ମୁଣ୍ଡିଆ ମାରି Aeroplane ରେ ବସି ଗୁଜୁରାଟ ଗଲା ଅଭିଯୁକ୍ତ Gopal Das, ରହିଛି ଏହି ବଡ କାରଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଣ୍ଡିଆ ମ-ଆରି ବିମାନରେ ଗୁଜୁରାଟ ଗଲା ଗୋପାଳ ଦାସ । ତେବେ ବହୁ ଚର୍ଚିତ କ୍ଯାବିନେଟ ତଥା ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ gulimada କରିଥିବା ଅଭିଯୋଗରେ ଗୋପାଳ ଦାସଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରଯାଇଥିଲା । ତେବେ ବହିସ୍କୃତ ଗୋପାଳ ଦାସକୁ ମନ୍ତ୍ରୀଙ୍କୁ guli mada କରାଯାଇଥିବା ଘଟଣା ସ୍ତଳରେ ହିଁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ କାବୁ କରି ଧରାଯାଇପାରିଥିଲା ।

ତେବେ ଘଟଣା ସ୍ତଳରୁ ଗୋପାଳକୁ ଧରି ଝାରସୁଗୁଡା ବିମାନ ବନ୍ଦର ଥାନାରେ ଆଣି ରଖା ଯାଇଥିଲା । ତେବେ ସେଠାରେ ଗୋପାଳ ଦାସକୁ ରଖି ମନ୍ତ୍ରୀ ନବ ଦାସ ହତୟଆ ସମ୍ପର୍କରେ ପଚରା ଉଚରା କରାଯାଉଥିଲା । ତେବେ ସୂଚନା ମୁତାବକ ଗତ କାଲି ଫେବୃଆରି ୮ ତାରିଖ ଦିନ ଗୋପାଳ ଦାସକୁ ଗୁଜୁରାଟ ନିଆ ଯାଇଛି । ତେବେ ଗୁଜୁରାଟ ଠାରେ ଗୋପାଳ ଦାସ ଉପରେ ଆହୁରି କଡା ତଦନ୍ତ କରି ସମସ୍ତ ମନ୍ତ୍ରୀ ନବ ଦାସ ହତୟଆ ସମ୍ପର୍କିତ ତଥ୍ୟ ଗୋପାଳ ଦାସ ମୁହଁରୁ ବାହାର କରାଯାଇପାରିବ ।

ତେବେ କ୍ର-ଆ ଇ-ମ ବ୍ରାଞ୍ଚ ଟିମର ସଦସ୍ୟଙ୍କ ସହିତ ଅଭିଯୁକ୍ତ ବହିସ୍କୃତଗୋପାଳ ଦାସକୁ ବିମାନ ଯୋଗେ ଗୁଜୁରାଟ ନିଆ ଯାଉଛି । ତେବେ ପୁରା କଡାକଡି ସହ ଗୋପାଳକୁ ପୋଲିସ ଅଧୀନରେ ରଖି ଏୟାରପୋର୍ଟରେ ପହଞ୍ଚିଥିଲେ । ତାପରେ ଏୟାରପୋର୍ଟ ଠାରେ ସବୁ ଚେକ କରି ସାରି ବିମାନ ଉପରକୁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଓ ଗୋପାଳ ଦାସ ଚଢିଥିଲେ । ତେବେ ଯେତେବେଳେ ଗୋପାଳ ଦାସ ବିମାନ ଉପରକୁ ଚଢିଥିଲା ।

ସେଠାରେ ଗୋପାଳ ବିମାନ ଉପରକୁ ଚଢିବା ପୂର୍ବରୁ ହିଁ ଆଗେ ବିମାନକୁ ମୁଣ୍ଡିଆ ମ-ଆରିଥିଲା । ତାପରେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ସହ ବିମାନ ଉପରକୁ ଯାଇଥିଲା । ତାପରେ ସେଠାରେ ଗୋପାଳ ଦାସ ବିମାନ ଯୋଗେ ଗୁଜୁରାଟ ଯାଇଥିଲା । ତେବେ ଗୁଜୁରାଟ ଗଲା ପରେ ଗୋପାଳ ଦାସ ଉପରେ ବିଭିନ୍ନ ପ୍ରକାର ଅନୁଧ୍ୟାନ କରି ତଦନ୍ତ ଆରମ୍ଭ ହୋଇଯିବ ।

ତେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ମ-ଆରିବା ପଛରେ ଥିବା ଅସଲ ଷ-ଅଡ-ଯ-ଅନ୍ତ୍ରକୁ ମଧ୍ୟ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଖୋଜିବାରେ ସଫଳ ହୋଇପାରିବ ବୋଲି ଆଶା ରହୁଛି । ଏହା ସହିତ ମନ୍ତ୍ରୀ ନବ ଦାସ ହତୟଆ ସମ୍ପର୍କିତ ତଥ୍ୟ ଉପରେ ଥିବା ପରଦା ମଧ୍ୟ ଉଠିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *