Interesting Gk Questions- ମହିଳା ମାନଙ୍କର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇ ଯାଇଥାଏ ? 99 % ଲୋକ ଫେଲ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ । ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ । ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା ।

୧. ଦୁନିଆ ର କେଉଁ ଦେଶରେ ଘୁଷୁରୀ ଅଧିକ ପାଳି ଥାଆନ୍ତି?
ଉତ୍ତର- ଚୀନ।

୨. ସବୁଠାରୁ କମ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ?
ଉତ୍ତର- ଭାରତ।

୩. କେଉଁ ଦେଶ ପାଖରେ ସବୁଠାରୁ ଅଧିକ ଅସ୍ତ୍ର ରହିଛି?
ଉତ୍ତର- ଇରାନ।

୪. ଶରୀରର କେଉଁ ଅଙ୍ଗ ରେ ରକ୍ତ ନଥାଏ?
ଉତ୍ତର- ନଖ ଓ କେଶ।

୫. ଶାଶୁ ବୋହୁ ମନ୍ଦିର କେଉଁଠାରେ ଅବସ୍ଥିତ?
ଉତ୍ତର- ଉଦୟପୁର।

୬. ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ସମାଧି ସ୍ଥଳ କୁ କେଉଁ ନାମ ରେ ଜଣା ଯାଇଛି?
ଉତ୍ତର- ବିଜୟ ଘାଟ।

୭. ଭାରତର ସର୍ବ ପ୍ରଥମ ଯୁବ ପ୍ରଧାନମନ୍ତ୍ରୀ କିଏ ଅଟନ୍ତି?
ଉତ୍ତର- ରାଜୀବ ଗାନ୍ଧୀ।

୮. କେଉଁ ପକ୍ଷୀ ର ପର ନାହଁ?
ଉତ୍ତର- କିବି।

୯. ଭାରତର ସବୁଠାରୁ ବଡ଼ ବ୍ୟାଙ୍କ କଣ ଅଟେ?
ଉତ୍ତର- ରିଜର୍ଵ ବ୍ୟାଙ୍କ ଅଫ୍ ଇଣ୍ଡିଆ।

୧୦. ଉତ୍ତରପ୍ରଦେଶର ମୁଖ୍ୟ ଲୋକନୃତ୍ୟ କଣ ଅଟେ?
ଉତ୍ତର- ଚାଚରି।

୧୧. ଭିଭୋ କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର- ଚୀନ।

୧୨. ଦୁନିଆର ସବୁଠାରୁ ବଡ଼ ଦେଶ କଣ ଅଟେ?
ଉତ୍ତର- ରୁଷ।

୧୩. ଅସ୍ତ ହେଉଥିବା ସୂର୍ଯ୍ୟ ଦେଶ କାହାକୁ କୁହାଯାଏ?
ଉତ୍ତର- ବ୍ରିଟେନ।

୧୪. ଆମ ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ରହିଥାଏ?
ଉତ୍ତର- ଜିଭ।

୧୫. ଇଣ୍ଡିଆ ବ୍ୟାଣ୍ଡ ଇକ୍ୟୁଟି ଫଣ୍ଡ କେବେ ସ୍ଥାପନ ହୋଇଥିଲା?
ଉତ୍ତର- ୧୯୯୬ ମସିହାରେ।

୧୬. କେଉଁ ଗଛ ମାଂସ ଖାଇଥାଏ?
ଉତ୍ତର- ଭେନ୍ସ ଫ୍ଲାଇ ଟ୍ରାପ।

୧୭. କେଉଁ ଦେଶର ଲୋକ ଭାରତ ବୁଲି ପାରିବେ ନାହିଁ?
ଉତ୍ତର- ଉତ୍ତର-କୋରିଆ।

୧୮. ପାକିସ୍ତାନ ର ସବୁଠାରୁ ଧନୀ ବ୍ୟକ୍ତି କିଏ?
ଉତ୍ତର- ସାହିଦ ଖାଁ।

୧୯. ରାବଣ ର ପ୍ରକୃତ ନାମ କଣ ଥିଲା?
ଉତ୍ତର- ଦାସ ଗରିବ।

୨୦. ମହିଳା ମାନଙ୍କ କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ଼ ହୋଇଯାଇଥାଏ?
ଉତ୍ତର- ଆଖିର ପରଦା।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *