T20 WC ହାରିବା ପରେ ବଦଲା ନେବା ପାଇଁ Rohit Sharma ବଦଳେଇ ଦେଲେ ପୁରା Playing 11, କିଛି ଦିଗ୍ଗଜ ଖେଳାଳି ହେଲେ ସାମିଲ

ବନ୍ଧୁଗଣ ଟି20 ବିଶ୍ଵ କପ୍ ରୁ ଭାରତୀୟ କ୍ରିକେଟ ଟିମ ବାହାରିବା ପରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି  ନିଜ କ୍ୟାପଟେନ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ହେଉଛନ୍ତି ରୋହିତ ଶର୍ମା । ରୋହିତ ହେଉଛନ୍ତି ଜଣେ ଦମଦାର ବ୍ୟାଟ୍ସମ୍ୟାନ । ସେ ଅନେକ ଥର ନିଜର ଦମଦାର ଖେଳ ଦେଖାଇ ଭାରତକୁ ଜିତାଇ ଛନ୍ତି ।

ଭାରତୀୟ 2020 ଟିମର କ୍ୟାପଟେନ ହେବା ପରେ ରୋହିତଙ୍କ କାନ୍ଧରେ ଏକ ବଡ ଦାୟିତ୍ଵ ଆସି ଯାଇଛି । ୧୭ ନଭେମ୍ବରରୁ ନ୍ୟୁଜଲାଣ୍ଡ ଓ ଭାରତ ମଧ୍ୟରେ ମୁକାବାଲା ଆରମ୍ଭ ହେବାକୁ ଯାଉଛି । ଏହି ମ୍ଯାଚରେ ଆପଣ ମାନେ ରୋହିତଙ୍କ ଭାରତର କ୍ୟାପଟେନ ରୂପେ ଦେଖିବାକୁ ପାଇବେ ଓ ଏବେ ଠାରୁ ରୋହିତ ଏହି ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ।

ଗତ କିଛି ସମୟ ହେବ ରୋହିତ ଭାରତୀୟ ଟିମର ପ୍ଲେୟିଙ୍ଗ ୧୧ର ଘୋଷଣା କରିଛନ୍ତି । ନ୍ୟୁଜଲାଣ୍ଡ ବି-ରୋ-ଧ-ରେ ଖେଳିବା ପାଇଁ ଏକ ଦମଦାର ଟିମ ରୋହିତ ପ୍ରସ୍ତୁତ କରିଛନ୍ତି । ବନ୍ଧୁଗଣ ଏହି ବର୍ଷ ନ୍ୟୁଜଲାଣ୍ଡ ସହ ହୋଇଥିବା ସମସ୍ତ ମୁକାବାଲାରେ ଭାରତ ହାରିଛି । ତେଣୁ ହାରର ବଦଲା ନେବା ପାଇଁ ରୋହିତ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୧୧ ଜଣ ଖେଳାଳିଙ୍କ ବିଷୟରେ ଯେଉଁ ମାନେ ନ୍ୟୁଜଲାଣ୍ଡ ବି-ରୋ-ଧ-ରେ ଖେଳିବେ ।

୧୭ ନଭେମ୍ବର ଠାରୁ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ମୁକାବାଲା ଆରମ୍ଭ ହେବାକୁ ଯାଉଛି । ଏଥିରେ ଭାରତୀୟ ଟିମ ନ୍ୟୁଜଲାଣ୍ଡ ସହ ତିନୋଟି ଟି୨୦ ମ୍ୟାଚ ଖେଳୁଥିବାର ନଜର ଆସିବ । ବିରାଟ କୋହିଲି ଭାରତୀୟ ଟି ୨୦ ମ୍ୟାଚର କ୍ୟାପଟେନସିପ ଛାଡି ଦେଇଛନ୍ତି ଓ ଏବେ ଭାରତୀୟ ଟି ୨୦ ର କ୍ୟାପଟେନ ହେଉଛନ୍ତି ରୋହିତ ଶର୍ମା । ରୋହିତ ନ୍ୟୁଜଲାଣ୍ଡକୁ ହରାଇବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ ସେ ପ୍ଲେୟିଙ୍ଗ ୧୧ର ଘୋଷଣା ମଧ୍ୟ କରିଛନ୍ତି ।

ତେବେ ନ୍ୟୁଜଲାଣ୍ଡ ସହ ହେବାକୁ ଯାଉଥିବା ମ୍ୟାଚରେ ସେ ଓପନର ଭାବେ ଖେଳିବେ । ଦ୍ଵିତୀୟରେ ସେ ଋତୁରାଜ ଗାୟକୱାଡଙ୍କୁ ଜାଗା ଦେଇଛନ୍ତି । ତୃତୀୟରେ ସେ କେ ଏଲ ରାହୁଲ ଙ୍କୁ ଜାଗା ଦେଇଛନ୍ତି । ଚତୁର୍ଥରେ ରୋହିତ ଶ୍ରେଷ୍ଟ ଆୟରଙ୍କୁ ରଖିଛନ୍ତି । ପଞ୍ଚମ ସ୍ଥାନରେ ରିସବ ପନ୍ତଙ୍କୁ ରଖା ଯାଇଛି । ଏହା ସହିତ ଭେଙ୍କେଟସ ଆୟର ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ଟିମରେ ରଖା ଯାଇଛି ।

 

ଭାରତୀୟ ଟିମରେ ଦିଗଜ ବୋଲର ରହିବେ ଭୁବନେଶ୍ଵର କୁମାର, ଦୀପକ ଚହର ଓ ମହମ୍ମଦ ସ୍ଵରାଜ । ରୋହିତ ଶର୍ମାଙ୍କ ଟିମ ସିଲେକ୍ସନକୁ ଦେଖି ଲାଗୁଛି ଏଥର ଭାରତୀୟ ଟିମ ନ୍ୟୁଜଲାଣ୍ଡକୁ ନିଶ୍ଚୟ ହରାଇବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *