ବିବାହିତା ମହିଳା ମାନେ ଭୁଲ ରେ ବି ଖାକୁ ଦିଅନ୍ତୁ ନାହିଁ ଏହି 5 ଟି ଜିନିଷ, ସ୍ବାମୀଙ୍କ ଉପରକୁ ମାଡି ଆସେ ସଙ୍କଟ- Chanakya Niti

ବନ୍ଧୁଗଣ ହିନ୍ଦୁଧର୍ମରେ ଘରର ସ୍ତ୍ରୀଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । କୁହାଯାଏ ଯେଉଁ ଘରେ ସ୍ତ୍ରୀଙ୍କର ସମ୍ମାନ କରାଯାଏ ନାହିଁ ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କ ବାସ ରହିନଥାଏ । ବନ୍ଧୁଗଣ ଗୋଟେ ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ ବା ନର୍କରେ ପରିଣତ କରିଦେବ । ଘରର ସମସ୍ତ ସୁଖ ସମୃଦ୍ଧି ସ୍ତ୍ରୀ ମାନଙ୍କ ଉପରେ ନିର୍ଭର ରହିଥାଏ । ବନ୍ଧୁଗଣ ହିନ୍ଦୁଶାସ୍ତ୍ରରେ ଘରର ସ୍ତ୍ରୀ ମାନଙ୍କ ବିଷୟରେ କିଛି ବିଶେଷ କଥା କୁହାଯାଇଛି ।

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଘରର ସ୍ତ୍ରୀ ମାନଙ୍କୁ ଅନ୍ୟ କୌଣସି ସ୍ତ୍ରୀକୁ ଦେବା ଉଚିତ ନୁହେଁ । ଯଦି ଘରର ସ୍ତ୍ରୀ ମାନେ ଏହି ସବୁ ଜିନିଷ ଗୁଡିକୁ ଅନ୍ୟ କୌଣସି ମହିଳାଙ୍କୁ ଦେବେ ତା ହେଲେ ସେହି ମହିଳାଙ୍କ ପରିବାରରେ ଅନେକ ଅଶୁଭ ପ୍ରଭାବ ପଡିଥାଏ ।

ଏହା ସହିତ ଏହି ଘରର ସ୍ତ୍ରୀ ମାନଙ୍କ ପରିବାରରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇ ପାରେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ବିଶେଷ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଘରର ସ୍ତ୍ରୀ ମାନଙ୍କୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ସବୁ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ମଙ୍ଗଳସୂତ୍ର । ବିବାହିତ ସ୍ତ୍ରୀ ମାନଙ୍କ ପାଇଁ ମଙ୍ଗଳସୂତ୍ରର ବହୁତ ବଡ ମହତ୍ଵ ରହିଥାଏ । ତେଣୁ ବନ୍ଧୁଗଣ ବିବାହିତ ସ୍ତ୍ରୀ ମାନଙ୍କୁ ନିଜ ମଙ୍ଗଳସୂତ୍ର ଅନ୍ୟ କୌଣସି ସ୍ତ୍ରୀଙ୍କୁ ଦେବା ଉଚିତ ନୁହେଁ । ସ୍ତ୍ରୀ ମାନଙ୍କର ଏହି ଭୁଲ ପାଇଁ ତାଙ୍କ ସ୍ଵାମୀ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ସିନ୍ଦୁର । ବନ୍ଧୁଗଣ ସମସ୍ତ ବିବାହିତ ମହିଳା ମାନଙ୍କ ପାଇଁ ସିନ୍ଦୁରର ଏକ ବିଶେଷ ମହତ୍ଵ ରହିଥାଏ । ବହୁତ ଥର ଘର ପରିବାରରେ ଥିବା ସ୍ତ୍ରୀ ମାନେ ନିଜ ପରିବାରର ମହିଳା ମାନଙ୍କୁ ମଥା ଭରିବା ପାଇଁ ସିନ୍ଦୁର ଦେଇଥାନ୍ତି । ହେଲେ ବନ୍ଧୁଗଣ ଏହା ବହୁତ ଅଶୁଭ ହୋଇଥାଏ । କୌଣସି ସ୍ତ୍ରୀଙ୍କୁ ନିଜ ସିନ୍ଦୁର ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କ ପରିବାରରେ କଳହ ଆଦି ସମସ୍ୟା କଗିରହିଥାଏ । ବନ୍ଧୁଗଣ ସମସ୍ତ ସ୍ତ୍ରୀଙ୍କୁ ସ୍ନାନ କରିବା ପରେ ମଥାରେ ସିନ୍ଦୁର ଲଗାଇବା ଉଚିତ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି କଜଳ । ହିନ୍ଦୁଶାସ୍ତ୍ର ଅନୁସାରେ କୌଣସି ବିବାହିତ ମହିଳାଙ୍କୁ ନିଜ କଜଳ ଅନ୍ୟ କୌଣସି ମହିଳାକୁ ଦେବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସ୍ଵାମୀଙ୍କ ପ୍ରେମ ସ୍ତ୍ରୀ ପ୍ରତି କମିଯାଇଥାଏ । ତେଣୁ ବନ୍ଧୁଗଣ ସମସ୍ତ ସ୍ତ୍ରୀ ମାନଙ୍କୁ ଏହି ସବୁ ବିଶେଷ କଥା ଗୁଡିକର ଧ୍ୟାନ ରଖିବା ନିହାତି ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *