜି ନିଜର ପିଲାମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ବର୍ଗମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଯଦି ଆପଣ ଆୟର ସ୍ରୋତ ଖୋଜୁଛନ୍ତି ତେବେ ସୁରକ୍ଷିତ ଆର୍ଥିକ ଯୋଜନା ଗୁଡିକରେ ନିବେଶ କରନ୍ତୁ । ଆପଣ ବନ୍ଧୁଙ୍କ ସହିତ ଭଲ ସମୟ ବିତାନ୍ତୁ । କିନ୍ତୁ ଗାଡି ଚଲାଉଥିବା ସମୟରେ ଅଧିକ ସାବଧାନ ରୁହନ୍ତୁ ।

ତୁଳା

ତୁଳା ରାଶିର ଲୋକମାନେ ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ । ମାତା ପିତାଙ୍କ ଆଶୀର୍ବାଦ ଦ୍ଵାରା ବିଦ୍ୟାର୍ଥୀ ଭଲ ସଫଳତା ପ୍ରାପ୍ତି ହେବ । ଶତ୍ରୁତା ବନ୍ଧୁତାରେ ବଦଳିପାରେ । ଆପଣଙ୍କ ସଫଳତାର ଦ୍ଵାର ଖୋଲିବ । ମହତ୍ଵପୂର୍ଣ ନିଷ୍ପତି ନେବାକୁ ଚାହୁଁଛନ୍ତି ତେବେ ସମୟ ଭଲ ଅଟେ । କୌଣସି ବି ବିବାଦରେ ପଡନ୍ତୁ ନାହିଁ ।

ବିଚ୍ଛା

ବିଚ୍ଛା ରାଶିର ଲୋକମାନଙ୍କୁ ବୁଝି ସୁଝି ନିଜର ପଦକ୍ଷେପ ଆଗକୁ ବଢାଇବ ଉଚିତ । ବର୍ତ୍ତମାନ ସମୟରେ ହୃଦୟର ସହିତ ନୁହେଁ ମସ୍ତିଷ୍କ ମାଧ୍ୟମରେ ନିଷ୍ପତି ନିଅନ୍ତୁ । ଆଜି ଆପଣ କୌଣସି ବଡ କ୍ଷତିରୁ ନିଜକୁ ବଞ୍ଚାଇ ପାରିବେ । ପରିବାର ସହ ଜଡିତ ଏମିତି କିଛି ମହତ୍ଵପୂର୍ଣ କାର୍ଯ୍ୟକୁ ପୁରା କରିବା ଦ୍ଵାରା ସଫଳତା ପ୍ରାପ୍ତ ହେବ । ନିଜର ଜୀବନସାଥିଙ୍କ ପ୍ରେମ ଓ ବିଶ୍ଵାସ ପ୍ରାପ୍ତ କରିବାରେ ସଫଳ ହେବେ ।

ଧନୁ

ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ମାମଲାରେ ଆଜିର ଦିନ ଶୁଭ ଅଟେ । ଆପଣଙ୍କ ପାଇଁ କିଛି ନୂଆ ଅବସର ଆସିପାରେ । ସାମାଜିକ ପ୍ରତିଷ୍ଠାରେ ବୁଦ୍ଧି ହେବେ । ନିଜ ସାଥିଙ୍କ ଠାରୁ ସାବଧାନ ରହିବ । ଆଳସ୍ୟ ଆପଣଙ୍କ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ନିଜର ସମୟ ଓ ଊର୍ଜା ଅନ୍ୟ ବ୍ୟକ୍ତିଙ୍କ ସାହାର୍ଯ୍ୟ ପାଇଁ ଲଗାନ୍ତୁ । କିନ୍ତୁ ଏହି ମାମଲାରେ ପଡିବା ଠାରୁ ବଞ୍ଚନ୍ତୁ ଯାହାଙ୍କ ଠାରୁ ଆପଣଙ୍କୁ ଅସୁବିଧା ହୋଇପାରେ ।

ମକର

ଆଜିର ଦିନ କୌଣସି ପ୍ରକାରର କାର୍ଯ୍ୟ ଉପରେ କ୍ରୋଧିତ ହୁଅନ୍ତୁ ନାହିଁ । ଭଲ ହେବ କି ଶାନ୍ତିପୂର୍ଣ ଭାବରେ ପଦେକ୍ଷେପ ଆଗକୁ ବଢନ୍ତୁ । ନିଜ ଲୋକମାନଙ୍କ ଠାରୁ ଶୁଭ ସମଚାର ମିଳିବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭକ୍ତି ଭାବରେ ମନ ଲାଗିବ । ପ୍ରେମ ପାର୍ଟନର ସହିତ କିଛି ଠିକ ନ ଥିବା ଆକାରଣରୁ ଆପଣଙ୍କ ଚିନ୍ତା ବଢିପାରେ । ପରିବାରରେ ବଡ ବୟସ୍କ ବ୍ୟକ୍ତି ଆପଣଙ୍କ ଉପରେ ବହୁତ ପ୍ରସନ୍ନ ରହିବେ ।

କୁମ୍ଭ

କୁମ୍ଭ ରାଶିର ଲୋକମାନେ ନିଜର ବୈବାହିକ ଜୀବନରେ ମଜା ନେଇ ପାରିବେ । କାମ କାର୍ଯ୍ୟରେ ଆପଣଙ୍କୁ କିଛି କଷ୍ଟର ସାମ୍ନା କରିବାକୁ ପଡିପାରେ । ଜୋଖିମ ନିଅନ୍ତୁ ନାହିଁ । କୌଣସି ନୂଆ ଜାଗାକୁ ଟ୍ରାନ୍ସଫର ହୋଇ ପାରନ୍ତି । ଘର ଲୋକମାନଙ୍କ ସହିତ କିଛି ଅଲଗା ଓ ରୋମାଞ୍ଚକ ରହିବେ । ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟରେ ଆପଣ ସନ୍ତୁଷ୍ଟ ରହିବେ ।

ମୀନ

ଘରେ ଟଙ୍କା ଆସିବ । ଆଜିର ଦିନ ଆରମ୍ଭ ହୋଇଥିବା ପାର୍ଟନରଶିପ ବହୁତ ସମୟ ପର୍ଯ୍ୟନ୍ତ ଚାଲିବ । କାହା ସହିତ ସାକ୍ଷାତ କରନ୍ତୁ ନାହିଁ । ନିଜ ଲୋକମାନଙ୍କ ଠାରୁ ଆଶା ରଖନ୍ତୁ ନାହିଁ । ଆପଣଙ୍କ ଦ୍ଵାରା କରାଯାଇଥିବା କାମରେ ଆପଣଙ୍କୁ ସଫଳତା ମିଳିବ । ଘରେ ଖୁସିର ପରିବେଶ ରହିବ । ଗୃହସ୍ତ ଜୀବନରେ ଆନନ୍ଦର ଛାୟା ରହିବ । କିଛି ସମୟ ନିଜର ସ୍ୱାସ୍ଥ୍ୟ ପାଇଁ ବି ବାହାର କରନ୍ତୁ । ବିଶ୍ଵାସର ସହ କଠିନ ପରିଶ୍ରମ କରନ୍ତୁ । ଦୈନିକ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *