ପ୍ରଥମ ଥର ପାଇଁ ଦେଖନ୍ତୁ Sabya ଓ Archita ଙ୍କ ରୋମାଣ୍ଟିକ ଟ୍ରିପ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏହି କଳାକାର ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିଗଜ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଦୁଇଜଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅନେକ ଫିଲ୍ମରେ ଏହି ଦୁଇଜଣ ଏକା ସହ ନଜର ଆସିଛନ୍ତି ଓ ଏହି ଦୁଇଜଣଙ୍କ ଯୋଡିକୁ ବି ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ସବ୍ୟ ଓ ଅର୍ଚ୍ଚିତା ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣ ଗତ କିଛି ବର୍ଷ ପର୍ଯ୍ୟନ୍ତ ଲଭ ରିଲେସନରେ ରହିବା ପରେ ଏହି ବର୍ଷ ରାଜସ୍ଥାନରେ ଏକ ରାଜକୀୟ ଢଙ୍ଗରେ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହରେ ଅନେକ ଦିଗଜ କଳାକାର ଓ ଭିଆଇପି ମାନେ ଯୋଗ ଦେଇଥିଲେ । ତେବେ ବିବାହ ପରେ ସବ୍ୟ ଓ ଅର୍ଚ୍ଚିତା ହନିମୁନ ପାଇଁ ଯାଇଥିଲେ ।

ହନିମୁନର କିଛି ଫଟୋ ଓ ଭିଡିଓ ଅର୍ଚ୍ଚିତା ତାଙ୍କ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ତେବେ ଏହି ଦୁଇଜଣ କିଭଳି ଭାବରେ ହନିମୁନ ଏଞ୍ଜୋଏ କରିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ହନିମୁନରେ ଏହି ଦୁଇଜଣ ବହୁତ ଖୁସିରେ ସହ ଏଞ୍ଜୋଏ କରିଛନ୍ତି ଯାହାର ଫଟୋ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଅର୍ଚ୍ଚିତା ହନିମୁନ ଯାଇଥିବା ବେଳେ ନିଜ ହୋଟେଲ ରୁମରେ ରହି କେତେକ ସର୍ଟ ଭିଡିଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ଅ-ପ-ଲୋ-ଡ କରିଥିଲେ ।

ଏମାନେ ତାଙ୍କ ହନିମୁନ କିଭଳି ଭାବରେ ଏଞ୍ଜୋଏ କରିଛନ୍ତି ତାହା ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ଓ ସବ୍ୟଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *