ସୁଶାନ୍ତଙ୍କୁ ଶେଷ କରିବାର କାରଣ ଆସିଲା ସାମ୍ନାକୁ…ସାଙ୍ଗ ଖୋଲିଲେ ରିୟାଙ୍କ କଳା କାରନାମା

ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ହେଲେ କଣ ଆପଣ ମାନେ ଜାଣିଛନ୍ତି ସୁଶାନ୍ତଙ୍କ ହତ୍ୟାର ମୁଖ୍ୟ କାରଣ କଣ ଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁଶାନ୍ତ ସିଂହଙ୍କ ହତ୍ୟାର କାରଣ ବିଷୟରେ କହିବୁ । ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ କଳାକାର ଥିଲେ । ବିହାରରେ ରହୁଥିବା ଏହି ଯୁବକ ଜଣକ ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ । ବହୁତ କଷ୍ଟ ଓ ସଂଘର୍ଷ କରିବା ପରେ ସୁଶାନ୍ତ ସିଂହ ରାଜପୁତ ବଲିଉଡରେ ସଫଳତା ପାଇଥିଲେ ।

ହେଲେ ଏହି ଅଭିନେତା ଜଣକଙ୍କର ମୃତ୍ୟୁ ୧୪ ଜୁନ ୨୦୨୦ରେ ହୋଇଥିଲା । ଏହି ଖବର ଶୁଣି ସମସ୍ତ ଭାରତବାସି ଦୁଃଖ ଅନୁଭବ କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି । ବନ୍ଧୁଗଣ ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ କିଛି ଖୁଲାସା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଚକ୍ରବର୍ତୀ ସବୁଆଡୁ ଫସି ଯାଇଛନ୍ତି ।


ସମସ୍ତ ସାଖ୍ୟ ପ୍ରମାଣକୁ ଦେଖିଲେ ରିୟା ସୁଶାନ୍ତଙ୍କ ହତ୍ୟା କରିଥିବାର ଜଣା ପଡିଛି । ହେଲେ କାହିଁକି ରିୟା ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି ଆସନ୍ତୁ ଜାଣିବା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥ ପଠାନୀ ଓ ରିୟା ଚକ୍ରବର୍ତୀ ଧରା ପଡି ସାରିଛନ୍ତି । ବନ୍ଧୁଗଣ ଖବର ଅନୁସାରେ ଜଣା ପଡିଛି ଯେ, ରିୟା ସୁଶାନ୍ତଙ୍କ ଉପରେ ଲମ୍ବା ସମୟରୁ ବହୁତ ପ୍ରକାରର ପ୍ରୟୋଗ କରୁଥିଲେ । ୨୦୧୯ ନଭେମ୍ବରରୁ ରିୟା ସୁଶାନ୍ତଙ୍କୁ ବିଭିନ୍ନ ପ୍ରକାରର ଔଷଧ ଖୁଆଉଥିଲେ ।


ବିଭିନ୍ନ ତାନ୍ତ୍ରିକ ପାଠ କରି ରିୟା ସୁଶାନ୍ତଙ୍କୁ ବେହୋସ କରିଦେଉଥିଲେ । ନଭେମ୍ବରରୁ ୨୦୨୦ ଫେବୃୟାରି ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରୁ ବହୁତ ଟଙ୍କା ଲୁଟିଥିଲେ ରିୟା । ସୁଶାନ୍ତଙ୍କର ସମସ୍ତ କମ୍ପାନୀକୁ ନିଜ ନାମରେ କରିଥିଲେ ଓ ସୁଶାନ୍ତଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ସମତ୍ସ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ ।

ସୁଶାନ୍ତଙ୍କର ସମସ୍ତ ସମ୍ପତ୍ତିକୁ ମଧ୍ୟ ରିୟା ନିଜ ନାମରେ କରି ନେଇଥିଲେ । ହେଲେ ମାର୍ଚ ମାସରୁ ସୁଶାନ୍ତ ଔଷଧ ନେବାରୁ ମନା କରି ଦେଇଥିଲେ । ଏହା ପରେ ସୁଶାନ୍ତଙ୍କ ବିରୋଧରେ ଅସଲି ପ୍ଳାନ କରା ଯାଇଥିଲା । ଏହାର ସମସ୍ତ ପ୍ରମାଣ ମଧ୍ୟ ସାମ୍ନାକୁ ଆସି ସାରିଛି । ସୁଶାନ୍ତଙ୍କ ସାଙ୍ଗ ମହେଶ ସେଟି ଏହି କଥାର ଖୁଲାସ କରିଥିଲେ । ଏହା ପୂର୍ବରୁ ଆପଣ ଜାଣନ୍ତୁ ସୁଶାନ୍ତଙ୍କ ଡାଏରୀ ବିଷୟରେ ।

ବନ୍ଧୁଗଣ ସୁଶାନ୍ତ ନିଜ ଡାଏରୀରେ ୨୦୨୦ର ସଂପୂର୍ଣ୍ଣ ପ୍ଳାନ ବିଷୟରେ ଲେଖିଥିଲେ । ସୁଶାନ୍ତଙ୍କର ଏହି ପ୍ଳାନରେ ରିୟାଙ୍କର ନାମ ନଥିଲା । କାରଣ ସୁଶାନ୍ତ ନିଜ ଜୀବନରୁ ରିୟାଙ୍କୁ ଦୂର କରିବା ପାଇଁ ଚାହୁଁଥିଲେ । ବନ୍ଧୁଗଣ ସୁଶାନ୍ତ ନିଜର ଶେଷ ଫୋନ କଲ ମହେଶ ସେଟିଙ୍କୁ କରିଥିଲେ । ମହେଶ କହିଥିଲେ ଯେ, ସୁଶାନ୍ତ ନିଜ ରେପ୍ୟୁଟେସନକୁ ନେଇ ବହୁତ ଚିନ୍ତିତ ଥିଲେ ଓ ସେ ରିୟାଙ୍କ ଠାରୁ ଦୂରେଇ ଯିବା ପାଇଁ ଚାହୁଁଥିଲେ ।

ଅର୍ଥାତ ସୁଶାନ୍ତ ନିଜ ଜୀବନରୁ ସଂପୂର୍ଣ୍ଣ ରୂପେ ରିୟାଙ୍କୁ ବାହାର କରିବାର ନିଷ୍ପତ୍ତି ନେଇଥିଲେ । କାରଣ ସୁଶାନ୍ତ ରିୟା ଓ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠନୀଙ୍କ ବିଷୟରେ ଜାଣି ସାରିଥିଲେ । ଶେଷରେ ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ରିୟା ଓ ଅନ୍ୟ କେତେଜଣ ଲୋକ ପ୍ଳାନ କରିଥିଲେ । ପ୍ଳାନ ଅନୁସାରେ ସେମାନେ ସୁଶାନ୍ତଙ୍କର ହତ୍ୟା କରିଥିଲେ । ବନ୍ଧୁଗଣ ଏହା ଥିଲା ସୁଶାନ୍ତଙ୍କ ମୃତ୍ୟୁର ସଂପୂର୍ଣ୍ଣ କାରଣ ।

ଯଦି ଆପଣ ବି ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଚାହୁଞ୍ଚନ୍ତି ତେବେ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆଗକୁ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *