CSK ଟିମକୁ ବଞ୍ଚାଇବ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି, ଶୁଭ୍ରାଂଶୁଙ୍କୁ ଖୋଜିଲେ Dhoni…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ CSK ପାଇଁ ଖେଳିବେ ଓଡିଆ ପୁଅ ଶୁଭ୍ରାଂଶୁ ! ଏଥର ପୁରା ବିଶ୍ଵ ଦେଖିବ ଓଡିଆ ପୁଅ ଶୁଭ୍ରାଂଶୁଙ୍କ ଖେଳ ! ଯାହାକୁ ନେଇ ଏବେ ଚାଲିଛି ସବୁଆଡେ ଚର୍ଚା ! ତେବେ IPL  ମ୍ଯାଚ ଦେଖିବା ପାଇଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଆଗ୍ରହୀ ହୋଇ ବସିଥାନ୍ତି । କାରଣ କ୍ରିକେଟ ଖେଳ ସହ ନିଜ ନିଜର ପ୍ରିୟ କ୍ରିକେଟରଙ୍କ କ୍ରିକେଟର ଜଲ୍ବା ପାଇଁ କ୍ରିକେଟ ପ୍ରେମୀ ବହୁତ ଉତ୍କଣ୍ଠାର ସହ ରହିଥାନ୍ତି । ଓଡିଶା ରେ ମଧ୍ୟ IPL ମ୍ଯାଚ ଦେଖିବାକୁ ବହୁତ ଲୋକ ପସନ୍ଦ କରନ୍ତି ।

ହେଲେ IPL ମ୍ଯାଚରେ କିନ୍ତୁ କୌଣସି ଗୋଟିଏ ଓଡିଆ ଖେଳାଳୀ ଖେଳିବାର ଲୋକେ ଦେଖିବାକୁ ପାଇନଥାନ୍ତି । ହେଲେ ଏଥର ଚର୍ଚିତ ଖବର ଅନୁଯାଇ CSK ଟିମ ପାଇଁ କ୍ଯାପଟେନ ମହେନ୍ଦ୍ର ସିଂହ ଧୋନୀ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି ଙ୍କୁ ସୁଯୋଗ ଦେଉଛନ୍ତି । ତେଣୁ ନିଲାମ ସମୟରେ ଶୁଭ୍ରାଂଶୁ ସେନାପତିଙ୍କୁ କିଣିନିଆଯାଇଛି ।  କାରଣ ଶୁଭ୍ରାଂଶୁଙ୍କ ଜବରଦସ୍ତ ଛକା ଦେଖି ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି କ୍ଯାପଟେନ ମହେନ୍ଦ୍ର ସିଂହ ଧୋନୀ ।

ତେଣୁ ଆଗାମୀ CSK ମ୍ଯାଚରେ ଓଡିଶାର ପୁଅ ଶୁଭ୍ରାଂଶୁ ସେନାପତି ନଜର ଆସିବେ ବୋଲି ଚର୍ଚା ଜୋର ଧରିଛି । ଋତୁରାଜ ଗାଇକୱାର୍ଡଙ୍କ ସହ ମିଶି ଶୁଭ୍ରାଂଶୁ ମ୍ଯାଚର ପାଳି ଆରମ୍ଭ କରିବେ । ତେବେ ଯଦି ଆଗାମୀ ସମୟରେ ଓଡିଶା ମାଟିର ପୁଅ ଶୁଭ୍ରାଂଶୁ ଧୋନୀ ବାହୀନୀରେ ଖେଳିବାକୁ ସୁଯୋଗ ପାଆନ୍ତି । ତେବେ ଏହା ଆମ ଓଡିଶା ପାଇଁ ବହୁତ ବଡ ଏକ ଗର୍ବ ଓ ଗୌରବର କଥା ପାଲଟିଯିବ ।

ତେବେ ଆଗାମୀ ମ୍ଯାଚରେ ଶୁଭ୍ରାଂଶୁ ଋତୁରାଜ ଗାଇକୱାର୍ଡଙ୍କ ସହ ମିଶି ଓପନିଂ ବିଭାଗର ଗୁରୁ ଦାୟିତ୍ଵ ତୁଲାଇବାକୁ ଯାଉଛନ୍ତି । ଶୁଭ୍ରାଂଶୁ ସେନାପତିଙ୍କ ଖେଳ ପଦର୍ଶନ ଦେଖି ତାଙ୍କ ଉପରେ ଭରଷା କରି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏପରି କିଛି ନିଷ୍ପତ୍ତି ନେଇଛନ୍ତି । ଯେଉଁ କାରଣରୁ ଓଡିଆ ପୁଅକୁ ଏଥର IPL ମ୍ଯାଚରେ ବହୁତ ଶୀଘ୍ର ନଜର ଆସିବା ପାଇଁ ଯାଉଛନ୍ତି ।

ତେବେ ଖାଲି ମଇଦାନରେ ଶୁଭ୍ରାଂଶୁଙ୍କ ଖେଳର ଜଲ୍ବା ଦେଖିବାକୁ ବାକି ରହିଲା । ତେବେ ଆମେ ମଧ୍ୟ ଆଶା କରିବୁ । ଯେ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ CSK ଟିମରେ ବହୁତ ଶୀଘ୍ର ମଇଦାନରେ ଦେଖିବାକୁ ମିଳନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *