ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ପରେ ଶେଷ ହୋଇଗଲା ଏହି ଭାରତୀୟ କ୍ରିକେଟରଙ୍କ କ୍ୟାରିୟର, ଜାଣିଲେ ଆପଣଙ୍କୁ ବି ହେବ ଦୁଃଖ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଅନୁଷ୍ଠିତ ହେବାକୁ ଯାଉଥିବା ୩ ଟି ୱାଣ୍ଡେ ମ୍ୟାଚ ପାଇଁ ବଛା ଯାଇଥିବା ଭାରତୀୟ କ୍ରିକେଟ ଟିମ ବିଷୟରେ ବର୍ତ୍ତମାନ ଚାରିଆଡେ ଚର୍ଚା ଚାଲିଛି । ଏହି ନୂଆ ଟିମ ରେ ପୁଣି ଥରେ ଶିଖର ଧବନ, ଭୁବନେଶ୍ଵର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଛନ୍ତି ଯେଉଁମାନେ ଆଘାତ ଲାଗିବା କାରଣରୁ କିଛି ଦିନ ହେବ ଟିମର ଅଂଶ ହୋଇ ପାରି ନ ଥିଲେ ।

କିନ୍ତୁ ଏହା ମଧ୍ୟରେ ଟିମର ଅଂଶ ଥିବା କେତେକ ଖେଳାଳିଙ୍କୁ ଟିମରୁ ବାହାର କରି ଦିଆ ଯାଇଛି ଓ ସେହି ଖେଳାଳିମାନଙ୍କ ମଧ୍ୟରେ କେଦାର ଯାଦବଙ୍କ ନାଁ ବି ସାମିଲ ଅଛି । କହିବାକୁ ଗଲେ କେଦାର ଯାଦବ ଏକ ଭଲ ଅଲ ରାଉଣ୍ଡର ଅଟନ୍ତି । କିନ୍ତୁ ଟିମକୁ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଫେରି ଆସିବାରୁ ସେ ଟିମର ଅଂଶ ହୋଇ ପାରିଲେ ନାହିଁ ।

କହିବାକୁ ଗଲେ କେଦାର ଯାଦବ ଏକ ଭଲ ବୋଲର, ବ୍ୟାଟ୍ସମ୍ୟାନ ଅର୍ଥାତ ଅଲ ରାଉଣ୍ଡର ଅଟନ୍ତି । ଅନ୍ୟ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ବି ଏକ ଭଲ ଅଲ ରାଉଣ୍ଡର ଅଟନ୍ତି । ଏମିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମର ଅଂଶ ହେବାରୁ କେଦାର ଯାଦବ ଟିମର ଅଂଶ ରହିଲେ ନାହିଁ । ବର୍ତ୍ତମାନ ଦେଖିବାର ଅଛି କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଆସନ୍ତା ମ୍ୟାଚରେ କିପରି ରହୁଛି ।

Leave a Reply

Your email address will not be published. Required fields are marked *