ମିଡିଆ ସାମ୍ନାରେ ରହସ୍ୟ ଖୋଲିଲେ ଗୁଡ୍ଡି …. ବାହାଘର ହୋଇ ଏତେ ବର୍ଷ , ପିଲା କାହିଁକି ହେଉନି RJ KB RJ GUDDY ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୋସିଆଲ ମିଡିଆ ସାମ୍ନାରେ ରହସ୍ୟ ଖୋଲିଲେ ଗୁଡ୍ଡି …. ବାହାଘର ଏତେ ବର୍ଷ ହେଲାଣି ବାପା, ମା ‘ ନ ହେବା କାରଣ କଣ । ଏବେ ସୋସିଆଲ ମିଡିଆରେ RJ KP ଓ  RJ GUDDY ଙ୍କ ବାହାଘର ଓ ପ୍ରେମ ଜୀବନକୁ ନେଇ ଅନେକ ଗୁଡାଏ କଥା ଶୁଣାଯାଉଛି । ଉଭୟ ଉଭୟଙ୍କୁ ଭଲ ପାଇଁ ବିବାହ କରିଛନ୍ତି । କୈଳାଶରେ ତାଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

 

KPଙ୍କୁ ନେଇ ଗୁଡ୍ଡି ରାଗନ୍ତି କାରଣ KP ତାଙ୍କୁ ସମୟ ଦେଇପାରନ୍ତି ନାହିଁ । ଗୁଡ୍ଡି ବଡଘରର  ଝିଅ ହେଇଥିବା ସତ୍ତ୍ୱେ KPକୁ ଭଲ ପାଇଁ ଘରଲୋକକୁ ରାଜି କରି ସମସ୍ତଙ୍କ ସମୁଖରେ ବିବାହ କରିଥିଲେ । KPଙ୍କ ପରିବାର ଛୋଟ ଘରେ ରହୁଥିବା ବେଳେ ଯେବେ ଵି କାମରୁ ଛୁଟି ମିଳେ । ତେବେ ସେ KPଙ୍କ ମାଘର ରାଉଲକେଲାକୁ ଯାଇ ପର୍ବପର୍ବାଣି ତାଙ୍କ ନଣନ୍ଦଙ୍କ ସହ ପାଳନ କରିଥାନ୍ତି ।

ଗୁଡ୍ଡି କହିବା ଅନୁସାରେ ଘରଲୋକମାନେ ମୋତେ ସାନ ବେଳୁ  ଶିକ୍ଷା ଦେଇଛନ୍ତି ତେଣୁ ମୁଁ ବଡ ଘରର ଝିଅହେବା  ପରେ ମଧ୍ୟ ରାଉଳକେଲାର ଛୋଟ ଘରେ ନିଜକୁ ଆରଜେଷ୍ଟ କରି ନିଏ । ମାତ୍ର ମୋର ସବୁବେଳେ KPଙ୍କ ଉପରେ ଗୋଟାଏ ରାଗ ଥାଏ କି ସେ ମୋତେ ବୁଝନ୍ତି ନାହିଁ । ସେ ଆଜି ଯାଏ ମୋତେ ବାହାରକୁ ବୁଲେଇବାକୁ ନେଇକି ଯାଇନାହାଁନ୍ତି ।

ଗୁଡ୍ଡିଙ୍କ ଛୋଟ ବେଳୁ ଇଛା ଥିଲା କି ତାଙ୍କ ସ୍ଵାମୀ ତାଙ୍କୁ ରୋମାଣ୍ଟିକ ପଦ୍ଧତିରେ ପ୍ରୋପସ୍ କରିବେ ମାତ୍ର ତାଙ୍କ ଏହି ଇଛା ଏବେ ଯାଏ ପୂରଣ ହେଇପାରିଲାନାହିଁ । ବିବାହ ପରେ ଉଭୟଙ୍କ ହନିମୁନ୍ ଯିବାକୁ ସମ୍ଭବ ହୋଇନଥିଲା । ତେଣୁ ରାଗରେ ଗୁଡ୍ଡି ଏକୁଟିଆ ଦିଲ୍ଲୀ ବୁଲିକି ଆସିଥିଲେ KPଙ୍କ ଉପରେ ରାଗସୁଝିବା ପାଇଁ ତେବେ ଏବେ ପ୍ରଶ୍ନ ଉଠୁଛି କି ବାହାଘର ହେଇ 7 ବର୍ଷ ହେଲାନି ପିତାମାତା କଣ ପାଇଁ ହେଇପାରିଲେ ନାହିଁ ।

KP ଉତ୍ତରରେ କହିଛନ୍ତି ଯେ ଥରେ କିଛି ଅସୁବିଧା  ପାଇଁ ହୋଇନଥିଲା ଏବେ ଇଶ୍ଵରଙ୍କ ଦୟା ସେ କେବେ ନିର୍ଦେଶ ଦେବେ ତେବେ ହେବ । ଗୁଡ୍ଡି କହିଲେ ଯାଇ ଚେକ୍ କରି ଆସୁନ ପିଲା କାହିଁକି ହଉନି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *