ଏଠି ହନୁମାନ ମୂର୍ତ୍ତି ନେଉଛନ୍ତି ନିଶ୍ଵାସ, ମୂର୍ତ୍ତି ପାଖକୁ ଗଲା ପରେ ହୋଇଥାଏ ଆଉ ଏକ ଚମତ୍କାର

ଆଜି ଆମେ ଆପଣଙ୍କୁ ହନୁମାନଙ୍କର ଏକ ଏମିତି ମନ୍ଦିର ବିଷୟରେ କହିବୁ ଯେଉଁଠି ସେ ଜୀବିତ ରୂପରେ ବିରାଜମାନ ଅଛନ୍ତି । ଏହା ଏକମାତ୍ର ମନ୍ଦିର ଅଟେ ଯେଉଁ ସ୍ଥାନରେ ହନୁମାନ ଜୀବିତ ଅବସ୍ଥାରେ ଅଛନ୍ତି । କହିବାକୁ ଗଲେ ଉତ୍ତର ପ୍ରଦେଶର ଇଟାୱାରେ ଏକ ମନ୍ଦିରରେ ଏମିତି ଜୀବିତ ମୂର୍ତ୍ତି ଅଛି । ବର୍ତ୍ତମାନ ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସୁଥିବ କି ଏହା କେମିତି ସମ୍ଭବ ଅଟେ କି ତ୍ରେତୟା ଯୁଗର କୋଟି କୋଟି ବର୍ଷ ପରେ ବି ଏହି ଯୁଗରେ ରାମ ଭକ୍ତ ହନୁମାନ ଜୀବିତ ଅଛନ୍ତି ।

କିନ୍ତୁ ଯେତେବେଳେ ଆପଣ ସ୍ଵୟଂ ଏହି ସ୍ଥାନକୁ ଯାଇ ହନୁମାନଙ୍କ ମୂର୍ତ୍ତିକୁ ଦେଖିବେ ତେବେ ଆପଣଙ୍କୁ ନିଜ ଆଖି ଉପରେ ବିଶ୍ଵାସ ହେବ ନାହିଁ । କିନ୍ତୁ ଏହା ସତ୍ୟ ଅଟେ । କହିବାକୁ ଗଲେ ଏହି ମନ୍ଦିରରେ ବଜରଙ୍ଗବଲି ହନୁମାନଙ୍କ ମୂର୍ତ୍ତି ଲଗାତାର ନିଶ୍ଵାସ ନେଉଛନ୍ତି । ଭକ୍ତମାନଙ୍କ ଦ୍ଵାରା ଅର୍ପଣ କରାଯାଉଥିବା ଭୋଗକୁ ହନୁମାନ ବି ସେବନ କରୁଛନ୍ତି । ଯେମିତି ହିଁ କୌଣସି ଭକ୍ତ ହନୁମାନଙ୍କ ପାଟିରେ ପ୍ରସାଦକୁ ଦେଇଥାଏ ତେବେ ସଙ୍ଗେ ସଙ୍ଗେ ହନୁମାନ ସେହି ପ୍ରସାଦକୁ ସେବନ କରି ନିଅନ୍ତି ।

କହିବାକୁ ଗଲେ ସମସ୍ତ ପ୍ରକାରର ତର୍କ ଓ ବିଜ୍ଞାନର ପରିଭାଷା ଏହି ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ଫେଲ ହୋଇଯାଏ । ବୈଜ୍ଞାନିକମାନେ ସମସ୍ତ ପ୍ରକାରର ପରୀକ୍ଷଣ ଏହି ମୂର୍ତ୍ତି ଉପରେ କରିସାରିଛନ୍ତି । କିନ୍ତୁ ବୈଜ୍ଞାନିକମାନଙ୍କର ସମସ୍ତ ପ୍ରୟାସ ଫେଲ ହୋଇଯାଇଛି ଓ ହନୁମାନଙ୍କ ଏହି ମୂର୍ତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ରହସ୍ୟ ହୋଇ ରହି ଯାଇଛି ।

ଦେଶର କୋଣ ଅନୁକୋଣରୁ ଭକ୍ତମାନେ ହନୁମାନଙ୍କ ଏହି ମୂର୍ତ୍ତିର ଦର୍ଶନ ପାଇଁ ଇଟାୱାର ଘଞ୍ଚ ଜଙ୍ଗଲ ଓ ଖରାପ ରାସ୍ତା ଦେଇ ଏହି ମନ୍ଦିରକୁ ଆସିଥାନ୍ତି । ଅନ୍ୟ ଏକ ଚମତ୍କାର ବି ଏହି ମନ୍ଦିରରେ ହୋଇଥାଏ । କୁହାଯାଏ କି ଯଦି ହନୁମାନଙ୍କ ଚରଣକୁ ଛୁଇଁ ତାଙ୍କର ପାଟିରୁ ବାହାରୁଥିବା ପ୍ରସାଦକୁ ଯଦି ଆପଣ ନିଜ ପାଖରେ ରଖିଦେବେ ତେବେ ଭକ୍ତର ସମସ୍ତ ସମସ୍ୟା ଦୂର ହୋଇଯିବ । ଏହି କାରଣ ଅଟେ କି ଏତେ ଦୁର୍ଗମ ସ୍ଥାନ ହେବା ସତ୍ତ୍ୱେ ବଡ ବଡ ଷ୍ଟାର ବି ହନୁମାନଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥାଏ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *