ବନ୍ଧୁଗଣ ଟି20 ବିଶ୍ଵ କପ୍ ରୁ ଭାରତୀୟ କ୍ରିକେଟ ଟିମ ବାହାରିବା ପରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ନିଜ କ୍ୟାପଟେନ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ହେଉଛନ୍ତି ରୋହିତ ଶର୍ମା । ରୋହିତ ହେଉଛନ୍ତି ଜଣେ ଦମଦାର ବ୍ୟାଟ୍ସମ୍ୟାନ । ସେ ଅନେକ ଥର ନିଜର ଦମଦାର ଖେଳ ଦେଖାଇ ଭାରତକୁ ଜିତାଇ ଛନ୍ତି ।
ଭାରତୀୟ 2020 ଟିମର କ୍ୟାପଟେନ ହେବା ପରେ ରୋହିତଙ୍କ କାନ୍ଧରେ ଏକ ବଡ ଦାୟିତ୍ଵ ଆସି ଯାଇଛି । ୧୭ ନଭେମ୍ବରରୁ ନ୍ୟୁଜଲାଣ୍ଡ ଓ ଭାରତ ମଧ୍ୟରେ ମୁକାବାଲା ଆରମ୍ଭ ହେବାକୁ ଯାଉଛି । ଏହି ମ୍ଯାଚରେ ଆପଣ ମାନେ ରୋହିତଙ୍କ ଭାରତର କ୍ୟାପଟେନ ରୂପେ ଦେଖିବାକୁ ପାଇବେ ଓ ଏବେ ଠାରୁ ରୋହିତ ଏହି ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ।
ଗତ କିଛି ସମୟ ହେବ ରୋହିତ ଭାରତୀୟ ଟିମର ପ୍ଲେୟିଙ୍ଗ ୧୧ର ଘୋଷଣା କରିଛନ୍ତି । ନ୍ୟୁଜଲାଣ୍ଡ ବି-ରୋ-ଧ-ରେ ଖେଳିବା ପାଇଁ ଏକ ଦମଦାର ଟିମ ରୋହିତ ପ୍ରସ୍ତୁତ କରିଛନ୍ତି । ବନ୍ଧୁଗଣ ଏହି ବର୍ଷ ନ୍ୟୁଜଲାଣ୍ଡ ସହ ହୋଇଥିବା ସମସ୍ତ ମୁକାବାଲାରେ ଭାରତ ହାରିଛି । ତେଣୁ ହାରର ବଦଲା ନେବା ପାଇଁ ରୋହିତ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୧୧ ଜଣ ଖେଳାଳିଙ୍କ ବିଷୟରେ ଯେଉଁ ମାନେ ନ୍ୟୁଜଲାଣ୍ଡ ବି-ରୋ-ଧ-ରେ ଖେଳିବେ ।
୧୭ ନଭେମ୍ବର ଠାରୁ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ମୁକାବାଲା ଆରମ୍ଭ ହେବାକୁ ଯାଉଛି । ଏଥିରେ ଭାରତୀୟ ଟିମ ନ୍ୟୁଜଲାଣ୍ଡ ସହ ତିନୋଟି ଟି୨୦ ମ୍ୟାଚ ଖେଳୁଥିବାର ନଜର ଆସିବ । ବିରାଟ କୋହିଲି ଭାରତୀୟ ଟି ୨୦ ମ୍ୟାଚର କ୍ୟାପଟେନସିପ ଛାଡି ଦେଇଛନ୍ତି ଓ ଏବେ ଭାରତୀୟ ଟି ୨୦ ର କ୍ୟାପଟେନ ହେଉଛନ୍ତି ରୋହିତ ଶର୍ମା । ରୋହିତ ନ୍ୟୁଜଲାଣ୍ଡକୁ ହରାଇବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ ସେ ପ୍ଲେୟିଙ୍ଗ ୧୧ର ଘୋଷଣା ମଧ୍ୟ କରିଛନ୍ତି ।
ତେବେ ନ୍ୟୁଜଲାଣ୍ଡ ସହ ହେବାକୁ ଯାଉଥିବା ମ୍ୟାଚରେ ସେ ଓପନର ଭାବେ ଖେଳିବେ । ଦ୍ଵିତୀୟରେ ସେ ଋତୁରାଜ ଗାୟକୱାଡଙ୍କୁ ଜାଗା ଦେଇଛନ୍ତି । ତୃତୀୟରେ ସେ କେ ଏଲ ରାହୁଲ ଙ୍କୁ ଜାଗା ଦେଇଛନ୍ତି । ଚତୁର୍ଥରେ ରୋହିତ ଶ୍ରେଷ୍ଟ ଆୟରଙ୍କୁ ରଖିଛନ୍ତି । ପଞ୍ଚମ ସ୍ଥାନରେ ରିସବ ପନ୍ତଙ୍କୁ ରଖା ଯାଇଛି । ଏହା ସହିତ ଭେଙ୍କେଟସ ଆୟର ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ଟିମରେ ରଖା ଯାଇଛି ।
ଭାରତୀୟ ଟିମରେ ଦିଗଜ ବୋଲର ରହିବେ ଭୁବନେଶ୍ଵର କୁମାର, ଦୀପକ ଚହର ଓ ମହମ୍ମଦ ସ୍ଵରାଜ । ରୋହିତ ଶର୍ମାଙ୍କ ଟିମ ସିଲେକ୍ସନକୁ ଦେଖି ଲାଗୁଛି ଏଥର ଭାରତୀୟ ଟିମ ନ୍ୟୁଜଲାଣ୍ଡକୁ ନିଶ୍ଚୟ ହରାଇବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।