ଡେଲିଭରି ବୟଙ୍କ ଗୁମର ଖୋଲିଦେଲେ ତାଙ୍କ ପତ୍ନୀ, କହିଲେ କିଛି ଏମିତି ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ଗଣ, କିଛି ଦିନ ପୂର୍ବରୁ ସ୍ଵୀଗୀ ଡେଲିଭରୀ ବୟ ଙ୍କ ଅ-ପ-ହ-ର-ଣ ଘ-ଟ-ଣା ପୋଲିସ ଙ୍କ ମୁ-ଣ୍ଡ ବ୍ୟ-ଥା ର କାରଣ ପାଲଟି ଥିଲା । ତଦନ୍ତ ପରେ ବର୍ତ୍ତମାନ ସଂପୂର୍ଣ୍ଣ ସତ୍ୟତା ସାମ୍ନା କୁ ଆସିଅଛି । ଡେଲିଭରି ବୟ ଅ-ପ-ହ-ର-ଣର ନାଟକ ଭି-ଆ-ଇ ଥିଲେ । ଆସନ୍ତୁ ଜାଣିବା ବର୍ତ୍ତମାନ ତାଙ୍କ ସ୍ତ୍ରୀ ଏବଂ ନ୍ଯୁଜ ରିପୋର୍ଟର ଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଅଛି ? ପତିତ ପାବନ ଙ୍କ ସ୍ତ୍ରୀ ନ୍ଯୁଜ ରିପୋର୍ଟର ଙ୍କୁ ଫୋନ ମାଧ୍ୟମରେ କହିଛନ୍ତି ଯେ, ମୁଁ ମୋ ସ୍ଵାମୀ ଙ୍କୁ ପଚାରିବି ଯେ, ତୁ ମୋ ସାଙ୍ଗେ ଏଭଳି କଣ ପାଇଁ କରିଲୁ ?

ମୋର ଜୀବନ ନଷ୍ଟ କଣ ପାଇଁ କରିଲୁ ? ଯଦି ତୋ ମନରେ ଆଉ କିଏ ଥିଲା ତେବେ ମତେ ପଚାରିଲୁନି କଣ ପାଇଁ ? ମୁଁ ଗୋଟିଏ ଛୋଟ ପିଲାଟା ମୋ ଜୀବନ ତୁ କଣ ପାଇଁ ନ-ଷ୍ଟ କରିଲୁ ? ଯଦି ତୋର ମନରେ ଆଉ କେହି ଥିଲା ତେବେ ମୋର ଜୀବନକୁ ତୁ କାହିଁକି ନ-ଷ୍ଟ କରିଲୁ ? ନ୍ଯୁଜ ରିପୋର୍ଟର ବାବୁ ପଚାରିଥିଲେ ଏହା କଣ ଆପଣଙ୍କର ପ୍ରେମ ବିବାହ ଥିଲା ନା କଣ ? ପତିତ ପାବନ ଙ୍କ ସ୍ତ୍ରୀ କହିଥିଲେ ଯେ ଆଜ୍ଞା ହଁ ପ୍ରେମ ବିବାହ ଥିଲା ।

ପୋଲିସ ବାବୁ କହିଲେ ଆପଣଙ୍କ ସ୍ଵାମୀ ଯେଉଁ ଝିଅ ସହିତ ଅଛନ୍ତି ତାଙ୍କ ବାପା ଥାନା ରେ ଅ-ଭି-ଯୋ-ଗ କରିଛନ୍ତି ଯେ ପତିତ ପାବନ ତାଙ୍କ ଝିଅ କୁ ଅ-ପ-ହ-ର-ଣ କରି ନେଇ ଯାଇଛନ୍ତି । ମାତ୍ର ପତିତ ପାବନ ଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ଏଥିରେ ସଂପୂର୍ଣ୍ଣ ତାଙ୍କ ଝିଅ ର ବାପା ର ହାତ ଅଛି । ତାଙ୍କ ଗାଁ ଲୋକଙ୍କର ମଧ୍ୟ କିଛି ହାତ ଅଛି । ମାତ୍ର ମୋ ଅନୁମାନ ରେ ସେ ଝିଅ ର ମଧ୍ୟ ଏଥିରେ ହାତ ଅଛି କାରଣ ଝିଅ ଟି ଜାଣିଥିଲା ଯେ ମୋ ସ୍ଵାମୀ ମତେ ବିବାହ କରିଛନ୍ତି ।

ଜାଣିଶୁଣି କଣ ପାଇଁ ତାଙ୍କ ସହିତ ସମ୍ପର୍କ ରେ ରହୁଥିଲା ? ଆମ୍ଭର ଛାଡପତ୍ର ନ ହେଲେ କିଭଳି ସେ ଝିଅ ଏଠାକୁ ଆସିବ ? ମାତ୍ର ପୋଲିସ ବାବୁ କୁହନ୍ତି ଯଦି ଝିଅ ର ଦୋ-ଷ ନାଟକ କରୁଅଛି ତେବେ ଆପଣଙ୍କ ସ୍ଵାମୀ କଣ ନାଟକ ଭି-ଆ-ଇ ନାହାଁନ୍ତି ? ପତିତ ପାବନ ଙ୍କ ସ୍ତ୍ରୀ କହିଲେ ଯେ ମୁଁ ଏ ସବୁ ବିବାହ ପରେ ଜାଣିଲି । ମତେ ମୋ ସ୍ଵାମୀ କହିଲେ ମୁଁ ଜଣଙ୍କୁ ଭଲ ପାଉଥିଲି ମାତ୍ର ସେ ନାନା ଭଳି ହେବେ, ସେ ମୋତେ ଭଲ ପାଉଥିଲେ ମୁଁ ତାଙ୍କୁ ଭଲପାଉନଥିଲି ।

ଏଥିପାଇଁ ମୁଁ ତତେ ବିବାହ କରିଲି । ଏପରି ସବୁ କଥା କହି ମୋ ସ୍ଵାମୀ ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ମୋ ସହିତ ରହିଲେ ଏହିଭଳି କହିଛନ୍ତି ପତିତ ପାବନ ଙ୍କ ସ୍ତ୍ରୀ । ମାତ୍ର ମୁଁ ଏ ସବୁ ସମ୍ବନ୍ଧରେ ବେସୀ କିଛି ଜାଣି ନଥିଲି । ବର୍ତ୍ତମାନ ସେ ମଧ୍ୟପ୍ରଦେଶ ରେ ଝିଅ କୁ ଧ-ରି ବୁଲୁଛି ବୋଲି କହିଲେ ନ୍ଯୁଜ ରିପୋର୍ଟର । କିନ୍ତୁ ପତିତ ପାବନ ଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ମୋ ସ୍ଵାମୀ ମୋ ପାଖକୁ ଆସନ୍ତୁ ।

ତାଙ୍କୁ ଫ-ସେ-ଇ ଦିଆ ହୋଇଛି । ପୋଲିସ ଙ୍କ କହିବା ଅନୁଯାୟୀ ଆପଣଙ୍କୁ ଭଲପାଇ ବିବାହ କରିଛନ୍ତି, ସେ କଣ ଏହିଭଳି ବହୁତ ଝିଅ ଙ୍କ ସହିତ କରନ୍ତି ? ଏହା ପରେ ପତିତ ପାବନ ଙ୍କ ସ୍ତ୍ରୀ କହିଲେ ସାର ହେଇଥିବ ସେ ଧୋ-କା ଦେଉଥିବେ ମୁଁ ଜାଣିନି । ବନ୍ଧୁଗଣ ଏହି ସଂପୂର୍ଣ୍ଣ ଘଟଣା କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *