ଟିଭି ସିରିଏଲ “ଶ୍ରୀ କୃଷ୍ଣ” ର “ରୁକ୍ମଣୀ” ଆଜି ଦେଖା ଯାଆନ୍ତି କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମାନନ୍ଦ ସାଗରଙ୍କ ଦ୍ଵାରା ରଚିତ ଶ୍ରୀ କୃଷ୍ଣ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ ।

ଏହି ସିରିଏଲଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ରୁକ୍ମଣୀର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ନିଶ୍ଚୟ ଦେଖିଥିବେ ।

ଏହି ରୁକ୍ମଣୀ ଭୂମିକାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ଜଣକଙ୍କ ଜୀବନୀ ଓ ତାଙ୍କ ଅଭିନୟ କାରିୟର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

ବନ୍ଧୁଗଣ ଶ୍ରୀ କୃଷ୍ଣ ସିରିଏଲରେ ରୁକ୍ମଣୀର ଭୂମିକା କରିଥିବା ଅଭିନେତ୍ରୀଙ୍କ ଅସଲ ନାମ ହେଉଛି ପିଙ୍କି ପାରେଖ । ପିଙ୍କି ଏହି ସିରିଏଲରେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ପିଙ୍କିଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ୧୯୯୪ ମସିହାରେ ଟିଭିର ପ୍ରସିଦ୍ଧ ସିରିଏଲ ‘ଶ୍ରୀ କୃଷ୍ଣ’ରୁ କରିଥିଲେ । ଏହି ସିରିଏଲରେ ସେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ବନ୍ଧୁଗଣ ଏହି ସିରିଏଲ ପରେ ସେ ଅନ୍ୟ କେତେକ ବଲିଉଡ ଫିଲ୍ମ ଓ ସିରିଏଲରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ ଗୁଜୁରାତି ଫିଲ୍ମ ‘ମୋଟୁ କି ବିଟୁ’ରେ ଦେଖା ଯାଇଥିଲା । ବନ୍ଧୁଗଣ ସେହି ସମୟରେ ସେ ବହୁତ ପତଳା ଓ ସୁନ୍ଦର ନଜର ଆସୁଥିଲେ । ହେଲେ ବର୍ତ୍ତମାନର ସମୟରେ ତାଙ୍କ ଓଜନ କିଛି ମାତ୍ରାରେ ବଢିଯାଇଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ମଧ୍ୟ ସେ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

ବନ୍ଧୁଗଣ ମାନେ ସମସ୍ତେ ଆମ ଫଟୋ ଜରିଆରେ ତାଙ୍କର ବର୍ତ୍ତମାନର ଫଟୋ ଗୁଡିକୁ ଦେଖିପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶ୍ରୀ କୃଷ୍ଣ ସିରିଏଲରେ ପିଙ୍କି ପରେଖଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *