ଗୁଜୁରାଟରେ ସବୁ ସତ ଓଗାଳିବ Gopal Das, ଖୋଲିବା ମନ୍ତ୍ରୀ Naba Das ଙ୍କ ମୃତ୍ୟୁ ରହସ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏୟାରପୋର୍ଟ ଯୋଗେ ଗୁଜୁରାଟ ଯିବ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତୟଆ ଘଟଣାର ସମ୍ପୃକ୍ତ ଅଭିଯୁକ୍ତ ଗୋପାଳ ଦାସ । ତେବେ ସୂଚନା ମୁତାବକ ନାର୍କୋ ଟେଷ୍ଟ କରିବା ପାଇଁ ଗୋପାଳକୁ ଗୁଜୁରାଟ ନିଆଯାଉଛି । ତେବେ ସୂଚନା ଅନୁସାରେ ହୁଏତ ଗୁଜୁରାଟ ଠାରେ ନାର୍କୋ ଟେଷ୍ଟିଙ୍ଗ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଜନ୍ତ୍ରପାତି ଉପଲବ୍ଧ ଥାଇ ପାରେ । ଯେଉଁ କାରଣରୁ କ୍ର-ଆ ଇ-ମ ବ୍ରାଞ୍ଚ ଅଫିସର ଗୁଜୁରାଟକୁ ନାର୍କୋ ଟେଷ୍ଟିଙ୍ଗ ପାଇଁ ଉପଯୁକ୍ତ ସ୍ଥାନ ଭାବରେ ବାଛିଛନ୍ତି ।

ତେବେ ଗୋପାଳ ଦାସଙ୍କ ସମେତ ଅନେକ ବଡ ବଡ କ୍ର-ଆ ଇ-ମ ବ୍ରାଞ୍ଚ ଅଫିସର ତଥା ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଗୁଜୁରାଟ ଯିବେ । ଗୁଜୁରାଟ ଯିବା ପାଇଁ ଗୋପାଳ ରହିଥିବା ସ୍ଥାନରୁ ବହୁ କଡାକଡି ସୁରକ୍ଷା ବଳୟ ମଧ୍ୟରେ ଅଣା ଯାଉଛି । ତେବେ ପୂର୍ବତନ କ୍ଯାବିନେଟ ପାହ୍ୟା ତଥା ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଅତି ନିର୍ମମ ଭାବରେ ନିକଟ ଅତୀତରେ gulimda କରଯାଇଥିଲା । ତେବେ ତେବେ ମନ୍ତ୍ରୀଙ୍କୁ ଏୟାରଲିଫ୍ଟିଂ କରି ପ୍ରପର ଚିକିତ୍ସା ସତ୍ବେ ମଧ୍ୟ ତାଙ୍କ ଜୀବନକୁ ବଞ୍ଚାଇ ହୋଇନଥିଲା ।

ତେବେ ମନ୍ତ୍ରୀଙ୍କୁ ଗୋପାଳ ଦାସ gulimda କରିଛି ବୋଲି ଘଟଣା ସ୍ତଳରେ ହିଁ ଜଣା ପଡିଯାଇଥିଲା । ତେବେ ମନ୍ତ୍ରୀ ହତୟଆkanda ପରେ କେବଳ ଗୋପାଳ ନିଜର କୌଣସି ବ୍ୟକ୍ତିଗତ କାରଣ ପାଇଁ guli କରିଥିଲା । ନା ଗୋପାଳଙ୍କୁ କୌଣସି ପ୍ରକାର ଷ-ଅଡ-ଯ-ଅନ୍ତ୍ର ଟିମ ମୋହରା କରି ଗୋପାଳକୁ ସୁପାରୀ ଦେଇ ମନ୍ତ୍ରୀ ନବ ଦାସଙ୍କୁ guli mda କରିଥିଲା । ତାହା ସଠିକ ଭାବରେ ସ୍ପଷ୍ଠ ହୋଇପାରିନାହିଁ ।

ତେବେ ଗୋପାଳପୁର ବନ୍ଦର ଥାନାରେ ରହିଥିବା ସମୟରେ ଅନେକ ପ୍ରକାର କ୍ର-ଆ ଇ-ମ ବ୍ରାଞ୍ଚ ପ୍ରଶ୍ନର ଶିକାର ହୋଇଥିଲା । ତେବେ କ୍ର-ଆ ଇ-ମ ବ୍ରାଞ୍ଚର ଏତେ ପଚରା ଉଚରା ପରେ କିଛି କିଛି ତଥ୍ୟ ଗୋପାଳ ମୁହଁରୁ କ୍ର-ଆ ଇ-ମ ବ୍ରାଞ୍ଚ ହାତକୁ ଆସିଥିଲା । ତେବେ ଯଦିଓ ମନ୍ତ୍ରୀ ନବ ଦାସ ହତୟଆ ପଛରେ ଥିବା ସବୁ କିଛି କଥା ସଠିକ ଭାବରେ ସ୍ପଷ୍ଠ ହୋଇପାରିନାହିଁ ।

ସେହି କାରଣରୁ ଗୋପାଳ ଦାସର ନାର୍କୋ ଟେଷ୍ଟ ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଗୋପାଳ ଦାସକୁ ଗୁଜୁରାଟ ନେଉଛନ୍ତି । ତେବେ ସେଠାରେ ପୁରା କଡାକଡି ଭାବରେ ଗୋପାଳ ଦାସର ନାର୍କୋ ଟେଷ୍ଟ କରାଯାଇ ସବୁ କିଛି ମନ୍ତ୍ରୀ ନବ ଦାସର ହତୟଆକୁ ନେଇ ତଥ୍ୟ ଗୋପାଳ ପାଖରୁ ସଂଗ୍ରହ କରାଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *