ସାରା ଦେଶ ଶୁଣିଲା ଓଡିଆ ସିଙ୍ଗର Diptirekha ଙ୍କ ସ୍ଵର ! ଛୁଟିଲା ପ୍ରଶଂସାର ସୁଅ, ଲୋକେ କହିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସ୍ଵର ଶୁଣିବ ଏବେ ସମଗ୍ର ଭାରତ । ତେବେ ଓଡିଆ ଗୀତରେ ପ୍ରସିଦ୍ଧି ଲାଭ କରିଥିବା ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ । ଯାହାଙ୍କ ଗୀତ ଏବେ ସମଗ୍ର ଦେଶବାସୀ ଶୁଣିବାକୁ ଯାଉଛି । ତେବେ ଜାତୀୟ ଭୋଟର ଦିବସରେ ସମସ୍ତ ଭାରତୀୟ ଭୋଟର ମାନଙ୍କ ପାଇଁ କଣ୍ଠଶିଳ୍ପୀ ଦୀପ୍ତି ଗୀତ ଗାଇଛନ୍ତି । ତେବେ ମୁଖ୍ୟ ନିର୍ବାଚନ କମିଶନ ତରଫରୁ କଣ୍ଠଶିଳ୍ପୀ ଦୀପ୍ତିରେଖା ଭୋଟର ମାନଙ୍କ ପାଇଁ ଗୀତ ଗାଇଛନ୍ତି ।

ତେବେ ଏହି ଗୀତର ଶୀର୍ଷକ ରହିଛି ମୁଁ ଭାରତ ଆମେ ଭାରତର ମତଦାତା । ତେବେ ଏହୋ ଗୀତକୁ ୧୨ ଟି ଭାଷାରେ ପରିବେଷଣ କରିଯାଇଛି । ତେବେ ବହୁ ଜଣାଶୁଣା ସିନେ ନିର୍ମାତା ସୁଭାଷ ଘାଇଁ ତାଙ୍କ ଫାଉଣ୍ଡେସନ ଟିମ ଏହାକୁ ପ୍ରସ୍ତୁତ କରିଛନ୍ତି । ତେବେ ଏହି ଗୀତକୁ ସମସ୍ତ ଭୋଟରଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି । ତେବେ ଏହି ଗୀତରେ ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା କଣ୍ଠଦାନ କରିଛନ୍ତି ।

ତେବେ ତାଙ୍କ ସମେତ ୧୮ ଜଣ ସେଲିବ୍ରେଟି ଗାୟିକା ମଧ୍ୟ ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି । ତେବେ ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉପସ୍ଥିତ ଥିଲେ । ତେବେ ଦୀପ୍ତିରେଖାଙ୍କ ସହିତ ଅନ୍ୟ କଳାକାର ମାନଙ୍କୁ ସେଠାରେ ସମ୍ବୋର୍ଦ୍ଧନ କରାଯାଇଛି ।

କେନ୍ଦ୍ର ଆଇନମନ୍ତ୍ରୀ, ଲୋକପ୍ରିୟ ଗାୟକ ସୋନୁ ନିଗମ, ପଦ୍ମଶ୍ରୀ କୋଏସ ଚିତ୍ରା, ଅଭିନେତା ପଙ୍କଜ ତ୍ରିପାଠୀ ତେବେ ଏମାନଙ୍କ ସମେତ ଅନ୍ୟ କଳାକାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତେବେ ଓଡିଶାର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ ସେହି ଅବସରରେ ମାନନୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ତେବେ ଓଡିଆ ସିଙ୍ଗର ଦୀପ୍ତିଙ୍କ କଣ୍ଠସ୍ଵର ଏବେ ସମଗ୍ର ଭାରତ ଶୁଣିବାକୁ ଯାଉଛି । ତେବେ ଓଡିଶାବାସୀଙ୍କ ପାଇଁ ବହୁତ ବଡ ଏକ ଗର୍ବ ଓ ଗୌରବର କଥା ହୋଇଛି । ତେବେ ଜାତୀୟ ଭୋଟର ଦିବସ ଉପଲକ୍ଷେ ସମସ୍ତ ଭୋଟର ମାନଙ୍କ ପାଇଁ ଏହି ଗୀତଟି ପରିବେଷଣ କରାଯାଇଛି ।

ଯେଉଁ ଗୀତକୁ ବହୁ ଲୋକଙ୍କ ଭଲ ପାଇବା ଓ ଲୋକପ୍ରିୟତା ମିଳିବ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *