ରାଶିଫଳ 15 ମାର୍ଚ୍ଚ 2020, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଖୋଲିଯିବ ଏହି ୫ଟି ରାଶିର ଉନ୍ନତିର ମାର୍ଗ, ହେବ ଧନଲାଭ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଜୋତିଷ ମାନଙ୍କ ଅନୁସାରେ ରାଶିରୁ ହିଁ ବ୍ୟକ୍ତିର ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜଣା ଯାଇଥାଏ । ଯେତବେଳେ ରାଶି ଭଲ ଥାଏ ସେତବେଳେ ବ୍ୟକ୍ତିଙ୍କର ଭଲ ସମୟ ଚାଲିଥାଏ କିନ୍ତୁ ଯେତବେଳେ ରାଶି ଖରାପ ହୋଇଯାଏ ବ୍ୟକ୍ତିଙ୍କର ଖରାପ ସମୟ ଚାଲିବା ଆରମ୍ଭ ହୋଇ ଯାଇଥାଏ । ରାଶି ଦ୍ଵାରା ମଧ୍ୟ ମଣିଷର ଭାଗ୍ୟ ବଦଳି ଥାଏ । ଆଜି ରବିବାର 15 ମାର୍ଚ୍ଚର ଦିନ ଆପଣଙ୍କ ପାଇଁ କେମିତି ରହିବ, ଆସନ୍ତୁ ଜାଣିବା ରାଶିଫଳ ଦ୍ଵାରା ।

ମେଷ

ଆଜି ଘର ପରିବାରର ଖୁସିକୁ ସବୁବେଳେ ରଖିବା ପାଇଁ ଆପଣଙ୍କର ଭାବନା ଭଲ କରିବାକୁ ହେବ । ଶରୀର ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ । ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ । ପ୍ରଭାବଶାଳୀ ଏବଂ ମହତ୍ବପୂର୍ଣ ଲୋକଙ୍କ ସହିତ ପରିଚୟ ବଢାଇବା ପାଇଁ ସାମାଜିକ ଗତିବିଧି ଭଲ ମୌକା ବୋଲି ପ୍ରମାଣିତ ହେବ । ଆଜି ସାଙ୍ଗଙ୍କ ସହିତ ସମୟ କାଟିବା ପାଇଁପସନ୍ଦ କରିବେ ।

ବୃଷ

ଆଜି ଆପଣଙ୍କ କ୍ୟାରିୟର ଏକ ନୂଆ ମୋଡ ନେବ ଏବଂ ଆପଣଙ୍କର ବାପା ମାଆଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ସାମାଜିକ ରୂପରେ ମାନ ସଂମ୍ମାନ ପ୍ରାପ୍ତ ହେବ । ଅପରିଚିତ ଲୋକଙ୍କ ଉପରେ ଭରଷା କରନ୍ତୁ ନାହିଁ । ବିଶ୍ଵାସର ସହିତ ସଂମ୍ଭାଳି ଆଗକୁ ବଢନ୍ତୁ । ପ୍ରୟୋଗରୁ ରକ୍ଷା ପାଆନ୍ତୁ । ନିଜ ସାଥିଙ୍କ ସହିତ ବାହାରକୁ ଯିବା ସମୟରେ ଠିକ ଭାବେ ବ୍ୟବହାର କରନ୍ତୁ ।

ମିଥୁନ

ଆଜି ସନ୍ଧ୍ୟାରେ ମନ୍ଦିରରେ ଘିଅ ଦୀପ ନିହାତି ଲଗାନ୍ତୁ, ଯାହାଦ୍ଵାରା ଆପଣଙ୍କର ସବୁ କଷ୍ଟ ଦୂର ହୋଇପାରେ । ଧାର୍ମିକ ସ୍ଥାନକୁ ଯିବା ଆପଣଙ୍କ ପାଇଁ ଭଲ ରହିବ । ସନ୍ତାନ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ହାଲାତ ଆପଣଙ୍କ ପକ୍ଷରେ ରହିବ । ଆପଣ ଏମିତି ଭାବେ ଧନ ଅର୍ଜନ କରିବେ କି, ଯାହା ବିଷୟରେ ଆପଣ ପ୍ରଥମରୁ ଭାବିବି ନଥିବେ । ନିଜ ଇଛାର ବିପରୀତ କାର୍ଯ୍ୟ ହେବାରୁ ଆପଣ ବହୁତ ରାଗିଯିବେ ।

କର୍କଟ

ଆଜି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ବଡ ସଫଳତା ମିଳିବାର ସମ୍ଭାବନା ରହିଛି । ସମ୍ପର୍କୀୟ ଙ୍କ ସହିତ କଳହ ହେବାର ଆଶଙ୍କା ଅଛି । ଧନ ଦେବା ନେବା ବା ପୁଞ୍ଜି ନିବେଶ କରିବା ସମୟରେ ଧ୍ୟାନ ରଖନ୍ତୁ । ହେଇ ପାରେ ଆପାନଙ୍କୁ ଭୌତିକ ସୁଖ ତ ମିଳିଥାଏ କିନ୍ତୁ ଆତ୍ମିକ ସନ୍ତୁଷ୍ଟ ମିଳିନଥାଏ । ଆଜି ଟିକେ ଆଳସ ଆପଣଙ୍କୁ ପୁଣି ଠାରେ ଚିନ୍ତାରେ ପକାଇପାରେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ କଠିନ ଅଛି ।

ସିଂହ

ଆଜି କୌଣସି ମହତ୍ବପୂର୍ଣ କାମ କରିବା ସମୟରେ ହଳଦିଆ ବସ୍ତ୍ର ପିନ୍ଧିଲେ ଲାଭ ହେବ । ଆପଣଙ୍କ ବ୍ୟବହାରରେ ରାଗ ଦେଖିବାକୁ ମିଳିବ । କୌଣସି ବ୍ୟକ୍ତି ଦ୍ଵାରା ଆପଣଙ୍କ ସହିତ ଧୋକା ହୋଇପାରେ । ସକାଳୁ ଉଠି ସବୁଠାରୁ ପ୍ରଥମେ ମାତା ରାଣୀଙ୍କର ଆରାଧନା କରି ଦିନର ଆରମ୍ଭ କଲେ ଆପଣଙ୍କୁ ଲାଭ ହେବ । ଆଜି ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ । ମାଆଙ୍କ ପାଖରୁ ଲାଭ ହେବ ।

କନ୍ୟା

ଆଜି ଚାକିରି ଏବଂ ବେପାର କିଛି ମାମଲାରେ ଭାଗ କରି ପାରନ୍ତି । ଭାବିଥିବା କାମକୁ ପୁରା କରିବା ପାଇଁ ଯୋଗ କରାଯାଉଛି । ଖୁଶିର ଅବସର ମିଳିପାରେ । ନିଜର ସବୁ କ୍ଷମତାକୁ ଆହୁରି ଭଲ କରିବା ପାଇଁ ଚେଷ୍ଟା କରନ୍ତୁ । ଅଟକି ଥିବା କାମ ସଂପର୍ଣ୍ଣ ହେବ । କିଛି କିଣିବା ପୂର୍ବରୁ ସେହି ଜିନିଷର ବ୍ୟବହାର କରନ୍ତୁ, ଯାହା ପ୍ରଥମରୁ ଆପଣଙ୍କ ପାଖରେ ଅଛି । ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଆର୍ଥିକ ରୂପେ ଲାଭ ହେବ ।

ତୁଳା

ଆଜି ଆପଣଙ୍କ ଯଶରେ ବୃଦ୍ଧି ହେବ । ବେପାରରେ ଲାଭ ହେବ । କାହା କଥାରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆସୁଥିବା ସମୟ ଆପଣଙ୍କୁ କିଛି ନୂଆ କରି ଜୀବ । ସଫଳତା ଆପଣଙ୍କୁ ଅପେକ୍ଷା କରିଛି । ତରତର ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯେମିତି କି ଆପଣଙ୍କୁ ଜୀବନରେ କ୍ଷତି ସହିବାକୁ ନ ପଡେ । ପାର୍ଟନର ପାଇଁ ଆପଣଙ୍କ ଇଜ୍ଜତ ଆହୂୟ ବଢିପାରେ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିବ ।

ବିଛା

ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନିଜର ଭଲପାଇବା ବା ସହଯୋଗୀ ମିଳିବେ । ଟେକନିକ ବା ସାହିତ୍ୟ କ୍ଷେତ୍ରରେ ନୂଆ ପରିଚୟ ମିଳିବ । ଅର୍ଥ ମାମଲାରେ ଉର୍ଣ୍ଣତ ରହିବ । ଆଜି ମିଛ କୁହନ୍ତୁ ନାହିଁ କାରଣ ଏହା ଆପଣଙ୍କ ପ୍ରେମ ସଂବନ୍ଧକୂ ବିଗାଡେଇ ପାରେ । ଯଦି ଆପଣ କିନାକିଣି କରିବା ପାଇଁ ବାହାରିଛନ୍ତି, ତାହେଲେ କିଛି ଭଲ ପୋଷାକ ନେଇ ପାରିବେ ।

ଧନୁ

ଆଜି ଆପଣଙ୍କର ବୈବାହିକ ଜୀବନ ସହିତ ନିଜ କ୍ୟାରିୟରକୁ ଅଣଦେଖା କରନ୍ତୁ ନାହିଁ, ଏହି ଦୁଇଟିକୁ ଆପଣଙ୍କର ଦେଖାଶୁଣା ର ଆବଶ୍ୟକ ଅଛି । ଆପଣଙ୍କୁ କିଛି ମହତ୍ବପୂର୍ଣ ନିର୍ନୟ ନେବାକୁ ହେବ ଯେଉଁ ସମୟରେ ଆପଣଙ୍କୁ ବିଚଳିତ ର ସାମନା କରିବାକୁ ପଡିପାରେ । ଅତିଥିଙ୍କ ଆଗମନ ହେବ । ପାରିବାରିକ ସୁଖ ଭୋଗିବାର ସମୟ ଆସିଯାଇଛି ।

ମକର

ଆଜି ଦାୟିତ୍ୱହୀନ ଲୋକଙ୍କ ସହିତ ଅଧିକ ନିକଟତର ହୁଅନ୍ତୁ ନାହିଁ ଅନ୍ୟଥା କ୍ଷତି ସହିବାକୁ ପଡିବ । ଯଦି ଆପଣ କୌଣସି ବି ନୂଆ କାମର ଆରମ୍ଭ କରିଛନ୍ତି ତାହେଲେ ସେଥିରେ ଆପଣ ମନ ଲଗାଇ କାମ କରନ୍ତୁ । ମୋବାଇଲ ଫୋନ ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରେ । ଏହାର ଅଧିକ ବ୍ୟବହାର କରନ୍ତୁ ନାହିଁ । ଆଜି ସାବଧାନର ସହିତ ନେବେଶ କରନ୍ତି । ସମ୍ପର୍କୀୟ ଏବଂ ସାଙ୍ଗଙ୍କ ପାଖରୁ ହଠାତ ଉପହାର ମିଳିବ । କୌଣସି ରମଣୀୟ ସ୍ଥାନରେ ପ୍ରବେଶ କରି ପାରନ୍ତି ।

କୁମ୍ଭ

ଆଜି ସତ ଭଲପାଇବା ମିଳିବାର ମହାସଂଯୋଗ ରହିଛି । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ କୌଣସି ଗରିବକୁ ଖାଇବାକୁ ଦିଅନ୍ତୁ । ବଡ ରୁ ବଡ କଠିନ ସହଜ ହୋଇଯିବ ମାତା ରାଣୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁଠାରୁ ଅଧିକ ରହିବ । କୌଣସି ଭଲ ନୂଆ ବିଚାର ଆପଣଙ୍କୁ ଆର୍ଥିକ ଅବସ୍ଥାରେ ଫାଇଦା ଦେବ । ପରିବାରର ସଦସ୍ୟଙ୍କ ଭିତରେ ମତଭେଦ ହୋଇପାରେ, ଝଗଡା ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ମୀନ

ଆଜି ବହୁତ ବୁଝି ବିଚାରୀ କାମ କରନ୍ତୁ, କୌଣସି ବି ପ୍ରକାରର ବିବାଦ ଆପଣଙ୍କ ପାଇଁ ଖରାପ ହେବ ନାହିଁ । ଭଲପାଇବା କ୍ଷେତ୍ରରେ କଠୋର ବ୍ୟବହାର ପାଇଁ କ୍ଷମା ମାଗିନେବା ଉଚିତ । କାର୍ଯ୍ୟ ସବନ୍ଧୀୟ ନୂଆ ବିଚାର ଆସିବ । ପଇସା ସହିତ ଯୋଡି ହୋଇଥିବା ସବୁ ସମସ୍ୟା ଦୂର ହୋଇଯିବ ଏବଂ ଘରେ ଖୁସି ରହିବ । ସମ୍ପର୍କୀୟ ଆପଣଙ୍କର ଉଦାର ସ୍ଵଭାବର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ । ସବୁଦିନର ରାଶିଫଳ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *