ମାତ୍ର 3 ଥର ସେବନ କରନ୍ତୁ, ହାତ ଗୋଡ ବିନ୍ଧା, ଅଣ୍ଟା ବିନ୍ଧା, କମଜୋରି, ରକ୍ତ ଅଭାବ, ମୋଟାପା ୧୦୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନି- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି କିଛି ଜିନିଷ ଵିଷୟ ରେ ଜଣାଇବୁ ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ର ଦୁର୍ବଳତା ଓ ସମସ୍ତ ପ୍ରକାର ରୋଗ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ବନ୍ଧୁଗଣ ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି କାଶ୍ମୀରି ବାଦାମ ନିଅନ୍ତୁ । ଏଥିରେ ସାଧାରଣ ବାଦାମ ଅପେକ୍ଷା ଅଧିକ ତେଲ ରହିଥାଏ ଓ ଏଥିରେ ଭିଟାମିନ ଇ ଭରପୁର ହୋଇ ରହିଥାଏ । ଏହା ସହିତ ଆପଣଂକୁ ଆବଶ୍ୟକ ହେବ କିଛି ଚଣା ବୁଟ ର । ବନ୍ଧୁଗଣ ରାତି ରେ ଶୋଇବା ପୂର୍ବ ରୁ କିଛି ଚଣା ବୁଟ ଓ କିଛି କାଶ୍ମୀରି ବାଦାମ କୁ ପାଣି ରେ ଭିଜେଇ କରି ରଖି ଦିଅନ୍ତୁ ।

ଏହାକୁ ସକାଳୁ ଖାଲି ପେଟ ରେ ଏକ ଗ୍ଲାସ ପାଣି ଓ କିଛି ପରିମାଣ ରେ ଗୁଡ଼ ସହିତ ସେବନ କରନ୍ତୁ । ଏହା ପରେ ଆପଣ କ୍ଷୀର ମଧ୍ୟ ପିଇ ପାରିବେ । ବନ୍ଧୁଗଣ ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ରେ ଅଦ୍ଭୂତପୂର୍ବ ଶକ୍ତି ଦେଖା ଦେଇଥାଏ । ଏହା ସହିତ ଆପଣଙ୍କ ଶରୀର ରେ ଥିବା ଆଣ୍ଠୁଗଣ୍ଠି ସମସ୍ୟା କିମ୍ବା କୌଣସି ସ୍ଥାନ ରେ ବିନ୍ଧା ହେଉଥିଲେ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭଲ ହୋଇ ଯାଇଥାଏ ।

ବନ୍ଧୁଗଣ ଏଥିରେ ଯଦି ଆପଣ କଦଳୀ ମିଶାଇ କରି ଖାଇବେ ତେବେ ଆପଣ ଏହା ଠାରୁ ମଧ୍ୟ ଅଧିକ ଉପଶମ ପାଇପାରିବେ । ଏହା ଆମ ଶରୀର ପାଇଁ ବଷ୍ଟ ଭଲ ହୋଇଥାଏ । ଶରୀର ରେ ଭିଟାମିନ ର ଅଭାବ ରେ ଦୁର୍ବଳତା ଦେଖା ଦେଇ ଥାଏ । କିନ୍ତୁ ଯଦି ଆପଣ ଏହାକୁ ପ୍ରସ୍ତୁତ କରି ମାତ୍ର କିଛି ଦିନ ପର୍ଯ୍ୟନ୍ତ ସେବନ କରିବେ ତେବେ ଆପଣଙ୍କ ଶରୀର କୁ ଆବଶ୍ୟକ ହେଉଥିବା ସମସ୍ତ ଭିଟାମିନ ଓ ପ୍ରୋଟିନ ମିଳି ପାରିବ ।

ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ଦେଖା ଦେବା ଦ୍ଵାରା ମଧ୍ୟ ଆପଣ ଏହା କୁ ସେବନ କରି ପାରିବେ । ବନ୍ଧୁଗଣ ଶୀତ ଋତୁ ସମୟ ରେ ଆପଣ ଏଥିରେ ଖଜୁରୀ ମଧ୍ୟ ମିଶାଇ କରି ଖାଇ ପାରିବେ । ଏହା ଆପଣଂକୁ ଅନେକ ପ୍ରକାର ରୋଗ ରୁ ରକ୍ଷା କରିଥାଏ । ତେଣୁ ଆପଣ ନିଶ୍ଚୟ ଏହାକୁ ସେବନ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *