ମହା ଖୁଲାସା: ରିୟାଙ୍କର ଖେଳ ହେଲା ଶେଷ, ED କୁ ଜଣା ପଡିଗଲା ୧୩ ରୁ ୧୫ ଜୁନ ର ସତ, ଫସିଲା ରିୟା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଥିଲେ । ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଷ୍ଟାରକିଡ ହୋଇ ନଥିଲେ ମଧ୍ୟ ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ଷ୍ଟାରକିଡ ମାନଙ୍କ ଠାରୁ ଅଧିକ । ହେଲେ ଏହି ଅଭିନେତା ଜଣକ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ୨୦୨୦ରେ ମୃତ୍ୟୁ ବରଣ କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସ ମାନେ ଓ ସୁଶାନ୍ତଙ୍କ ପରିବାର ଲୋକମାନେ ଭାଙ୍ଗି ଯାଇଥିଲେ ।

ହେଲେ ସୁଶାନ୍ତଙ୍କ ନ୍ୟାୟ ପାଇଁ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫଟୋ ଓ ଭିଡିଓକୁ ବହୁତ ମାତ୍ରାରେ ଭାଇରାଲ କରିଥିଲେ ଓ ଏହା ସହିତ ନେପୋଟିସିମକୁ ମଧ୍ୟ ବିରୋଧ କରିଥିଲେ । ବନ୍ଧୁଗଣ ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି ।


ହେଲେ ଆଜିଆମେ ଆପଣ ମାନଙ୍କୁ ଏମିତି ଏକ ମହାନ ଖୁଲାସା ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହା ଖୁଲାସା ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ସୁଶାନ୍ତଙ୍କ କେସରେ ରିୟା ଚକ୍ରବର୍ତ୍ତୀ ସବୁଆଡୁ ଫସି ଯାଇଛନ୍ତି ।

ଏହି କିଛି ଦିନ ତଳେ ଖବର ଆସିଥିଲା ଯେ, ରିୟାଙ୍କର ଫୋନକୁ ED ଜବତ କରିଛି । ରିୟାଙ୍କର ସତ ବର୍ତ୍ତମାନ ତାଙ୍କ ଫୋନ ମାଧ୍ୟମରେ ସାମ୍ନାକୁ ଆସିଛି । ଖବର ଅନୁସାରେ ଜଣା ପଡିଛି ଯେ, ରିୟା ୧୩ ଜୁନ ରୁ ୧୫ ଜୁନ ପର୍ଯ୍ୟନ୍ତ ରାଧିକା ନାମକ ଏକ ମହିଳାଙ୍କ ସହ ଘଣ୍ଟା ଘଣ୍ଟା ଧରି କଥା ହୋଇଥିଲେ । ଏହା ସହିତ କେତେକ ଅଜଣା ନମ୍ବର ତଥା ବିଦେଶରୁ ମଧ୍ୟ ରିୟାଙ୍କୁ ଫୋନ ଆସିଥିଲା ।

 

ଖବର ମୁତାବକ ଜଣା ପଡିଛି ରାଧିକା ନାମକ ଏହି ମହିଳା ଜଣକ ଏହି କେସ ସହ ଜଡିତ ଅଛି । ସାଧାରଣତଃ ସେଲିବ୍ରେଟି ମାନେ ଅଜଣା ଫୋନ କଲକୁ ଇଗ୍ନୋର କରିଥାନ୍ତି । ହେଲେ ୧୩ ଜୁନରେ ରିୟାଙ୍କୁ ବହୁତ ଅଜଣା କଲ ଆସିଥିଲା ଏବଂ ରିହ ମଧ୍ୟ ତାଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ । ୧୩ ଜୁନ ରାତିରେ ରିୟା ବିଭିନ୍ନ ଅଜଣା ଲୋକଙ୍କ ସହ କଥା ହୋଇଥିଲେ, ଏହା ପରେ ୧୪ ଜୁନରେ ସୁଶାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।

ସୁଶାନ୍ତଙ୍କ ମୃତ୍ୟୁ ଖବର ଆସିବା ପରେ ମଧ୍ୟ ରିୟା କେତେକ ଅଜଣା ନମ୍ବରରେ କଲ କରି କଥା ହୋଇଥିଲେ । ସୁଶାନ୍ତଙ୍କ ମୃତ୍ୟୁ ହେବାପରେ ମଧ୍ୟ ରିହ ରାଧିକା ମେହେତାଙ୍କ ସହ କଥା ହୋଇଥିଲେ । ୧୪ ଜୁନରେ ରିୟା ରାଧିକାଙ୍କ ସହ ୧ ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ । ଏହା ସହିତ ୧୫ ଜୁନରେ ରିୟା ମହେଶ ଭଟ୍ଟଙ୍କ ସହ ମଧ୍ୟ କଥା ହୋଇଥିଲେ ।

ବର୍ତ୍ତମାନ ଇଡି ରିୟାଙ୍କ ଫୋନରୁ ଇମେଲ୍ସ ଓ ୱାଟସପ୍ ମେସେଜକୁ ରିକୋଭର କରୁଛନ୍ତି । ରିହଙ୍କର ଏହି ଫୋନ କଲ୍ସରୁ ଏତିକି ଜଣା ପଡିଯାଇଛି, ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ବହୁତ ବଡ ପ୍ଲାନିଙ୍ଗ ହୋଇଥିଲା । ରାଧିକା ନାମ ଥିବା ମହିଳାଙ୍କୁ ମଧ୍ୟ ଖୋଜା ଚାଲିଛି । ବର୍ତ୍ତମାନ ରିହ ସଂପୂର୍ଣ୍ଣ ରୂପେ ଫସି ଯାଇଛନ୍ତି । ବହୁତ ଶୀଘ୍ର ରିହଙ୍କର କଳା କର୍ଣ୍ଣାମା ସାମ୍ନାକୁ ଆସିବାକୁ ଯାଉଛି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ । ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *