Hardik Pandya କହିଲେ ହାରିବାର ଅସଲ କାରଣ ! ଟୀମ ଇଣ୍ଡିଆ ପାଇଁ ଏହି ଖେଳାଳୀ ସାଜିଲେ ଭିଲିଆନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏକ ବହୁତ ବଡ ବୟାନ । ଏହି ଖେଳାଳୀଙ୍କ ପାଇଁ ଭାରତ ମ୍ଯାଚ ହାରିଛି । ତେବେ ଏପରି କିଛି ଖବର ଆସିଛି । ଯେଉଁଥିରେ ହାର୍ଦ୍ଧିକ ପାଣ୍ଡ୍ୟା ମ୍ଯାଚ ବିଷୟରେ କିଛି  ଏପରି ମନ୍ତବ୍ୟ ରଖିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମ T-20 ମ୍ଯାଚ ରାଞ୍ଚି ଠାରେ ଖେଳ ହେଉଥିଲା । ଯେଉଁ ମ୍ଯାଚରେ ଭାରତ ୨୧ ରନରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ହାସଲ କରିଛି ।

ତେବେ ହାର୍ଦ୍ଧିକ ପାଣ୍ଡ୍ୟା ଟସ ଜିତିଲା ପରେ ପ୍ରଥମେ ଫିଲ୍ଦିଙ୍ଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ ନ୍ୟୁଜିଲାଣ୍ଡ ଦଳର ବିସ୍ଫୋରକ ଓପନର ଅନ୍ୟ ପ୍ଲେୟର ମାନେ ଅର୍ଦ୍ଧଶତକ ବଳରେ କିୱି ଦଳ ୬ ୱିକେଟ ହରାଇ ଭାରତ ସାମ୍ନାରେ ୧୭୬ ରନର ଛିଡା କରାଇଥିଲା । ତେବେ ଏହି ରନକୁ ଚେସ କରିବାକୁ ଯାଇ ଭାରତୀୟ ଦଳ ୧୫୫ ରନରେ ଧରାଶାୟୀ ହୋଇଗଲା ।

ତେବେ ମ୍ଯାଚରେ ଅର୍ଶଦୀପ ସିଂହ ବହୁତ ଖରାପ ବୋଲିଂ କରିଥିଲେ । ତେବେ ଏହି କାରଣ ଯୋଗୁ ହାର୍ଦ୍ଧିକ ପାଣ୍ଡ୍ୟାଙ୍କର ମତ ଅନୁଯାଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେଉଥିବା ମ୍ଯାଚରେ ଭାରତ ହାରିବାର ପ୍ରମୁଖ କାରଣଟି କହିଥିଲେ । ତେବେ ହାର୍ଦ୍ଧିକଙ୍କର କହିବା ଅନୁଯାଇ ଅର୍ଶଦୀପଙ୍କ ପାଇଁ ଭାରତ ହାରିଗଲା । କାରଣ ଅର୍ଶଦୀପଙ୍କର ମ୍ଯାଚରେ ଜମାରୁ ମଧ୍ୟ ବୋଲିଂରେ ଭଲ ପଦର୍ଶନ ନଥିଲା ।

ତେବେ କ୍ରିକେଟର ସୁବମନ ଗିଲ୍ ଓ ଈଶାନ କିଷାନ ମଧ୍ୟ ବ୍ୟାଟିଂରେ ଭଲ କିଛି ପଦର୍ଶନ କରିନଥିଲେ । ଯେଉଁ କାରଣରୁ ଟିମ ଇଣ୍ଡିଆର ଭଲ କିଛି ସ୍କୋର ହୋଇପାରିନଥିଲା । ତେବେ କେବଳ ଭାରତୀୟ ଦଳ ପକ୍ଷରୁ ୱାସିଙ୍ଗଟନ ସୁନ୍ଦର ୨ ଟି ୱିକେଟ ନେଇଥିଲେ । ଏହା ସହିତ ଦମଦାର ଅର୍ଦ୍ଧଶତକ ପାରି ଖେଳିଥିଲେ । ତେବେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହୋଇଥିବା ମ୍ଯାଚରେ ଉଭୟ ଦଳର ପ୍ଲେୟର ମାନେ ନିଜ ନିଜର ବେଷ୍ଟ ଦେବା ପାଇଁ ଚେଷ୍ଟା କରିଥିଲେ ।

ଏହା ସତ କିନ୍ତୁ ଭାରତୀୟ ଟିମ ଏହି ମ୍ଯାଚରେ ସେତେ କିଛି ଭଲ ପଦର୍ଶନ କରିପାରିନଥିଲା । ଯେଉଁ କାରଣରୁ ମ୍ଯାଚର ବିଜଯ ନ୍ୟୁଜିଲାଣ୍ଡ ପଟକୁ ହୋଇଯାଇଥିଲା । ତେବେ ଏହି ମ୍ଯାଚରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ହାସଲ କରିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *