‘ସେ ଭଲ ଥିଲେ ତାଙ୍କୁ ରାବଣ ହେବା ପାଇଁ ବାଧ୍ୟ କରା ଯାଇଛି, ଏହି ମୁଭି ଜରିଆରେ ସେ ନିଜ ଦୁଃଖକୁ ପ୍ରକାଶ କରି ସମସ୍ତଙ୍କୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେ ଭଲ ଥିଲେ ରାବଣ ହେବାକୁ ବାଧ୍ୟ କରାଗଲା । ତେବେ ଓଡିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ଆସୁଥିବା ନୂଆ ଫିଲ୍ମର ରାବଣର ଟ୍ରେଜର ଆସିଯାଇଛି । ଯାହାକୁ ଦେଖିଲା ପରେ ଅଭିନେତା ଅନୁଭବ ମହାନ୍ତିଙ୍କ ଫ୍ୟାନ ମାନଙ୍କର ଖୁସି କହିଲେ ନସରେ । ତେବେ ଅଭିନେତ୍ରୀ ସୁରଭିଙ୍କ କହିବା ଅନୁଯାଇ ରାବଣ ଫିଲ୍ମର ଟ୍ରେଜରଟି ବହୁତ ଭଲ ହୋଇଛି ।

ଯେଉଁ ମୁଭିର ଟ୍ରେଜରଟି ଏତେ ଭଲ ହୋଇଛି । ତେବେ ଫିଲ୍ମଟି ମଧ୍ୟ ନିହାତି ଭାବରେ ଭଲ ହୋଇଥିବ । ତେବେ ଫିଲ୍ମ ରିଲିଜ ହେବାର ପ୍ରଥମେ ସେ ହିଁ ଟିକେଟ ବୁକିଙ୍ଗ କରି ରାବଣ ଫିଲ୍ମ ଦେଖିବେ ବୋଲି କହିଛନ୍ତି । ତେବେ ସୁରଭିଙ୍କ କହିବା ଅନୁଯାଇ ଅନୁଭବ ମହାନ୍ତିଙ୍କର ଯେଉଁ ରାବଣ ଫିଲ୍ମଟି ଆସୁଛି । ତେବେ ଫିଲ୍ମର ରାବଣ ଶୁଣି ଏଥିରେ ଅନୁଭବ ମହାନ୍ତି ଖଳନାୟକ ଚରିତ୍ରରେ ଆସୁଛନ୍ତି ବୋଲି କହିବା ଜମାରୁ ମଧ୍ୟ ଠିକ ନୁହେଁ ।

ତେବେ ଜଣେ ଲୋକ ପରିସ୍ଥିତିରେ ପଡି ରାମରୁ ମଧ୍ୟ ରାବଣ ହୋଇପାରେ । ତେବେ  ଫିଲ୍ମର ସଂପୂର୍ଣ୍ଣ କାହାଣୀଟି ଦେଖିଲେ ହିଁ ରାବଣ ମୁଭିକୁ ବୁଝିହେବ । ତେବେ ରାବଣ ମୁଭି ଦର୍ଶକ ମାନେ ଦେଖିସାରିଲା ପରେ ଅନୁଭବ ନିଜ ବ୍ୟକ୍ତିଗତ ଜୀବନରେ ଚାଲୁଥିବା ବିଷୟରେ ମଧ୍ୟ କିଏ ଠିକ ଓ କିଏ ଭୁଲ ଜଣାପଡିଯିବ । ତେବେ ଏହି ରାବଣ ମୁଭି ଦେଖିଲା ପରେ ଲୋକମାନେ ଅନୁଭବ ମହାନ୍ତିଙ୍କୁ ଜାଣିପାରିବେ । ଯେ ଅନୁଭବ ଭଲ ଥିଲେ ହେଲେ ତାଙ୍କୁ ରାବଣ ହେବ ପାଇଁ ବାଧ୍ୟ କରଯାଇଥିଲା ।

ତେବେ ହୁଏତ ଏହି ରାବଣ ଫିଲ୍ମ ଦ୍ଵାରା ନିଜକୁ ଠିକ ବୋଲି ଅନୁଭବ ମହାନ୍ତି ପ୍ରମାଣିତ କରିପାରିବେ । ତେବେ ସୁରଭିଙ୍କ କହିବା ଆଧାରରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଯେଉଁ ସବୁ ବିଗତ କିଛି ଦିନ ହେବ ବିବାଦ ଉଠୁଛି । ତେବେ ସବୁବେଳେ ସବୁ ପରିସ୍ଥିତିରେ ଜଣେ ପୁଅକୁ ଦୋଷାରପ କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ତେବେ ପୁଅ ଓ ଝିଅ ଉଭୟ ଭଲ ।

ତେବେ ଘଟଣାକୁ ଠିକ ଭାବରେ ନଜାଣି ସବୁ ଦୋଷ କେବଳ ଯେ ପୁଅର ହୋଇଥିବା ବୋଲି ସେ କଥାକୁ ନେଇ ଚର୍ଚା କରିବା ସେଇଟା ଉଚିତ ନୁହେଁ । ତେବେ ଅଭିନେତା ଅନୁଭବଙ୍କ ଆଗାମୀ ସମୟରେ ଆସୁଥିବା ରାବଣ ଫିଲ୍ମଟି ବହୁ ଲୋକପ୍ରିୟତା ହାସଲ କରିବ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *