Vastu Tips- ମରିଗଲେ ବି ଗୁରୁବାର ଦିନ ଏହି ତିନୋଟି କାମ ଭୁଲରେ ବି କରିବେ ନାହିଁ, ପୁରା ପରିବାର ଉପରେ ଆସିଥାଏ ମହାସଙ୍କଟ

ନମସ୍କାର ବନ୍ଧୁଗଣ ମାନ୍ୟତା ଅଛି କି ଯେଉଁ ବ୍ୟକ୍ତି ଉପରେ ଗୁରୁଗ୍ରହ ମଜବୁତ ରୁହେ ସେହି ବ୍ୟକ୍ତି ର ଏବଂ ତା ଭାଗ୍ୟ ର କେହି କିଛି ବି କରି ପାରିବେ ନାହିଁ । ସେ ସବୁ କ୍ଷେତ୍ରରେ ସମୃଦ୍ଧି ଦେଖିଥାଏ । ଧନ ମାମଲାରେ ସେ ସର୍ଵଦା ବିଜୟ ରୁହେ । ଏବଂ ଯେ କୌଣସି କାର୍ଯ୍ୟ ରେ ସେ ହାତ ମାରିଲେ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ସଫଳତା ମଧ୍ୟ ମିଳେ । କିନ୍ତୁ ଆପଣ କିଛି କାମ ଏଭଳି ଅଛି ଯାହାକୁ ଗୁରୁବାର ଦିନ ଭୁଲରେ ବି କରିବା ଉଚିତ ନୁହେଁ ।

ଏହା କଲେ ଆପଣଙ୍କ ଗୁରୁ ଗ୍ରହ ଦୁର୍ବଳ ହୋଇଯାଏ । ଯଦ୍ବାରା ଆପଣ ଙ୍କୁ ଅନେକ ଅସୁବିଧା ଏବଂ ଦୁଃଖ ର ସାମ୍ନା କରିବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିନେବା କି ଗୁରୁବାର ଦିନ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ।

ଯଦି ଆପଣ ଗୁରୁବାର ଦିନ ଏହି କାର୍ଯ୍ୟ ଗୁଡିକ କରନ୍ତି ତେବେ ଆପଣଙ୍କ ବୈବାହିକ ଜୀଵନ ସୁଖ ମୟ ରୁହେ ନାହିଁ । ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ସର୍ଵଦା ଝଗଡା ହୋଇଥାଏ । ଛୋଟ ଛୋଟ କଥାରେ ଯୁକ୍ତିତର୍କ ହୋଇ ବିରାଟ ରୂପ ନେଇ ଯାଏ ଏବଂ ପ୍ରେମ କ୍ରୋଧ ରେ ପରିଣତ ହୋଇଯାଏ । ନଚେତ ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କିନ୍ତୁ ସର୍ଵଦା ଆପଣଂକୁ ଅସଫଳତା ର ସାମ୍ନା କରିବାକୁ ପଡିଥାଏ । ଧନ ପ୍ରାପ୍ତ ହୁଏ ନାହିଁ । ତେବେ ଆସନ୍ତୁ ସେ କାର୍ଯ୍ୟ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ରେ ହେଉଛି ଯଦି ଗୁରୁବାର ଦିନ ଘରର ମହିଳା କେଶ ଧୁଆନ୍ତି କିମ୍ବା ନଖ,ଦାଢ଼ି,କିମ୍ବା କେଶ କାଟନ୍ତି ତେବେ ଏଥିରେ ଗୁରୁଗ୍ରହ ବହୁତ ଅଧିକ କ୍ରୋଧ କରିଥାନ୍ତି ଏବଂ ଏହା କଲେ ରାହୁର ପ୍ରସନ୍ନତା ଦେଖିବାକୁ ମିଳିଥାଏ । ଏହା ଦ୍ୱାରା ଆପଣ ଙ୍କ ର ସମସ୍ତ କାର୍ଯ୍ୟ ଖରାପ ହୋଇ ଯାଏ । ଏବଂ ସର୍ଵଦା ନିରାଶ ହିଁ ଦେଖିବାକୁ ମିଳିଥାଏ । ସେଥିପାଇଁ ଗୁରୁବାର ଦିନ କେଶ ଧୋଇବା କିମ୍ବା ନଖ ଆଦି କାଟିବା ଉଚିତ ନୁହେଁ ।

୨- ଦ୍ଵିତୀୟ ରେ ହେଉଛି ଗୁରୁବାର ଦିନ କେବେବି କୌଣସି ବ୍ୟକ୍ତି କୁ ମଧ୍ୟ ଟଙ୍କା ଉଧାର ଦିଅନ୍ତୁ ନାହିଁ । ଏହା କଲେ ବହୁତ କ୍ଷତି ମଧ୍ୟ ହୋଇଥାଏ । ଗୁରୁବାର ଦିନ ଉଧାର ନେବା ଏବଂ ଦେବା ଉଚିତ ନୁହେଁ ଏଥିରେ ମାତା କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି ଏବଂ ଆପଣ ମାନେ କାଙ୍ଗାଳ ମଧ୍ୟ ହୋଇ ଯାଆନ୍ତି । ତେଣୁ କେବେବି ଗୁରୁବାର ଦିନ ଉଧାର ଦିଅନ୍ତୁ ନାହିଁ ।

୩- ତୃତୀୟ କଥା ହେଉଛି ଗୁରୁବାର ଦିନ ଘର ପୋଛିବା ଶାସ୍ତ୍ର ରେ ଗୁରୁବାର ଦିନ ଘର ପୋଛିବା ମନା କରାଯାଇଛି । କାରଣ ଏପରି କରିବା ଦ୍ୱାରା ବାସ୍ତୁ ଦୋଷ କିମ୍ବା କୌଣସି ଦୁ-ର୍ଘ-ଟ-ଣା ତଥା ନ-କ-ରା-ତ୍ମ-କ ଶକ୍ତି କୁ ନିମନ୍ତ୍ରଣ ଦେଲାଭଳି ହୋଇଥାଏ ତେଣୁ ଗୁରୁବାର ଦିନ ଘର ପୋଛିବା ଉଚିତ ନୁହେଁ ।

୪- ଚତୁର୍ଥ ରେ ହେଉଛି ଗୁରୁବାର ଦିନ ଘରର ମହିଳା ମାନଙ୍କ ସହିତ ଝଗଡା କରିବା ଉଚିତ ନୁହେଁ ଜାରଣ ଘରର ମହିଳା ମାନଂକୁ ହିଁ ଘରର ଲକ୍ଷ୍ମୀ କୁହନ୍ତି ତେଣୁ ସେମାନଙ୍କ ସହ ଝଗଡା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘରେ ଧନ ଦୌଲତ କିଛି ରହିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *