ଶନିଦେଵଙ୍କ କୃପାରୁ ଧନୁ ରାଶିର ବଦଳିଯିବ ଭାଗ୍ୟ, ହେବେ ମହାଧନୀ, କରନ୍ତୁ ଏହି କାମ

ନମସ୍କାର ବନ୍ଧୁଗଣ । ଆସନ୍ତୁ ଆଜି ଜାଣିବା ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ପ୍ରତ୍ୟେକଟି କ୍ଷେତ୍ର ରେ ସଫଳତା ପାଇବାର ୫ ଟି ମହା ଉପାୟ । ଧନୁ ରାଶି ବ୍ୟକ୍ତି ବିଶେଷ ଙ୍କର ରାଶି ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଧନୁ ରାଶି ବ୍ୟକ୍ତି ବିଶେଷ ଙ୍କର ଶୁଭ ରଙ୍ଗ ହେଉଛି ହଳଦିଆ,ଲାଲ୍ ଏବଂ କମଳା ।ଏହି ରଙ୍ଗ ଗୁଡ଼ିକ ଆପଣ ନିତ୍ୟ ବ୍ୟବହାର କଲେ ଆପଣଙ୍କୁ ଜୀବନରେ ସଫଳତା ମିଳିବା ସହିତ ଆପଣଙ୍କ ଭାଗ୍ୟ ରେ ଉନ୍ନତି ଆସିଥାଏ। ଆପଣଙ୍କ ପାଇଁ ସପ୍ତାହରେ ରବିବାର,ସୋମବାର,ମଙ୍ଗଳବାର ଏବଂ ଗୁରୁବାର ଏହି ୪ଟି ବାର ହେଉଛି ଅତ୍ୟନ୍ତ ଶୁଭ । ଏହି ବାରମାନଙ୍କ ରେ ଆପଣ କାର୍ଯ୍ୟ ଆରମ୍ଭ କଲେ ସଫଳତା ହୋଇଥାଏ । ଧନୁ ରାଶି ବ୍ୟକ୍ତି ବିଶେଷ ଙ୍କ ପାଇଁ ବୃହସ୍ପତି,ରବି,ଚନ୍ଦ୍ର,ଏବଂ ମଙ୍ଗଳ ଏହି ୪ ଟି ଗ୍ରହ ହେଉଛନ୍ତି ଅତ୍ୟନ୍ତ ମୁଖ୍ୟ ।

ଆସନ୍ତୁ ଜାଣିବା ଏବେ କ୍ରମାଗତ ଭାବରେ ୫ ଟି ମହା ଉପାୟ ବିଷୟରେ ଯେଉଁ ଉପାୟ ଗୁଡ଼ିକ ମାଧ୍ୟମରେ ଆପଣ ପ୍ରତିଟି କ୍ଷେତ୍ରରେ ସଫଳତା ପାଇପାରିବେ

(୧)ଆପଣ ବାରମ୍ବାର ଗୋଟେ କାମରେ ବିଫଳ ହେଉଛନ୍ତି । ଆପଣ ଙ୍କୁ ଚାକିରୀରେ ସଫଳତା ମିଳୁନାହିଁ ଧନ ଉପାର୍ଜନ ରେ ବାଧା ଆସୁଛି ଏବଂ ଆପଣ ଙ୍କ ର ପାଠ ପଢ଼ିବାକୁ ମନ ଲାଗୁନାହିଁ। ତେବେ ଆପଣ ଏହି ଉପାୟ ଟିକୁ କରାନ୍ତୁ । ଶୁକ୍ଲପକ୍ଷ ର ବୃହସ୍ପତି ଦିନ ଏକ ସୁନା ମୁଦି ଆଣି ହାତରେ ଧରି ଓଂ ଭୃ ବୃହସ୍ପତି ହିଃ ନମଃ ।ଏହି ମନ୍ତ୍ର କୁ ୨୧ଥର ଜପ କରନ୍ତୁ ।ଏହା ଆଙ୍ଗୁଠିରେ ଧାରଣ କରନ୍ତୁ।

(୨)ଯଦି ଆପଣଙ୍କ ସ୍ୟାସ୍ଥ୍ୟ ର ଅବସ୍ଥା ଭଲ ରହୁନାହିଁ ତେବେ ଆପଣ ଏହି ଉପାୟଟିକୁ କରନ୍ତୁ।ସ୍ନାନ ଜଳରେ ଗାଙ୍ଗ ଜଳ ମିଶେଇ ସ୍ନାନ କରନ୍ତୁ ।ଏହି ଉପାୟଟିକୁ କରିବାଦ୍ଵାରା ସବୁ ସମସ୍ୟା ଦୁରହୋଇଯାଇଥାଏ।

(୩)ଯଦି ଆପଣ ଜୀବନରେ ଅନେକ ପ୍ରକାର ଚେଷ୍ଟା କରି ମଧ୍ୟ ଧନ ର ଅଭାବ ଲାଗି ରହୁଛି ତେବେ ଆପଣ ଏହି ଉପାୟଟିକୁ କରନ୍ତୁ।ଆପଣ ଧର୍ମ ସ୍ଥାନରେ ଘିଅ, ଦହି,କର୍ପୂର ଏବଂ ଆଳୁ କୁ ଦାନ କରନ୍ତୁ। ଏହା କୁ କରିବା ଦ୍ଵାରା ଧନ ସମସ୍ୟା ସମସ୍ତ ଦୂର ହୋଇଯାଇଥାଏ।

ଏହା ଆପଣଙ୍କ ପାଇଁ ଉନ୍ନତିର ମାର୍ଗ ହୋଇପାରେ, ଏହାକୁ ଆପଣ ଅଧିକରୁ ଅଧିକ ଭାବେ ସେୟାର କରନ୍ତୁ ଏବଂ କାମେଣ୍ଟ ଜରିଆରେ ଆମକୁ ନିଜର ମତ ପ୍ରଦାନ କରନ୍ତୁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ନିଜ ସାଙ୍ଗ ମାନଙ୍କ ସହ ଏହାକୁ ସେୟାର କରନ୍ତୁ ଏବଂ ଆମେ ଆପଣଙ୍କ ପାଇଁ ଏମିତି ଭଲ ଭଲ ବିଷୟ ବସ୍ତୁ ନେଇକି ଆସିବୁ ,ଆମ ସହ ଯୋଡି ହେଇ ରୁହନ୍ତୁ ଏବଂ ସମ୍ପୂର୍ଣ୍ଣ ବିଷୟ ବସ୍ତୁ ଜାଣନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *